Dr . Partab Chauhan – ମୁଣ୍ଡରେ ରୁପି ସମସ୍ୟା ର କାରଣ ଓ ଏହାକୁ ଭଲ କରିବାର ସହଜ ଉପାୟ 100% ଗ୍ୟାରେଣ୍ଟି

0

ଆମେ ସମସ୍ତେ ସୁନ୍ଦରତା ର ଅର୍ଥ ବୁଝୁ କେଶ କୁ । କାରଣ କେଶ ମୁଁହର ରୂପ ଟି କୁ ପରିବର୍ତ୍ତନ କରିଥାଏ । କେହି କେହି ନିଜ ଚୁଟି କୁ ଲମ୍ବା ରଖିବା ପାଇଁ ଭଲ ପାଉଥିବା ବେଳେ ଆଉ କେହି କେହି ଛୋଟ ରହିବା ପାଇଁ ଭଲ ପାଆନ୍ତି । ହେଲେ ଏବେ କ ଟ୍ରେଣ୍ଡ ଯୁଗ ରେ ସମସ୍ତେ ଲମ୍ବା ଚୁଟି ରଖିବା ପାଇଁ ଚାହୁଁ ଥିବା ବେଳେ କେତେକ ସମସ୍ୟା ପାଇଁ ଚୁଟି ଖସି ଯାଉଛି ।

ସମସ୍ତେ ନିଜର ଚୁଟି କୁ ଲମ୍ବା ଓ ଗହଳ କରିବା ପାଇଁ ବିଭିନ୍ନ ପ୍ରକାର ର ଜିନିଷ ବ୍ୟବହାର କରିଥାନ୍ତି ଯାହା ଦ୍ଵାରା ଚୁଟି ର ତା କୌଣସି ଉନ୍ନତି ଘଟି ନଥାଏ ତ ପରେ ପରେ ଭି ନିଜର ଟଙ୍କା ମଧ୍ୟ ବହୁ ପରିମାଣରେ ସାରୁଛନ୍ତି । ଆହୁରି ମଧ୍ୟ କିଛି କିଛି ଜିନିଷ ର ଏତେ ପରିମାଣରେ ସାଇଡ୍ ଇଫେକ୍ଟ ରହିଥାଏ ଯାହା କେଶ କୁ ଧଡେ ଦେଇଥାଏ ।
କେବଳ ଏତିକି ନୁହଁ କେଶ ଝଡ଼ିବା ସହିତ କେଶ ରେ ମଧ୍ୟ କିଛି ଛିଟା ଛିଟା ହୋଇ କିଛି ଉପି ଝଡ଼ିବା ମଧ୍ୟ ଆମେ ଲକ୍ଷ କରିଥାଉ ।ଯାହା କେଶ ସାରା ଧଳା ଧଳା ହୋଇ ଲାଗିଥାଏ । ଆମେ ଏ ସବୁ ପାଇଁ ମଧ୍ୟ ବହୁତ୍ ଚିନ୍ତିତ ହୋଇଥାଏ । ବହୁତ୍ କିଛି ଡାକ୍ତର ଙ୍କୁ ମଧ୍ୟ ପରାମର୍ଶ କରିଥାଉ । ସାଧାରଣତଃ ମୁଣ୍ଡ ରେ ଯେ କୌଣସି ରୋଗ ହେଲେ ଆମେ ବେଶୀ କରି ଉପୀ ଝଡୁଛି ବୋଲି କହିଥାଉ ।

ଏହି ରୋଗ ଟି ବେଶୀ କରି ହର୍ମନ୍ ର ଇନ୍ ବଲାନ୍ସ ସମୟରେ ହୋଇ ଥାଏ । ବେଶୀ କରି ୧୮ ବର୍ଷ ରୁ ୩୦ ବର୍ଷ ଭିତରେ ଅଧିକ ହୋଇଥାଏ । ଆହୁରି ମଧ୍ୟ ରୂପି ଟି ସମସ୍ତଙ୍କ ଠାରେ ଦେଖା ଦେଇଥାଏ ଛୋଟ ଛୁଆ ଙ୍କ ଠାରେ ଦେଖା ଯାଉଥିବା ବେଳେ ବୃଦ୍ଧ ବୟସରେ ଭି ଦେଖା ଦେଇଥାଏ ମୁଣ୍ଡ ରେ ଯାଦୁ ହେଲେ ମଧ୍ୟ ଉପି ଝଡିବାର ଦେଖା ଦେଇଥାଏ ।

*ପ୍ରତିକାର:-

ରୂପି ଉଠିବାର ମଧ୍ୟ ବହୁତ୍ ଗୁଡ଼ିଏ ସମସ୍ୟା ଦେଖା ଦେଇଥାଏ ଯାହା କି ସାଧାରଣ ଜୀବନ ଶୈଳୀ କୁ ଖରାପ କରିଥାଏ । ଯାହା ପାଇଁ କିଛି ପରିମାଣ ରେ ନିଜ କୁ ଖରାପ ଲାଗିଥାଏ । କିନ୍ତୁ ଆପଣ ମାନେ ସମସ୍ତେ ଜାଣି ରଖିବା ନିହାତି ଆବଶ୍ୟକ କି ଉପି ଗୋଟିଏ ରୋଗ ନୁହଁ । ଯଦି ଆପଣ ଙ୍କ ର ଉପି ଉଠୁଛି ତାହା ଓଦା ଓଦା ରହୁଛି ତାହା ହିଁ ଗୋଟିଏ ରୋଗ ର ସମସ୍ୟା ।

ଆହୁରି ମଧ୍ୟ ଉପି ଝଡ଼ିବା ଟି ହୋଇ ଥାଏ ସାଧାରଣ ଜୀବନ ଶୈଳୀ ରୁ ଯେମିତି କି ଆପଣ ରାତି ରେ ଅନିଦ୍ରା ରହିବା ,ଅଧିକ ଡର ରେ ରହିବା ଏହି ସବୁ କାରଣ ରୁ ହୋଇ ଥାଏ । ଏହି ସବୁ ରୋଗ କୁ ରୋକିବା ପାଇଁ ଆପଣଙ୍କୁ ନିହାତି ଭାବରେ ସପ୍ତାହ ର ଥରେ କେଶ ଧୋଇବା ନିହାତି ଆବଶ୍ୟକ । କେତେକ ସ୍ଥାନ ରେ ମଧ୍ୟ ଭିଟାମିନ ଅଭାବ ରୁ ରୂପି ସମସ୍ୟା ଦେଖା ଦେଇଥାଏ । ଏହି ସବୁDr . Partab Chauhan ଙ୍କ ତଥ୍ୟ ଥିଲା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।