ପୁଣି ଓଡ଼ିଶା କୁ ମାଡ଼ିଆସୁଛି ଭୟଙ୍କର ବାତ୍ୟା ‘ଏଲସା’, ! ଜାଣନ୍ତୁ କେଉଁ କେଉଁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଶେଷଜ୍ଞ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

0

ସଦା ସର୍ବଦା କିଛି ନା କିଛି ଘଟଣା ଦୁର୍ଘଟଣା ଆଦି ଦେଖିବା ପାଇଁ ହେଉ ଅବା ଶୁଣିବା ପାଇଁ ପାଇଥାଉ। କେବେ କିଏ କାହାକୁ ମାରି ଦଉଛି ତ ପୁଣି କିଏ କାହାର କଣ ଚୋରୀ କରି ନେଉଛି । ତା ଠୁ ଭି ଅଧିକ ଆଘାତ ଦାୟକ ହେଉଛି ପ୍ରକୃତି ର କୋପ । ପ୍ରକୃତି କୋପ ରୁ କେହି ଭି ବର୍ତ୍ତି ଯାଇ ପାରି ନାହାନ୍ତି । ପ୍ରକୃତି କୋପ ଆଗରେ ସମଗ୍ର ଦୁନିଆ ହିଁ ହାର ମାନି ଯାଇଥାଏ । ବାତ୍ୟା ଏଲସା ଶନିବାର ହାଇତି ଓ ଡୋମିନିକା ରିପବ୍ଲିକ ରେ ତାଣ୍ଡବ ରଚିଥିଲା

ବାତ୍ୟା ପ୍ରଭାବରେ ହଜାର ହଜାର ଗଛ ଉପୁଡି ପଡିଛି ଓ ତା ସହିତ ବହୁତ୍ କ୍ଷୟ କ୍ଷତି ମଧ୍ୟ ଦେଖିବା ପାଇଁ ମିଳିଛି । ଘରର ଛାତ ମଧ୍ୟ ଉଡିଯାଇଛି ତା ସହିତ ଘର ଠୁ ଅଧିକ ଜୀବନ ହାନି ହୋଇଛି ଯାହା ବହୁତ୍ ଆବଶ୍ୟକୀୟ । ଅତିକମରେ ଏହାଦ୍ୱାରା ୩ ଜଣଙ୍କର ମୃତ୍ୟୁ ହୋଇଛି ।  ଏବେ ଏହା ଦୁର୍ବଳ ହୋଇ ଫ୍ଲୋରିଡା ଆଡେ ମୁହାଁଇଛି ବୋଲି ସୂଚନା ମିଳିଛି ।
ମିୟାମି ନ୍ୟାଶନାଲ ହରିକେନ୍ ସେଣ୍ଟର ର ତଥ୍ୟ ଅନୁସାରେ ବାତ୍ୟା ର କେନ୍ଦ୍ର ଜାମାଇକା ଉପକୂଳରୁ ପ୍ରାୟ ୧୭୫ ମାଇଲ୍ ଦୂରରେ ରହିଥିଲା । ଏହା ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୨୫ କିମି ବେଗରେ ଗତି କରିଥିଲା । ବାତ୍ୟା ପ୍ରଭାବରେ ଘଣ୍ଟା ପ୍ରତି ୧୦୦ କିମି ବେଗରେ ମଧ୍ୟ ପବନ ବହିଥିଲା । ତେବେ ଏହା କ୍ୟୁବା ପହଁଚିବା ପରେ ଦୁର୍ବଳ ହୋଇଯାଇଥିଲା ।

ଏପରି ଭାବେ ବାତ୍ୟା କ୍ରମଶଃ ଫ୍ଲୋରିଡା ଓ ଆଟଲାଣ୍ଟିକ୍ ଉପକୂଳ ଆଡେ ମୁହାଁଉଛି । ଫ୍ଲୋରିଡା ଗଭର୍ଣ୍ଣର ଟନ୍ ଡିସେଣ୍ଟିସଙ୍କ କହିବା କଥା ଅନୁସାରେ ୧୨ ମହଲା କୋଠାକୁ ଧ୍ୱଂସ କରିବା ସମୟରେ ପ୍ରାୟ ୧୨୧ ଜଣ ଲୋକ ନିଖୋଜ ଅଛନ୍ତି । ସେମାନଙ୍କୁ ଭଙ୍ଗା ଅଂଶ ତଳୁ ଖୋଜା ହେଉଛି । ସେମାନେ ଚାପି ହୋଇ ରହିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ସେମାନଙ୍କ ଅନୁସନ୍ଧାନ ଜାରି ରଖା ଯାଇଛି କିଛି କିଛି ମଧ୍ୟ ସନ୍ଧାନ କରା ହୋଇ ସାରିଛି ।
ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଫ୍ଲୋରିଡା ପ୍ରଶାସନ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି ଓ ସୁରକ୍ଷିତ ରଖିବା ପାଇଁ ବହୁତ୍ ପ୍ରଚେଷ୍ଟା ମଧ୍ୟ କରିଥିଲେ । ସର୍ଫସାଇଡ ସହରର ସମୂଦ୍ର କୂଳରେ ଥିବା ଏକ ସଠିକ୍ ନ ଥିବା ଏକ ୧୨ ମହଲା କୋଠାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦିଆଯାଇଛି । ଏହା ହେଉଛି ଆମେରିକା ଉତିହାସରେ ପ୍ରଥମ ଯେତେବେଳେ ଏତେବଡ କୋଠାକୁ ହଠାତ ଧ୍ୱଂସ କରିଦିଆଯାଇଛି ।

ଏନେଇ ଗତ ଏପ୍ରିଲ ମାସରେ ଏଠାରେ ରହୁଥିବା ଲୋକଙ୍କୁ ଖାଲି କରିବାକୁ ସୂଚନା ମଧ୍ୟ ଦିଆଯାଇଥିଲା । ତେଣୁ ଏଥି ପାଇଁ କିଛି ଲୋକ ସୁରକ୍ଷିତ ରହିଥିବା ବେଳେ ଆଉ କିଛି ଲୋକ ସୁରକ୍ଷିତ ସ୍ଥାନ କୁ ସ୍ଥାନାନ୍ତରଣ ହୋଇ ପାରିନଥିଲେ ଯାହା ଫଳ ରେ ବହୁତ୍ କିଛି ହାନୀ ଘଟିଛି । ତେଣୁ ଏହି ବାତ୍ୟା ପାଇଁ ବହୁତ୍ ଲୋକେ କହୁଛନ୍ତି କି ତାଙ୍କ ଜୀବନ ରେ ଏମିତି ବାତ୍ୟା କେବେ ଭି ଦେଖି ନଥିବେ ଓ ଫେସ୍ କରିଥିଲେ । ସତର୍କତା ଅବଲମ୍ବନ କରିବା ପରେ ଭି ଜୀବନ ମଧ୍ୟ କିଛି ଜାଣି ଘଟିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।