ଖୁସିଖବର – ଫୁଣି ଫେରିବ TikTok : ନୂଆ ଲୁକ୍ ସହ ଭାରତକୁ କରିବ ପ୍ରତ୍ୟାବର୍ତ୍ତନ, କମ୍ପାନୀ ଫାଇଲ କଲା ନିୟୁ ଟ୍ରେଡମାର୍କ ଜାଣନ୍ତୁ କେଉଁ ଦିନ ଆସିବ

0

ମନୋରଞ୍ଜନ କାର୍ଯ୍ୟ କ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟ କ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ଟିଭି ର ନାମ ଶୁଣିଲେ ସମସ୍ତେ ନିଜ ପସନ୍ଦର ସୀରିଏଲ୍ କଥା ଭାବେ ତୋ କିଏ ସିନେମା କଥା ତେବେ କିଏ ଯାତ୍ରା କଥା । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଓଲିଓଡ ରେ ଯେତିକି ଚର୍ଚ୍ଚା ଅଛି ସେତିକି ଶିରିଏଲ୍ । ଅଧିକାଂଶ ଲୋକେ ସିରିଏଲ୍ ଦେଖିବାକୁ ପସନ୍ଦ କରିଥାନ୍ତି । ଘର ର କାମ ସରିବା ପରେ ଘର ଲୋକ ସିରିଏଲ୍ ଦେଖିବାକୁ ବେଶ୍ ପସନ୍ଦ କରନ୍ତି ।

ନିଜ ହୃଦୟ ଛୁଆଁ ଅଭିନୟ ଦ୍ଵାରା କଳାକାର ମାନେ ବାନ୍ଧି ରଖିଥାନ୍ତି ଦର୍ଶକ ଙ୍କୁ । ଟିଭି ବ୍ୟତୀତ ଅନେକ ମାଧ୍ୟମ ରହିଛି ମନୋରଞ୍ଜନ ପାଇଁ । ଯେଉଁଥିରେ ନିଜର କଳା କୁ ଦେଖାଇ ଥାନ୍ତି । ଏଥିରେ ଅନେକ ଲାଇକ ଓ କମେଣ୍ଟ ମଧ୍ୟ ମିଳି ଥାଏ । ତେବେ ସୋସିଆଲ ମିଡିଆରେ ଅନେକ ଜିନିଷ ରହିଛି । ଫେସବୁକ୍ , ଇନଷ୍ଟା ଗ୍ରାମ ଆଦି ର ବ୍ୟବହାର ଅନେକ ମାତ୍ରା ରେ କରିଥାନ୍ତି ବର୍ତ୍ତମାନ ର ଯୁବପିଢୀ ।
ସୋସିଆଲ ମିଡିଆରେ ର ଅଧିକ ବ୍ୟବହାର ହେଉଛି ବର୍ତ୍ତମାନ ଯୁଗ ରେ । ପାଠ ସହିତ ଯେତିକି ଜଡ଼ିତ ନ ଥିଲେ ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକ ଜଡ଼ିତ ରହୁଛନ୍ତି । ତେବେ ଟିକ୍ ଟକ ଓ ପବଜି ଭଳି ଦୁଇଟି ଆପ ଆପଣ ମାନେ ଏହାକୁ ବେଶ୍ ଭଲ ଭାବରେ ଜାଣିଥିବେ । ପ୍ରତ୍ୟେକ ପିଲା ଏହି ଦୁଇଟି ଆପ ର ବ୍ୟବହାର ଅଧିକ ମାତ୍ର ରେ କରିଥିଲେ । ଟିକ ଟକ୍ ହେଉଛି ଏକ ସର୍ଟ୍ ଭିଡ଼ିଓ ଆପ । ଯେଉଁଥିରେ ୟୁଜର ଗୀତ ସହ ଭିଡ଼ିଓ ନେଇ ପ୍ପୋଷ୍ଟ୍ କରି ଲାଇକ ଓ କମେନ୍ତ୍ ପାଇ ଫେମସ୍ ହୋଇ ପାରିବେ ।
ତେବେ ଏହା ର ଉତ୍ପତ୍ତି ଚାଇନା ରେ ହୋଇ ଥିବାରୁ ଗତ ବର୍ଷ ସରକାର ଏହି ଆପ ସମେତ ୫୬ ଟି ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ତେବେ ବର୍ତ୍ତମାନ ଶୁଣିବାକୁ ମିଳୁଛି ପୁଣି ଥରେ ଟିକ ଟିକ ଫେରି ପାରେ ଭାରତ କୁ । ଟେକ୍ ରିପୋର୍ଟ ଅନୁଯାୟୀ ଟିକଟକର ପାଟନର କମ୍ପାନୀ ବାଇଟ୍ ଡାନ୍ସ ଏହି ଭିଡିଓ ଆପ୍ ପାଇଁ ଏକ ନୂତନ ଟ୍ରେଡ୍ ମାର୍କ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ପେଟେଣ୍ଟସ୍ ଡିଜାଇନ୍ ଏବଂ ଟ୍ରେଡ୍ ମାର୍କକୁ ଆବେଦନ କରିଛି ।
ଏହା ସମସ୍ତଙ୍କ ପାଇଁ ଏକ ଖୁସି ର ଖବର ଅଟେ । ନୂଆ ନାମ ଓ ନୂଆ ଆପ ଭାବରେ ଆସି ପାରେ ବୋଲି ଆଶା କରାଯାଉଛି । ଭାରତ ରେ ଟିକ ଟକ ଆପ ବ୍ୟବହାର କରୁଥିବା ପ୍ରାୟ ୨୦୦ ନିୟୁତ ଉପଭୋକ୍ତା ଥିଲେ । ନିଷେଧ କରିବା ପରେ ବର୍ତ୍ତମାନ ଇନଷ୍ଟା ଗ୍ରାମ ଓ ୟୁଟୁବ୍ ରେ ଅଧିକ ବ୍ୟବହାର କରା ଯାଇଛି । ଏହା ବ୍ୟତୀତ ସର୍ଟ ଭିଡ଼ିଓ ପାଇଁ ଅନେକ ଆପ ମଧ୍ୟ ଲଞ୍ଚ କରିଛି ଭାରତ । ଯଦି ଟିକ ଟକ ଭାରତ କୁ ପୁଣି ଥରେ ଫେରି ଆସେ ତେବେ ଏହା ସମଗ୍ର ଭାରତ ପାଇଁ ଏକ ଖୁସି ର ଖବର ହେବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।