ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ, 2 ମିନିଟ୍ ରେ ନିଜ ଦେହରେ ଥିବା କଳା ଦାଗ ସମସ୍ୟାରୁ ମୁକ୍ତି ପାଆନ୍ତୁ।ଆସନ୍ତୁ ଜାଣିବା ଏହାର ତିଆରି ପ୍ରଣାଳୀ ଓ ପରିଣାମ…….

0

ପ୍ରତ୍ୟକ ଲୋକ ନିଜ କୁ ସୁନ୍ଦର କରିବା ପାଇଁ ଚାଁହାନ୍ତି। ତେଣୁ ଏଥି ପାଇଁ ସେମାନେ ଅନେକ ପ୍ରକାର ଚେଷ୍ଟା କରି ଥାନ୍ତି। ତେବେ ସୁନ୍ଦର ଓ ସୁସ୍ଥ ଦେଖା ଯିବା କୁ ସମସ୍ତେ ପସନ୍ଦ କରନ୍ତି। ଝିଅ ହେଉ କିମ୍ବା ପୁଅ ସମସ୍ତେ ନିଜ କୁ ସୁନ୍ଦର ଓ ଫିଟ ରଖିବାକୁ ଚାଁହାନ୍ତି। ସବୁ ପ୍ରକାର ଚେଷ୍ଟା କରନ୍ତି। ଅନେକ ଉପାୟ ଅବଲମ୍ବନ କରନ୍ତି। ତେବେ ବେଳେ ବେଳେ ଆପଣ ଦେଖିବାକୁ ପାଇ ଥିବେ ଅନେକ ଲୋକ ଙ୍କ ର ଦେହ ରେ ବିଭିନ ସ୍ଥାନ ରେ କଳା ପଡି ଯାଇ ଥାଏ।

ଡାକ୍ତର ଙ୍କ କହିବା ଅନୁସାରେ ଏହା ସ୍କିନ୍ ରେ ଅନେକ ଅସୁବିଧା ରୁ ହୋଇ ଥାଏ। ତେବେ ଏହା କୁ ଦୂର କରିବା ପାଇଁ ଏକ ପ୍ରାକୃତିକ ଉପାୟ ରେ କରିବା କୁ ହେବ । ତେବେ ଆସନ୍ତୁ ଜାଣିବା ଏହି ପ୍ରାକୃତିକ ଉପାୟ ଟି କଣ ଓ ଏହା କୁ ଦୂର କେମିତି କରିବା।


ତେବେ ଏହି କଳା ଦାଗ ଶରୀର ରେ ରହିଲେ ବହୁତ ଖରାପ ଦେଖା ଯାଏ। ତେବେ ଏହା କୁ ମାତ୍ର ୨ ମିନିଟ ରେ ଦୂର କରି ହେବ। ତେବେ ଆସନ୍ତୁ ଜାଣିବା କେମତି ।
*ପ୍ରଥମେ ଗୋଟେ କଫି ନବା , କଫି ର ଆମକୁ କ୍ୟାଫେନ୍ ମିଳେ ଏବଂ ଏହା ସହ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ମିଳି ଥାଏ। ଯାହା ଆମ ତୋଚା କୁ ଗ୍ଲୋ କରି ଥାଏ।

*ତେବେ ଏହା ପରେ ଦ୍ୱିତୀୟ ରେ ନେବା ହଳଦୀ । ତେବେ ହଳଦୀ ରେ ମଧ୍ୟ ଆଣ୍ଟିଅକ୍ସିଡାଣ୍ଟ ରହି ଥାଏ।ଏହା ଶରୀର କୁ ଗୋରା କରେ।
* ତେବେ ତୃତୀୟ ରେ ନେବା ଲେମ୍ବୁ । ଲେମ୍ବୁ ରେ ଭିଟାମିନ୍ ସି ରହିଛି। ଯାହା ଆମ ଶରୀର ଭିତର କୁ ଯାଇ ସବୁ ମଇଳା ସଫା କରେ।


ତିଆରି କରିବା ପ୍ରଣାଳୀ:-
ତେବେ ପ୍ରଥମେ ଗୋଟେ ଚାମଚ୍ କଫି ରେ ଗୋଟେ ଚାମଚ୍ ହଳଦୀ ରେ ଫାଳେ ଲେମ୍ବୁ କୁ କାଟି ସେଥିରେ ଚିପୁଡ଼ି ଦିଅନ୍ତୁ ଏବଂ ଏହା ପରେ ସେହି ସବୁ କୁ ଭଲ ଭାବରେ ଗୋଲାଇ ଦିଅନ୍ତୁ।  ଏହା କୁ କିପରି ବ୍ୟବହାର କରିବେ।ତେବେ ଆପଣ ଯେଉଁ ଲେମ୍ବୁ ନେଇ ଥିଲେ । ସେହି ଚିପୁଡ଼ା ହେଇ ଥିବା ଲେମ୍ବୁ କୁ ନେଇ ଆପଣ ସେହି ତିଆରି ହୋଇ ଥିବା ପେଷ୍ଟ ରେ ବୁଡ଼ାଇ , ଯେଉଁ ସ୍ଥାନ ରେ କଳା ଦାଗ ରହିଛି ବା କଳା ପଡି ଯାଇଛି,ସେହି ସ୍ଥାନ ରେ ଧୀରେ ଧୀରେ ଘସନ୍ତୁ। ତେବେ ଘଷିବା ସମୟ ରେ ସେହି ଲେମ୍ବୁ କୁ ପୁଣି ଥରେ ସେହି ପେଷ୍ଟ ରେ ବୁଡ଼ାଇ ବେନି।


ଏହାର ପରିଣାମ –
ତେବେ ଆପଣ ଏହାକୁ ୨ ମିନିଟ ଯାଏ , କଳା ପଡି ଥିବା ଜାଗା ରେ ଘସନ୍ତୁ। ତା ପର ଏହାର ପରିଣାମ ଦେଖିବେ। ତେବେ ଭଲ ପରିଣାମ ପାଇବା ପାଇ ଏହା କୁ ୫ ରୁ୧୦ ମିନିଟ ଯାଏ ଘସନ୍ତୁ। ତା ପରେ ଏହା କୁ ଭଲ ପାଣିରେ ଧୋଇ ଦିଅନ୍ତୁ, ତାପରେ ଆପଣ ଏହାର ଫରକ ଜାଣି ପାରିବେ। ଏମତି ସପ୍ତାହ କୁ ୩ ରୁ ୪ ଥର କରନ୍ତୁ। ଏହା ସତ୍ ରେ ଏକ ଭଲ ଉପାୟ ଯାହା ଆମ ପାଇଁ କାର୍ଯ୍ୟକରି ହେବ ।ତେବେ ଏହି ଉପାୟ କୁ ଥରେ ଚେଷ୍ଟା କରି ଦେଖନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।