ଦେଖନ୍ତୁ ଭିଡ଼ିଓ । ଦୁଇ ପ୍ରେମୀ ଯୁଗଳ ଜଙ୍ଗଲରେ ଏକୁଟିଆ କରୁଥିଲେ ରାସଲୀଳା । ଧରା ପଡିଗଲେ ଟୋକା ଙ୍କ ହାବୁଡ଼ରେ, ଆଉ ତା’ ପରେ….

0

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗ ର ଶିକାର ହୋଇ ରେ ଛାତ୍ରଛାତ୍ରୀ ମାନେ ଆଉ ପାଠ ପଢା ରେ ଧ୍ୟାନ ନଦେଇ ଧୀରେ ଧୀରେ ପ୍ରେମ ସମ୍ପର୍କରେ ବାନ୍ଧି ହେଉଛନ୍ତି ।ଖାଲି ଏତିକି ନୁହେଁ ଏମାନେ ପ୍ରେମ ରେ ପଡି ଏକ ପ୍ରକାର ର ଅନ୍ଧ ପାଲଟି ଯାଉଛନ୍ତି ।ଯାହା ଫଳରେ ଏହି ଯୁବ ପିଢୀ ଙ୍କୁ କଣ ଠିକ ଓ କଣ ଭୁଲ ଜାଣିପାରୁନାହାନ୍ତି । ପ୍ରେମରେ ପଡି ସେମାନେ ନିଜ ବାପା – ମା ଙ୍କ କଥା ଭୁଲିଯିବା ସହ ସମାଜର ସମସ୍ତ ନୀତି ନିୟମ କୁ ମଧ୍ୟ ଭୁଲିଯାଉଛନ୍ତି । ଏମାନେ ନିଜର ଜୀବନ ର ବିକାଶ କରିବାର କଥା ନ ଭାବି ଓଲଟା ନିଜ ଜୀବନକୁ ଏକ ପ୍ରକାରର ନଷ୍ଟ କରିବାରେ ଲାଗିଛନ୍ତି । ତେବେ ଏମିତି ଏକ ଆଜି ଆମେ ଆପଣଙ୍କୁ ଏମିତି ଏକ ତ୍ରୀପାକ୍ଷୀ ପ୍ରେମ ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଅପଣଙ୍କୁ ହସ ଲାଗିବ ଓ ଲଜ୍ୟା ମଧ୍ୟ ।


ଉଲେଖଯୋଗ୍ୟ ଯେ , ବର୍ତ୍ତମାନର ପ୍ରେମ ଆଉ ଆଗ ଯୁଗର ରାଧା-କୃଷ୍ଣ ଙ୍କ ପ୍ରେମ ପରି ପବିତ୍ର ନୁହେଁ । ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ପ୍ରେମର ଅର୍ଥ କହିଲେ କେବଳ କାମନା ଏବଂ ବାସନାର ସମାହାର । ଏବେ ଏହି ଯୁବ ପିଢୀ ମାନେ ମଧ୍ୟ ନିଜର ତଥା ନିଜ ପରିବାରର ମାନସଂମାନ କୁ ଭୁଲିଯାଇ ଏହି କୌଳିସିତ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଯାହାକି ଉଭୟ ନିଜର , ପରିବାରର ଏବଂ ସମାଜ ର ଆଗାମୀ ପିଢୀ ଙ୍କ ପାଇଁ ମଧ୍ୟ ଏହାର ଖରାପ ପ୍ରଭାବ ପକେଇବ ।

ଉଲ୍ଲେଖଯୋଗ୍ୟ ଯେ , କିଛି ଗତ ୨୨ ତାରିଖ ଦିନ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିଲା ଯାହା ଦେଖିଲେ ଆପଣ ମଧ୍ୟ ଲଜ୍ୟା ଅନୁଭବ କରିବେ ବର୍ତ୍ତମାନ ର ଏହି ଅସାମଜିକ ଯୁବପୀଢ଼ି ଙ୍କ ଉପରେ । ଗତ ୨୨ ତାରିଖ ଦିନ ବଲାଙ୍ଗୀର ର ଏକ ଜଙ୍ଗଲ ରେ ଏକ ପ୍ରେମି ଯୁଗକ ଙ୍କ ଭିଡ଼ିଓ ଭାଇରଲ ହୋଉଥିଲା । ତେବେ ଏହି ଭିଡ଼ିଓ ରେ ଜଣାପଡିଛି ଯେ ଜଣେ ଯୁବକ ତାଙ୍କର ପ୍ରେମିକା ଙ୍କ ସହ ବରଲାଙ୍ଗୀର ର ଏକ ନିଛାଟିଆ ସ୍ଥାନରେ ଥିବା ଜଙ୍ଗଲ ଏକ କୋଣ ରେ ଏକତ୍ର ବସି ପ୍ରେମାଳ୍ପ କରୁଥିଲେ ।


ତେବେ ସେହି ପ୍ରେମି ଯୁଗଳଙ୍କ ରାହାସଲୀଳା ଚାଲିଥିବା ବେଲେ ହଠାତ ସେଠାରେ କିଛି ବ୍ୟକ୍ତି ପହଁଚି ଯାଇଥିଲେ । ସେଠାରେ ସେହି ଯୁବକ ମାନେ ସେହି ପ୍ରେମି ଯୁଗଳ ଙ୍କର ଭିଡ଼ିଓ ରେକର୍ଡ କରିଥିଲେ । ଖାଲି ଏତିକି ନୁହେଁ ବରଂ ତାଙ୍କୁ ପାନେ ଦେବା ଇଚ୍ଛାରେ ସେମାନଙ୍କୁ ବହୁତ କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ଏବଂ ସେମାନଙ୍କ ର ଭିଡ଼ିଓ ଟୀକୁ ସୋସିଆଲ ମିଡ଼ିଆ ରେ ଭାଇରଲ କରିଥିଲେ । ଭାଇରଲ ହୋଇଥିବା ଭିଡ଼ିଓ ଟିରେ ସମ୍ପୂର୍ଣ୍ଣ ଭାବରେ ଦୃସ୍ୟମାନ ହେଉଛି କି ସେଥିରେ ସମ୍ପୁର୍କ୍ତ ଥିବା ଯୁବତୀ ଜଣଙ୍କ ଅଚେତ ହୋଇଯାଇଛନ୍ତି । ତେବେ ଭିଡ଼ିଓ ଟି ଭାଇରଲ ହେବା ପରେ ପୋଲିସ ତାର ନିଜ ଆଡୁ ଏକ ମାମଲା ରୁଜ୍ଜୁ କରି ସେହି ଅସାମଜିକ ବ୍ୟକ୍ତି ମାନଙ୍କୁ ଗିରଫ କରିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।