ଭାଇରାଲ ହେଲା ବର୍ଷାଙ୍କ ଫୋନରେ କଥା ହେବା ଅଡିଓ ଅନୁଭବଙ୍କୁ ଫସାଇବା ପାଇଁ କରୁଥିଲେ ଷଡଯନ୍ତ୍ର

0

ଓଲିଉଡ଼ ର ସୁପର ଷ୍ଟାର ଭାବେ ଜଣା ଶୁଣା କଳାକାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ । ତେବେ ଏମାନଙ୍କ ଫିଲ୍ମ ଲୋକ ମାନେ ଦେଖିବାକୁ ବହୁତ ପସନ୍ଦ କରନ୍ତି। ସେମାନେ ଓଲିଉଡ଼ ରେ ସବୁଠୁ ସୁନ୍ଦର ଯୋଡି , ତାଙ୍କର ସବୁ ଫିଲ୍ମ ସୁପର୍ ହିଟ ହୁଏ।ତେବେ ସେମାନେ ମିଳିମିଶି ଅନେକ ଫିଲ୍ମ କରିଛନ୍ତି। ତେବେ ଗତ ୬ ବର୍ଷ ଆଗରୁ ସେମାନେ ପରସ୍ପର ବିବାହ କରିଥିଲେ। ହେଲେ ଏବେ ତାଙ୍କର ବୈବାହିକ ଜୀବନ ରେ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଛି।


ତେବେ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ଅନୁଭବ ଙ୍କ ନାମ ରେ କିଛି ଅଭିଯୋଗ ଆଣିଥିଲେ ,କି ଅନୁଭବ ତାଙ୍କୁ ଶାରୀରିକ ଓ ମାନସିକ ୟନ୍ତ୍ରଣା ଦେଉଥିଲେ। ଅନୁଭବ ଜଣେ ମଦ୍ଯପ ଥିଲେ।, ତାଙ୍କର ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ ରହି ଥିଲା। ତେବେ ଏଭଳି ଅନେକ ଅଭିଯୋଗ ସେ କଟକ ର ଏକ ଘରୋଇ କୋର୍ଟ ରେ ଆଣିଥିଲେ। ତେବେ ଏହା ପରେ ଅନୁଭବ ମଧ୍ୟ ବର୍ଷା ଙ୍କ ନାମ ରେ ଅନେକ ଅଭିଯୋଗ ଆଣିଲେ,କି ବର୍ଷା ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଦେଉ ନଥିଲେ, ଯାହା ପାଇଁ ସେ ବହୁତ ଚିନ୍ତା ରେ ରହୁ ଥିଲେ। ତେବେ ଏଭଳି ଅଭିଯୋଗ ଦୁଇ ଜଣ ବହୁତ ଭାଇରଲ ହୋଇ ଥିଲେ।


ତେବେ ଅନୁଭବ ଓ ବର୍ଷା ଙ୍କ ମଧ୍ୟ ରେ ବିବାଦ ଥମି ନଥିଲା। ଗୋଟେ ପରେ ଗୋଟେ ବିବାଦ , ଅଭିଯୋଗ ଲାଗି ରହି ଥିଲା।ତେବେ ଏଥି ମଧ୍ୟ ରେ ବର୍ଷା ଏତେ ବିବାଦ ପରେ ମଧ୍ୟ ସେ ତାଙ୍କ ଶାଶୁ ଘର ଛାଡି ତାଙ୍କ ବାପ ଘରକୁ ଯାଇ ନ ଥିଲେ,ଆଉ ବହୁ ହବାର ସବୁ କାର୍ଯ୍ୟ ସେ କରୁ ଥିଲେ। ହେଲେ ତାଙ୍କ ଶାଶୁ ଘର ଲୋକ ତାଙ୍କୁ ଘରୁ ବାହାର କରିବା ପାଇଁ ଅନେକ ପ୍ରକାର ଚକ୍ରାନ୍ତ କରୁ ଥିଲେ,କିନ୍ତୁ ଏଥିରେ ଡରି ନଯାଇ ସେ ଲଢ଼ି ଥିଲେ। ତେବେ ଏହି ଘଟଣା ପାଇଁ ସୋସିଆଲ୍ ମିଡିଆରେ ଅନେକ ଫୋଟୋ ଓ ଭିଡିଓ ଭାଇରାଲ ହୋଇ ଥିଲା।ତେବେ ଏହା ପରେ ପରେ ପୁଣି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।


ତେବେ ସୋସିଆଲ ମିଡିଆରେ ଅନୁଭବ ଓ ବର୍ଷା ଙ୍କର କଥା କଲ ରେକୋର୍ଦ ଭାଇରଲ ହୋଇଛି। ତେବେ ପ୍ରଥମେ ବର୍ଷା ଙ୍କୁ ତାଙ୍କର ଜଣେ ସମ୍ପର୍କୀଯ କଲ କରିଲେ, ଆଉ କଥା ହେଲେ। ତେବେ ସେ କହୁଛନ୍ତି କି ସେ ଖାଉ ଥିବା ବେଳେ ଅନୁଭବ୍ ଆସିଲେ ଆଉ ରାଗିକି ତାଙ୍କ ମା ଙ୍କୁ ଡାକିଲେ। ପରେ ସେ ଯେତେବେଳେ ତାଙ୍କ ସମ୍ପର୍କିୟ ଙ୍କୁ ଦେଖିଲେ ସେ ତାଙ୍କ ସହ ଭଲ ବ୍ୟବହାର କରିଲେ ନାହି । ଆଉ ସେହି ସମ୍ପର୍କୀୟ ଜଣକ କହୁଛନ୍ତି କି ସେ ତାଙ୍କର ସବୁ ମେସେଜ ଡିଲିଟ କରି ଦେଇଛନ୍ତି।

ତେବେ ଏହା ଭିତରେ ଅନୁଭବ କଲ କରିଲେ, ଆଉ ବର୍ଷା ଙ୍କ ସହ କଥା ହେଲେ। ତେବେ ସେ ତାଙ୍କର ହଲ ଚାଲ ପଚାରୁଛନ୍ତି,ଆଉ ବର୍ଷା ମଧ୍ୟ ତାଙ୍କୁ ତାଙ୍କ ହାଲ ଚାଲ ପଚାରୁ ଛନ୍ତି, ଆଉ ତାଙ୍କୁ ଔଷଧ ଖାଇବା କୁ ଓ ପାଣି ପିଇବା କୁ ପରାମର୍ଶ ଦେଉଛନ୍ତି। ତେବେ ଏହି କଲ ରେକୋର୍ଦ ଭାଇରଲ ହୋଇ ଯାଇଛି। ଯାହା ଏବେ ସବୁ ଆଡେ ଭାଇରାଲ ହୋଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।