ସାମ୍ନାକୁ ଆସିଲା ବଡ଼ ଖବର।ପ୍ରଦୀପ ମହାରଥୀଙ୍କ ଜ୍ବାଇଁ ଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ଆସନ୍ତୁ ଜାଣିବା ଅଭିନେତା ଅର୍ଧେନ୍ଦୁ ଙ୍କ ବିଷୟରେ.

0

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଯେଉଁ ମାନେ କାମ କରୁଛନ୍ତି ସେମାନେ ଭଲ ପଇସା ରୋଜଗାର କରୁଛନ୍ତି ଏଥିରୁ, ସେମାନେ ନିଜର ଗୋଟେ ଗୋଟେ ଫିଲ୍ମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ପ୍ରଡ୍ୟୁସର୍ ମାନଙ୍କ ପାଖରେ। ଯେଉଁ ହିରୋ ଯେତେ ପପୁଲାର୍ ସିଏ ସେତେ ଅଧିକ ପଇସା ରୋଜଗାର କରିଥାନ୍ତି। ଓଲିଉଡ୍ ର ସବୁଠାରୁ ବଡ ବଡ ସୁପରଷ୍ଟାର ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ବାବୁଶାନ୍ ମହାନ୍ତି ଏମାନେ ଫିଲ୍ମରୁ ଅନେକ ପଇସା ରୋଜଗାର କରିଛାନ୍ତି। ଅନୁଭବ ପାଖା ପାଖି 8 ବର୍ଷ ହେଲାଣି ନିର୍ବାଚନ ରେ ରହିସାରିଲେଣି,ଏବେ ସେ କେନ୍ଦ୍ରାପଡ଼ା ରେ ସାଂସଦ ମଧ୍ୟ ଅଛନ୍ତି। ଓଲିଉଡ୍ ରେ ମଧ୍ୟ ସେ ଜଣେ ସୁପରଷ୍ଟାର ଏବଂ ନାମୀ ଦାମୀ ଚେହେରା ମଧ୍ୟ, ସେ ଜଣେ କୋଟି ପତି ମଧ୍ୟ। ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଆଗରୁ ସାଂସଦ ଥିଲେ।


ସେ ମଧ୍ୟ ଓଡିଆ ର ଜଣେ ନାମୀ ଦାମୀ ଚେହେରା,ସେ ମଧ୍ୟ ବହୁତ ଧନୀ। ଆଉ ବାବୁଶାନ ଙ୍କୁ ଓଡିଶା ବାସୀ ବହୁତ ଭଲ ପାଆନ୍ତି। ଅନେଇ ବସିଥାନ୍ତି କେବେ ବାବୁଶାନ ଙ୍କ ଫିଲ୍ମ ଖସିବ ଆଉ ସମସ୍ତେ ଥ୍ରିଏଟର୍ କୁ ଯିବେ ଦେଖିବା ପାଇଁ,ସେ ମଧ୍ୟ କମ୍ ବଡ ଧନୀ ନୁହଁନ୍ତି, ସେ ମଧ୍ୟ ବହୁତ ଧନୀ। ଆମେ ଆଜି ଆପଣ ମାନଙ୍କୁ ଏପରି ଜଣେ ଓଲିଉଡ୍ ର ଷ୍ଟାର ଙ୍କ ବିଷୟ ରେ କହିବୁ ଯିଏ ସମସ୍ତଙ୍କ ଠୁ ଧନୀ। ତାଙ୍କ ସମ୍ପତ୍ତି ନିକଟରେ ଅନୁଭବ, ସିଦ୍ଧାନ୍ତ ଓ ବାବୁଶାନ ଫିକା ପଡିଯିବେ, ତେବେ ଆସନ୍ତୁ ଜାଣିବା ସିଏ କିଏ ଏବଂ ତାଙ୍କ ସମ୍ପର୍କରେ ଅଧିକ କିଛି।


ସେହି ଷ୍ଟାର ଜଣକ ହେଉଛନ୍ତି ଅର୍ଧେନ୍ଦୁ। ଯିଏ କି ଓଡ଼ିଆ ସିନେ ଜଗତରେ ସବୁଠୁ ବଡ ଧନୀ। ସେ ଏମିତି ଜଣେ ହିରୋ ଯିଏ କି ନିଜ ଫିଲ୍ମ କୁ ନିଜେ ପ୍ରଡ୍ୟୁସ୍ କରିଥାନ୍ତି,ସେ ସବୁବେଳେ ନିଜ ଫିଲ୍ମ ରେ ଗୀତ କୁ ପ୍ରାଧାନ୍ୟ ଦେଇଥାନ୍ତି ଏବଂ ଗୀତ କୁ ଫିଲ୍ମର ହୃଦୟ ବୋଲି କହିଥାନ୍ତି। ସେ ହେଉଛନ୍ତି ଟଙ୍କା ଗଦି ରେ ଶୋଇବା ଭଳି ବ୍ୟକ୍ତି। ସେ ଫିଲ୍ମ କରିବା ସହ ତାଙ୍କର ସାଇଡ୍ ବିଜ୍ନେସ୍ ମଧ୍ୟ ଅନେକ ଅଛି, ସେଥିପାଇଁ ସେ ଏତେ ଧନୀ। ସେ ଜଣେ ସଫଳ ବିଜ୍ନେସ୍ ମ୍ୟାନ୍ ଏବଂ ସୁପରଷ୍ଟାର ମଧ୍ୟ, ସେ ସ୍ୱର୍ଗତ ପ୍ରଦୀପ ମହାରଥୀ ଙ୍କ ଜ୍ୟୋଇଁ ମଧ୍ୟ। ସେ ମଣିଷ ହିସାବରେ ମଧ୍ୟ ବହୁତ ଭଲ,ସାଧାରଣତଃ ପଇସା ବାଲା ଲୋକ ମାନଙ୍କୁ ଏତେ ସମ୍ମାନ ଦିକନ୍ତିନି। ସେ କିନ୍ତୁ ବଡ ଲୋକ ମାନଙ୍କୁ ଏବଂ ସମସ୍ତ ଙ୍କୁ ବହୁତ ସମ୍ମାନ ଦେଇଥାନ୍ତି।ଅର୍ଧେନ୍ଦୁ ଙ୍କ ର ଗାଡି ପ୍ରତି ଅନେକ ସଉକ ଏକ ଦୁର୍ବଳତା ମଧ୍ୟ ରହିଛି। ତାଙ୍କ ପାଖରେ ଗୋଟିଏ ଇନୋଭା ଏବଂ ଗୋଟିଏ ଓଡି କାର୍ ଅଛି। ତାଙ୍କ ପାଖରେ ବିମ୍ବ ବାଇକ୍ ଅଛି ଓ ଅନେକ ଛୋଟ ଗାଡି ମଧ୍ୟ ରହିଛି।

ତାଙ୍କର ପ୍ରଥମ ଫିଲ୍ମ ଥିଲା ଟାପର ।ଯାହାକି 2017 ରେ ରିଲିଜ୍ ହୋଇଥିଲା ଏବଂ ଏହି ଫିଲ୍ମ ଟି ଅଧିକ ହିଟ୍ ହୋଇ ପାରିନଥିଲା। 2018 ରେ ତାଙ୍କ ର ଆଉ ଏକ ଫିଲ୍ମ ରିଲିଜ୍ ହୋଇଥିଲା ବ୍ଲାକମେଲ୍। ଏହି ଫିଲ୍ମଟି ତାଙ୍କର ବହୁତ ସୁପରହିଟ୍ ହୋଇଥିଲା ସବୁଠୁ ବେଶି ଏହାର ଗୀତ ଗୁଡିକ ସୁପରହିଟ୍ ହୋଇଥିଲା। ଆଉ ଏକ ତାଙ୍କର ପରଦେଶୀ ଚଢେଇ ନାମକ ଏକ ଫିଲ୍ମ ରିଲିଜ୍ ହୋଇଥିଲା। ସେ ମାତ୍ର 3ଟି ଫିଲ୍ମ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।