ପୁରୁଣା ରୁ ପୁରୁଣା ଯାଦୁ କୁଣ୍ଡିଆ କୁ ସମ୍ପୂର୍ଣ ଭାବେ ଭଲ କରନ୍ତୁ ମାତ୍ର ଏହି ଦୁଇଟି ସାମଗ୍ରୀ ଦ୍ଵାରା, ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ

0

ବ୍ୟବହାର କରନ୍ତୁ ଏହି ଘୋରଇ ଉପକରଣ ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ଏହି ପେଷ୍ଟକୁ । ଯାହା ଆପଣଙ୍କର ଶରୀରର ସମସ୍ତ ଦାଗ ଓ ଚର୍ମ ରୋଗରୁ ଆପଣ ମାନଙ୍କୁ ଆରଗ୍ୟ କରାଇବ । ଏହି ଚର୍ମ ରୋଗକୁ ଭଲ କରିବା ପାଇ ଲୋକମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ତାହା ଭଲ ହୋଇ ନଥାଏ । ତାଙ୍କୁ ମଧ୍ୟ ଅନେକ କଷ୍ଟ ସହିବାକୁ ପଡିଥାଏ । ଏବଂ ଯେତେ ଦିନ ପର୍ଯ୍ୟନ୍ତ ଆପଣ ମେଡିସିନ ବ୍ୟବହାକର କରନ୍ତି ସେତେଦିନ ପର୍ଯ୍ୟନ୍ତ ଆପଣଙ୍କୁ ଉପଶମ ଦେଇଥାଏ । ମେଡିସିନ ଖାଇବା ବନ୍ଦ ହେବା ପରେ ଏହା ପୁଣି ସୃଷ୍ଟି ହୋଇଥାଏ । ସେଥିପାଇ କେତେକ ପ୍ରାକୃତିକ ଜିନିଷକୁ ନେଇ ପ୍ରସ୍ତୁତ କରାଯାଇଥିବା ଉପକରଣ ବିଷୟରେ ଜାଣିବା ।


ନମ୍ୱର -1 ରସୁଣ । ପ୍ରଥମେ ରସୁଣର ତିନଟି କଶି ବାହାର କରନ୍ତୁ । ରସୁଣ ଏହି ଚର୍ମ ରୋଗକୁ ଦୂର କରିବା ପାଇ ଅନେକ ସାହାର୍ଯ୍ୟ କରିଥାଏ । ସେହି ରସୁଣ ତିନଟିକୁ ଛୋଟ ଛୋଟ କରି କାଟି ଦିଅନ୍ତୁ ।


ନମ୍ୱର – 2 ଘିଅ । ଦୁଇ ଚାମଚ ଘିଅକୁ ଏକ ବଡ ଚାମଚରେ ନିଅନ୍ତୁ । ସେଥିରେ କଟା ହୋଇଥିବା ରସୁଣକୁ ପକାନ୍ତୁ । ଏବଂ ଅଳ୍ପ ଆଞ୍ଚ ଦେଇ ଏହାକୁ ଉଷମ କରନ୍ତୁ । ଏହି ଦେଶୀ ଗାଇର ଘିଅକୁ 1 ମିନିଟ ପର୍ଯ୍ୟନ୍ତ ଉଷମ କରନ୍ତୁ । ଏବଂ ଏହା ସମ୍ପୂର୍ଣ୍ଣ ଭାବରେ ହୋଇଗଲା ପରେ ଏହାକୁ ବାହାର କରି ଦିଅନ୍ତୁ ।


ନମ୍ୱର – 3 ଆଲୋବିରା । ଆଲୋବିରା ଆମର ଚର୍ମ ରୋଗ ଭଲ କରିବାର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏକ ଆଲୋବିରା ର ପାତ ନେଇ ଏହାକୁ ମସାଜ କରିବାର ଅଛି । ପ୍ରସ୍ତୁତ କରାଯାଇଥିବା ତେଲକୁ ଯେଉ ସ୍ଥାନ ମାନଙ୍କରେ ଏହି ଚର୍ମ ରୋଗ ହୋଇଛି ସେଠାରେ ଏହି ତେଲକୁ ଲଗାନ୍ତୁ । ତେଲ ଲଗାଇ ସାରିବା ପରେ ରଖାଯାଇଥିବା ଆଲୋବିରା ପାତ ସାହାର୍ଯ୍ୟରେ ମସାଜ କରନ୍ତୁ । ଏହା ସମ୍ପୂର୍ଣ୍ଣ ଭାବରେ ଶୁଖିଯିବା ପରେ ଏହାକୁ ମନେ କରି ଗରମ ପାଣିରେ ଧୋଇ ଦିଅନ୍ତୁ । ଏବଂ ଏହାକୁ ଲଗାତାର ଦୁଇ ତିନି ଦିନ ବ୍ୟବହାର କରନ୍ତୁ । ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କର ସମସ୍ତ ଚର୍ମ ରୋଗ ଦୂର ହୋଇଯିବ ।


ଏହା ଯେତେ ପୁରୁଣା ଚର୍ମ ରୋଗ ହୋଇଥିଲେ ମଧ୍ୟ ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣ ମାନଙ୍କର ସମସ୍ତ କଷ୍ଟ ଦୂର ହୋଇଥାଏ । ଏହା ପୁନର୍ବାର ଆପଣ ମାନଙ୍କ ପାଖରେ ଏହା ଦେଖା ଯାଇନଥାଏ । ଏହାକୁ ବ୍ୟବହାର କରିବା ପରେ ଆପଣ ମାନେ ନିଜେ ହିଁ ଜାଣି ପାରିବେ ଏହି ପ୍ରାକୃତିକ ଜିନିଷରୁ ପ୍ରସ୍ଥୁତ ହୋଇଥିବା ଉପକରଣଟି ଆପଣ ମାନଙ୍କୁ କେତେ ଉପକୃତ କରାଉଛି । ଏହାକୁ ଲଗାତାର ଦୁଇ ତିନ ବ୍ୟବହାର କରିବା ଆବଶ୍ୟକ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।