ନାକରେ ଥିବା କଳା ଦାଗ କୁ ସମ୍ପୂର୍ଣ ଭାବେ ଭଲ କରନ୍ତୁ ମାତ୍ର ଏହି ଦୁଇଟି ସାମଗ୍ରୀ ଦ୍ଵାରା, ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ 100 % ଗ୍ୟାରେଣ୍ଚି

0

ଯଦି ଆପଣଙ୍କର ମୁହଁରେ ବ୍ଲାକନେସ ,ପିମ୍ପୁଲ ଓ ଦାଗ ରହିଥିଲେ ଏହାକୁ ଖୁବ ଶୀଘ୍ର ଫେସରୁ ହଟାଇବା ପାଇ ଆସନ୍ତୁ ଜାଣିବା କଣ ରହିଛି ଏହାର ଉପଚାର ।
Stp -1 ଆପଣ କୌଣସି ବ୍ରସ ରହିଥିବା ଫେସୱାସ ବ୍ୟବହାର କରନ୍ତୁ ଯାହାକୁ ବ୍ୟବହାର କରିବା ଦ୍ୱାରା ଫେସରେ ଥିବା ବ୍ଲାକନେସକୁ ହଟାଇ ଥାଏ । ଆପେଲ ଫେସୱାସ ବ୍ୟବହାର କଲେ ଫେସରେ ଲୁଚିରହିଥିବା କଳାଦାଗକୁ ଦୂର କରିଥାଏ । ଫେସରେ ଗ୍ଲୋଇଙ୍ଗ ନେସ ଆସିବା ସହିତ କଳାଦାଗ ମଧ୍ୟ ଦୂର କରିଥାଏ .


Stp – 2 ଷ୍ଟିମିଙ୍ଗ – ଏହାକୁ ପ୍ରସ୍ତୁତ କରିବା ପାଇ ଏକ ବାଉଲରେ ପାଣି ନେଇ ଭଲ ଭାବରେ ଫୁଟାନ୍ତୁ ଏବଂ ସେଥିରେ ନିମ ପାଉଡର 2 ଚାମଚ ତୁଳସୀ ପତ୍ର ସେଥିରେ ମିଶାନ୍ତୁ ।ଏହାକୁ ଏକ ଯଗରେ ରଖି ଏହାର ଷ୍ଟିମ ନିଅନ୍ତୁ ଏହା ଫେସରେ ଥିବା ବ୍ଲାକ ନେସକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିଥାଏ ତା ସହିତ ନିମ୍ୱ ପାଉଡର ସ୍କିନକୁ ସଫା କରିବାରେ ବହୁତ ହେଲ୍ପଫୁଲ କରିଥାଏ ।

Stp – 3 ସ୍କ୍ରବ – ଏହାକୁ ପ୍ରସ୍ତୁତ କରିବା ପାଇ କିଛି ଚାଉଳକୁ ରାତିରେ ଭିଜାଇ ରଖନ୍ତୁ ଏହି ଚାଉଳର ପେଷ୍ଟ ପ୍ରସ୍ତୁତ କରି ସେଥିରେ 1 ଚାମଚ ବେସନ , 1 ଚାମଚ ହନି ଓ 2 ଚାମଚ କଞ୍ଚା କ୍ଷୀର । ଏ ସମସ୍ତ ଜିନିଷକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଏକ ବାଉଲକୁ ବାହାର କରନ୍ତୁ । ଏହାକୁ ଆପଣଙ୍କ ଫେସରେ ଭଲ ଭାବରେ 8 ମିନିଟ ପର୍ଯ୍ୟନ୍ତ ସ୍କ୍ରବ କରନ୍ତୁ ।

Stp – 4 ଷ୍ଟିମିଙ୍ଗ – ସ୍କ୍ରବ କରିବା ପରେ ବ୍ଲାକ ଡେଣ୍ଟର୍ଟ ରହିଯାଏ ତେବେ 5 ମିନିଟ ପର୍ଯ୍ୟନ୍ତ ଷ୍ଟିମିଙ୍ଗ ନେବାକୁ ହୋଇଥାଏ ଯାହା ଆମ ସ୍କିନରୁ ସମ୍ପୂର୍ଣ୍ଣ ଭାବରେ ଦୂର କରିଥାଏ ।

Stp – 5 ବ୍ଲାକହେଡ ରିମଭ – ଷ୍ଟିମିଙ୍ଗ ନେଇ ସାରିବା ପରେ ଏହି ରିମଭ ସାହାର୍ଯ୍ୟରେ ଭଲ ଭାବରେ ଫେସରୁ ବ୍ଲାକ ହେଡକୁ ବହାର କରିବେ ଏହାପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

Stp – 6 ଫେସ ପ୍ୟାକ – ଏକ ବାଉଲରେ 1 ଚାମଚ ମୁଲତାନ ମାଟି , 1 ଚାମଚ ଗ୍ରିନ ଟି ପାଉଡର , 1 ଚାମଚ ହନି ଓ ତା ସହିତ ଆପେଲ କିଡର ଭିନେଗାର ଏକ ଚାମଚ ନେଇ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ଫେସରେ ଭଲ ଭାବରେ ଲଗାନ୍ତୁ ଯାହା ଆପଣଙ୍କର ଫେସର ସମସ୍ତ ବ୍ଲାକ ହେଡ ଦୂର ହେବା ସହ ଆପଣଙ୍କର ଫେସକୁ ଗ୍ଲୋଇଙ୍ଗ କରିବାରେ ସାହାର୍ଯ୍ୟ କରିବ । ଯଦି ଆପଣ ଆପେଲ ଗିଡର ଭିନେଗାର ଟିନର ପ୍ରତ୍ୟେକ ଦିନ ବ୍ୟବହାର କରିବେ ତେବେ ଏହା ଆପଣଙ୍କର କ୍ଲୋଜ ପୋଷ୍ଟକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।