୨୪ ଘଣ୍ଟା ଭିତରେ ସବୁ ଇଚ୍ଛା ହେବ ପୁରଣ ବାସ୍ କରନ୍ତୁ ଏହି କାମ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ହେବ ଆଶୀର୍ବାଦ ର ବର୍ଷା

0

ଆପଣ ଜାଣିଥିବେ ଆମ ରାଶିରେ ଥିବା ଗ୍ରହ ମାନଙ୍କ ର ଉପସ୍ଥିତି ଆମ ବ୍ୟକ୍ତିଗତ ଜୀବନ ରେ ଅନେକ ପ୍ରଭାବ ପକାଇଥାଏ। ଏହାକୁ ଅନେକ ମଧ୍ୟ ନିଜେ ଅନୁଭବ କରି ପାରୁଥିବେ। କାରଣ ଗ୍ରହ ଠିକ ସ୍ଥାନ ରେ ନରହିଲେ ଅନେକ ବାଧା ବିଘ୍ନ ଏବଂ ଅସଫଳା ମଧ୍ୟ ଆସେ। ସର୍ବଦା ଟଙ୍କାର ଅଭାବ ଦେଖାଯାଏ ତାହା ସହିତ ପରିବାର ସର୍ବଦା ଅଶାନ୍ତି ମଧ୍ୟ ଲାଗି ରହିଥାଏ।


କିନ୍ତୁ ଆପଣ ଜାଣି ନଥିବେ ଯଦି ଠିକ ଭାବରେ ଏହି ଗ୍ରହ ମାନଙ୍କ ର ଉପଚାର କରଯାଏ ତେବେ ଏହା ଆମକୁ ଶୁଭ ଫଳ ଦେବା ସହିତ ଆମ ସପକ୍ଷରେ ମଧ୍ୟ ଚାଲେ। ଆପଣ ଜାଣିଥିବେ ଗୁରୁ ଗ୍ରହ ଯଦି ଆପଣଙ୍କ ରାଶିରେ ଠିକ ସ୍ଥାନରେ ଉପସ୍ଥିତି ନଥାନ୍ତି ତେବେ ଆପଣଙ୍କ ଜୀବନ ରେ ଅନେକ ପ୍ରକାର ଦୁଃଖ ଆସେ। ଆପଣ ଅନେକ କାର୍ଯ୍ୟ ରେ ପରିଶ୍ରମ କଲେ ମଧ୍ୟ ସଫଳତା ମିଳିନଥାଏ। ଏହା ସହିତ ଆପଣଙ୍କୁ ରୋଗ ବ୍ୟାଧି ମଧ୍ୟ ସର୍ବଦା ଆକ୍ରାନ୍ତ କରିଥାଏ। ଆପଣଙ୍କ ଜମି ସଂକ୍ରାନ୍ତରେ ଚାଲିଥିବା କେସ ରେ ମଧ୍ୟ ଅସଫଳ ମିଳିଥାଏ। ସେହିଭଳି ଆପଣଙ୍କ ଇଛା ଅନୁଯାୟୀ ଚାକିରୀ ମିଳିବା ଅସମ୍ଭବ ହୋଇପଡେ।


ତେବେ ଆପଣ ଚିନ୍ତା କରନ୍ତୁ ନାହିଁ ଏହି ସବୁର ସମାଧାନ ର ଉପାୟ ଆମେ ଆପଣଂକୁ ଆଜି ଜଣାଇଦେବୁ। ଆପଣଙ୍କ ରାଶିରେ ଥିବା ଗୁରୁ ଗ୍ରହ ର ଉପସ୍ଥାନ ଠିକ ସ୍ଥାନ କୁ ଆଣିବାକୁ ହେଲେ ଏବଂ ଏହି ଗୁରୁ ଗ୍ରହ ଙ୍କୁ ଖୁସି କରିବାକୁ ହେଲେ ଆପଣଂକୁ ଏହି ପରି କିଛି ଉପଚାର କରିବାକୁ ପଡିବ। ଲାଲ କିତାବ ଅନୁସାରେ ଆପଣଂକୁ ଏକ କାଗଜ ରେ ହଁଲିଙ୍ଗ ଲେଖି ଏହାକୁ ନିଜ ଡାହାଣ ହାତରେ ରଖି ଏହି ମନ୍ତ୍ର ଜପିବାକୁ ପଡିବ। ଏହି ମନ୍ତ୍ର ଟି ହେଲା ;-

ହଂ ହନୁମତେ ରୁଦ୍ରତ୍ମକାୟ ହଂପଟ।
ଏହି ମନ୍ତ୍ର କୁ ଆପଣ ଏଗାର ଥର ଜପ କରିବାକୁ ପଡିବ। ଆପଣ ଏହି କାଗଜ କୁ ଜାବୁଡି ଧରି ଏହି ମନ୍ତ୍ର କରିବା ଦ୍ୱାରା ଆପଣଙ୍କ ସବୁ ସମସ୍ୟା ର ସମାଧାନ ହୋଇଯିବ।


ଆପଣ ଏହି ମନ୍ତ୍ର କରିବା ପରେ ଏହି କାଗଜ କୁ ନେଇ ଆପଣ ଆପଣଙ୍କ ପାଖରେ ଥିବା ହନୁମାନ ମନ୍ଦିର ରେ ଏହାକୁ ନେଇ ହନୁମାନ ଙ୍କ ପାଦ ରେ ସମର୍ପଣ କରିଦିଅନ୍ତୁ। ଆଉ ଏମିତି କଲେ ଆପଣଙ୍କ ଉପରେ ଥିବା ସବୁ ବିପଦ ହନୁମାନ ଙ୍କ ଦ୍ଵାରା ସବୁ ହୋଇଯିବ। ହନୁମାନ ହେଉଛନ୍ତି ସମସ୍ତ ବିପଦ ଏବଂ ସଂକୋଟ ମୋଚନ। ତେଣୁ ଆପଣ ପ୍ରତି ମଙ୍ଗଳବାର ଦିନ ହନୁମାନ ମନ୍ଦିର କୁ ଯାଇ ହନୁମାନ ଙ୍କ ପୂଜା ଅର୍ଚନା କରିବା ସହ ଲାଲ ସିନ୍ଦୁର ଅର୍ପଣ କରିବା ଦରକାର। ଏହା ଦ୍ୱାରା ଆପଣଙ୍କ ଜୀବନ ରେ ଥିବା ସବୁ ସମସ୍ୟା ଏବଂ ଗୁରୁ ଗ୍ରହ ର ଥିବା କୁ ଦୃଷ୍ଟି ମଧ୍ୟ ସବୁଦିନ ପାଇଁ ଚାଲିଯିବ। ତେଣୁ ଆପଣ ଏପରି କରିବା ଦ୍ୱାରା ସବୁ ମଙ୍ଗଳ ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।