ନିଜ ଘରେ ଲଗାନ୍ତୁ ଏହି 3ଟି ଫଟୋ – ତାପରେ ଦେଖନ୍ତୁ ଚମତ୍କାର | ସଂସାରର ସବୁ ସୁଖ ମିଳିବ |

0

ପ୍ରତ୍ୟକ ମଣିଷ ନିଜ ନିଜ ଜିଅନରେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛି। ନିଜେ ଅସୁବିଧାରେ ରହିବା ସହ ଘରର ଅନ୍ୟ ସଦସ୍ୟ ମାନୀ ମଧ୍ୟ ବହୁତ ଅସୁବିଧାର ରହୁଛନ୍ତି। ସର୍ବଦା ଘରେ କଲି ଝଗଡା ଲାଗି ରହିବା ସହ ଘର ର ଶାନ୍ତି ଶୃଙ୍ଖଳା ଭଙ୍ଗ ହେବାରେ ଲାଗିଛି। ସର୍ବଦା ଧନ ର ସମସ୍ୟା ଲାଗି ରହିଛି। ଏତେ ସବୁ ସମସ୍ୟା ମଧ୍ୟରେ ମଣିଷ କୁ ଵଂଚିବା ବହୁତ କଷ୍ଟ କର ହୋଇ ପଡି ଲାଣି। ତେବେ ଏ ସବୁ ପାଇଁ ଅନେକ ମାତ୍ର ରେ ଘର ର ବାସ୍ତୁ ଶାସ୍ତ୍ର ଦାୟୀ ଅଟେ। କାହିଁକି ନା ଘର ର ବାସ୍ତୁ ସାତର ଯଦି ଭୁଲ ଥାଏ ତାହାଲେ ଘରେ କେବେବି ଶାନ୍ତି ଆସେ ନାହିଁ। ସର୍ବଦା ନକାରାତ୍ମକ ଶକ୍ତି ର ପ୍ରଭାବରେ ଘରେ କଲି ଝଗଡା ଲାଗି ରହିବା ସହ ବିଭିନ୍ନ ପ୍ରକାର ର ସମସ୍ୟା ଲାଗି ରହିଥାଏ। ଏପରି କି ଘର ର ସଦସ୍ୟ ମାନଙ୍କ ର ସ୍ୱାସ୍ଥ୍ୟ ଅବସ୍ଥା ରେ ମଧ୍ୟ ବହୁତ ଅସୁବିଧା ଦେଖା ଦେଇଥାଏ।

ଅନେକ ପ୍ରଚେ ଷ୍ଟା ଓ ଅନେକ ଉପାୟ ଅବଲମ୍ବନ କରି ମଧ୍ୟ ଏସବୁ ରୁ ମୁକ୍ତି ମିଳିନଥାଏ। ଯାହା ଫଳରେ ଲୋକ ମାନେ ବହୁତ ଦୁଃଖ ଭୋଗି ଥାନ୍ତି ଓ ମାନସିକ ଅଶାନ୍ତି ମଧ୍ୟରେ ନିଜର ସମୟ ବିତାଇ ଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏପରି 3 ଟି ଜିନିସ ବିଷୟରେ କହିବାକୁ ଯାଉଛୁ ଯାହା କୁ ଘରେ ଲଗାଇବା ଦ୍ୱାରା ଆପନଙ୍କ ଘରେ ସର୍ବଦା ଶାନ୍ତି ଲାଗି ରହିବ। ତେବେ ଆସନ୍ତୁ ଜାଣିବା ସେହି ତିନୋଟି ଜିନିସ ବିଷୟରେ।


1. ଗଣେଶ ଙ୍କ ଫୋଟ
ଭଗବାନ ଗଣେଶ ବିଘ୍ନ ହର୍ତା ଅଟନ୍ତି। ସେ ଆମକୁ ସବୁ ବିପଦରୁ ରକ୍ଷା କରି ଥାନ୍ତି। ତେଣୁ ଆପଣ ଯଦି ଘରେ ଭଗବାନ ଗଣେଶ ଙ୍କ ର ଫୋଟ କୁ ରଖୁଛନ୍ତି ତେବେ ଘରେ ସର୍ବଦା ଶାନ୍ତି ଶୃଙ୍ଖଳା ଲାଗି ରହିବ। ତେବେ ଏହି ଭଗବାନ ଗଣେଶ ଙ୍କ ଫୋଟ କୁ ଆପଣ ସର୍ବଦା ଘର ର ମୁଖ୍ୟ ଦ୍ୱାର ର ସମ୍ମୁଖରେ ଲଗାଇବା ଉଚିତ। ଏହା ଦ୍ୱାରା ଘର ମଧ୍ୟକୁ ନକାରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ। ଓ ଘରେ ସର୍ବଦା ଶାନ୍ତି ରହିବ।


2. ପଞ୍ଚାମୁଖୀ ହନୁମାନ ଙ୍କ ଫୋଟ
ଆପଣ ଘର ର ମୁଖ୍ୟ ଦ୍ୱାରା ସମ୍ମୁଖରେ ଗଣେଶଙ୍କ ଫୋଟ ଲଗାଇବା ପରେ ଘର ର ମୁଖ୍ୟ ଦ୍ୱାରା ର ଫଛପଟେ ପଞ୍ଚମୁଖୀ ହନୁମାନଙ୍କ ର ଫୋଟ ଲଗାନ୍ତୁ। ଏହା ଦ୍ୱାରା ମଧ୍ୟ ଆପଣ ଙ୍କ ଘରେ କେବେବି ଖରାପ ଶକ୍ତି ପ୍ରବେଶ କରି ପାରିବ ହିଁ ଓ ଘର ର ସବୁ ଅସୁବିଧା ଦୁର ହେବ।


3. ମାଛ ର ଚିତ୍ର
ଆପଣ ଘର ର ହୋଲ ରେ ଖେଳୁଥିବା ମାଛ ର ଚିତ୍ର ଲଗାନ୍ତୁ। ଏହା ଲାଗିବା ଦ୍ୱାରା ଆପଣ ଙ୍କ ଘରେ ସର୍ବଦା ସୁଖ ଶାନ୍ତି ଲାଗିରହିବ। କେବେବି ଘରେ ଧନ ର ଅଭାବ ଦେଖା ଦେବ ନାହିଁ। ତେଣୁ ଏହି 3 ଟି ଜିଣୁସକୁ ନିଶ୍ଚିତ ଭାବରେ ଘରେ ଲଗାନ୍ତୁ ଦେଖିବେ ଆପନଙ୍କ ଘରେ ସର୍ବଦା ଶାନ୍ତି ରହିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।