ଓଡ଼ିଶାରେ ପୁଣି ଆସିଲା ବଡ ନିଯୁକ୍ତି କେବଳ ମାଟ୍ରିକ ପାସ କରିଥିଲେ କରି ପାରିବେ ଆବେଦନ। ଜାଣନ୍ତୁ ପୁରା ଡିଟେଲସ

0

ଓଡିଶା ରେ ପୁଣି ଥରେ ନିଯୁକ୍ତି ପାଇଁ ଆସିଛି ବଡ଼ ସୁଯୋଗ। ଆପଣ ଯଦି ଚାକିରୀ ପାଇଁ ଚିନ୍ତିତ ଅଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ସୁବର6ସୁଯୋଗ। ଏହାକୁ ହାତ ଛଡା କରନ୍ତୁ ନାହିଁ। ଏହି ପଦବୀ ଗୁଡିକ ସାଧାରଣତଃ ଦଶମ ଶ୍ରେଣୀ କିମ୍ବା ତାଠାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପାର୍ଥି ଆବେଦନ କରି ପାରିବେ। ଏହା ସହିତ ଏହି ପୋଷ୍ଟ ଗୁଡିକ ରେ ଯେ କୌଣସି ପୁରୁଷ କିମ୍ବା ମହିଳା ଆବେଦନ କରି ପାରିବେ। ତେବେ ଏହି ପଦବୀ ଗୁଡିକରେ ଓଡ଼ିଶାର ସବୁ ପାର୍ଥି ଆବେଦନ କରି ପାରିବେ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ପଦବୀ ଏବଂ ଏଥିପାଇଁ କଣ ଯୋଗ୍ୟତା ରହିଛି ଆସନ୍ତୁ ଜାଣିବା।


ଏହି ପଦବୀ ଗୁଡିକ ହେଲା ;-
ପିଅନ, କ୍ଲାର୍କ, ଅଫିସ ଆସିଷ୍ଟାଣ୍ଟ ଏବଂ କଂପ୍ୟୁଟର ଆସିଷ୍ଟାଣ୍ଟ ପରି ଅନେକ ସାରା ପଦବୀ ଖାଲି ରହିଛି। ତେବେ ଯେଉଁମାନେ ଏହି ପଦବୀ ମାନଙ୍କ ରେ ଚାକିରୀ ପାଇଁ ଆଶାୟୀ ଅଛନ୍ତି ଖୁବ ଶୀଘ୍ର ଏହାକୁ ଆବେଦନ କରି ନିଅନ୍ତୁ। ଏହି ପଦବୀ ଗୁଡିକ ପାଇଁ କୌଣସି ପରୀକ୍ଷା ହେବ ନାହିଁ। ଏହି ପଦବୀ ଗୁଡିକ ପାଇଁ କେବଳ ମେରିଟ ଲିଷ୍ଟ ବାହାରିବା ପରେ ଏହି ଲିଷ୍ଟ ରେ ଚୟନ ହୋଇଥିବା ପାର୍ଥି ମାନଙ୍କୁ ନେଇ ଇଣ୍ଟରଭିୟୁ ମାଧ୍ୟମରେ ସିଲେକ୍ଟ କରାଯିବ। ତେବେ ଆପଣ ଯଦି ଏହି ପଦବୀ ଗୁଡିକ ପାଇଁ ଆଶାବାଦୀ ଅଛନ୍ତି ଖୁବଶୀଘ୍ର ଆବେଦନ କରି ଦିଅନ୍ତୁ।

କେଉଁ ୱେବସାଇଟ ରେ କରିବେ ଆବେଦନ?
ଆପଣଙ୍କୁ ଗୁଗୁଲ ରେ ସର୍ଚ୍ଚ କରିବା ପାଇଁ ପଡିବ। ଏଥିପାଇଁ ଥିବା ଲିଙ୍କ ଟି ହେଉଛି www. uheet. org. ତେବେ ଏହି ୱେବସାଇଟ ରେ ଆପଣ ମାନେ ଯାଇ ଏହି ପୋଷ୍ଟ ଗୁଡିକୁ ଆବେଦନ କରି ପାରିବେ।

ଆବେଦନ କରିବାର ଆରମ୍ଭ ତାରିଖ ;-
ଏହି ପଦବୀ ଗୁଡିକରେ ଆବେଦନ କରିବାର ଆରମ୍ଭ ତାରିଖ ହେଲା ୩ ନଭେମ୍ବର ୨୦୨୦ । ତେବେ ଆପଣ ଯଦି ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଶୀଘ୍ର ଆବେଦନ କରି ପାରିବେ। ଏହି ବିଜ୍ଞପ୍ତି ରେ ଏହି ପଦବୀ ପାଇଁ ଶେଷ ତାରିଖ କିଛି ଦିଆ ଯାଇ ନାହି। ତେଣୁ ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି ଶୀଘ୍ର ଆବେଦନ କରିନେବା ଆବଶ୍ୟକ।

ଏହି ପଦବୀ ଗୁଡିକ ସାଧାରଣତଃ ବାଲେଶ୍ଵର ଜିଲ୍ଲାରେ ନିଯୁକ୍ତି ପୂରଣ କରାଯିବ। ତେଣୁ ନିଯୁକ୍ତି ପାଇଁ ସମସ୍ତ ଆଶାୟୀ ପାର୍ଥି ଖୁବଶୀଘ୍ର ଯାଇ ୱେବସାଇଟରେ ପଦବୀ ଗୁଡିକର ସମସ୍ତ ତଥ୍ୟ ଜାଣି ନିଅନ୍ତୁ। ତେବେ ଯେଉଁମାନେ ପିଅନ ପଦବୀ ପାଇଁ ନିଯୁକ୍ତି ହେବାକୁ ଚାହୁଛନ୍ତି ସେମାନଙ୍କୁ ଦଶମ ଶଶ୍ରେଣୀ ପାସ କରିଥିବା ଆବଶ୍ୟକ। ସେହିଭଳି କ୍ଲାର୍କ ପଦବୀ ଗୁଡିକ ପାଇଁ ଆପଣଂକୁ +2 ପାସ ହୋଇଥିବା ଆବଶ୍ୟକ। ତେଣୁ ଏହା ସହିତ ଯେଉଁମାନେ ଆସିଷ୍ଟାଣ୍ଟ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନଙ୍କୁ +3 ପାସ ହୋଇଥିବା ଆବଶ୍ୟକ। ତେଣୁ କମ୍ପୁଟର ପଦବୀ ରେ ଆବେଦନ କରିବାକୁ ହେଲେ ଆପଣଙ୍କୁ କମ୍ପୁଟର କୋର୍ସ କରିଥିବା ଆବଶ୍ୟକ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।