ପିରିୟଡ୍ସକୁ ରୋକିବା ପାଇଁ ବଟିକା ଖାଉଥିବା ମହିଳାମାନେ ହୋଇଯାଅନ୍ତୁ ସାବଧାନ ! ନହେଲେ ହୋଇପାରେ ଏହିସବୁ କ୍ଷତି

0

ଅନେକ ମହିଳା ମାନେ ରହିଥାନ୍ତି ଯେଉଁମାନେ ସେମାନଙ୍କର ମାସିକ ପିରିୟଡ୍ସକୁ ରୋକିବା ପାଇ ବଟିକା ବ୍ୟବହାର କରିଥାନ୍ତି । ସିକ ଋତୁ ସ୍ରାବ ସମୟରେ ମହିଳା ମାନଙ୍କର ଖାଦ୍ୟ ପ୍ରତି ଧ୍ୟାନ ରଖିବା ଉଚିତ ନଚେତ ଏହା ଦ୍ୱାରା ମାସିକ ଧର୍ମରେ ନକରାତ୍ମକ ପ୍ରଭାବ ପଡିଥାଏ । ଏହି ସମୟରେ ପେଟରେ ଅନେକ ରୋଗ ଜନ୍ମ ହୋଇଥାଏ ଏହା ସହିତ ଇନଫେକସନ ବିପଦ ମଧ୍ୟ ରହିଥାଏ । ଏହି ସମୟରେ ଆପଣ ମାନଙ୍କୁ ଏ ପ୍ରକାର ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ ନଚେତ ପେଟ ଖରାପ ହୋଇଥାଏ ।

ମହିଳା ମାନଙ୍କୁ ପ୍ରତି ମାସିକ ଧର୍ମ ଦରଜ ସହିବାକୁ ପଡିଥାଏ ଏବଂ କୌଣସି ଟ୍ରିପରେ ଯିବା ବା ବିବାହ ଆଟେଣ୍ଡ କରିବା ଆଦି ସମୟରେ ମହିଳା ମାନଙ୍କର ମାସିକ ଧର୍ମ ହୋଇଥାଏ । ଏଥିପାଇ ସେମାନେ କୌଣସି ନୁକ୍ସା ବା ବଟିକା ସେବନ କରି ମାସିକ ଋତୁସ୍ରାବର ଡେଟ ଆଗକୁ ବଢିଥାଏ ।

ମହିଳା ମାନଙ୍କର ମାସିକ ଧର୍ମ 28 ଦିନ ପରେ ହୋଇଥାଏ ଏବଂ ଅନେକ ମହିଳା ମାନଙ୍କର ସଠିକ ଡେଟରେ ହୋଇ ନଥାଏ । ଏହି ସବୁ ସମସ୍ୟା ଦେଖାଯାଉଥିଲେ ଡକ୍ଟରଙ୍କ ସହିତ ପରାମର୍ଶ କରିବା ଉଚିତ । କେତେକ ସମୟରେ ବଟିକା ସେବନ କରିବା ଦ୍ୱାରା ହରମନ ଇନବାଲେନ୍ସ ହୋଇଥାଏ ଯାହା ଦ୍ୱାରା ଆପଣଙ୍କର ମାସିକ ଧର୍ମ 2 ମାସ ପରେ ଆସିଥାଏ ।ଏହା ଦ୍ୱାରା ଆପଣଙ୍କର ଅନିୟମିତ ମାସିକ ଧର୍ମ ସମସ୍ୟା ଉପୁଜିଥାଏ ।

ଯେତେବେଳେ 28 ରୁ 30 ଦିନ ଚକ୍ର ଖରାପ ହୋଇଥାଏ ତେବେ ମହିଳା ମାନଙ୍କୁ ଗର୍ଭ ଧାରଣରେ ଅସୁବିଧା ହୋଇଥାଏ । ମାସିକ ଧର୍ମ ବନ୍ଦ କରିବା ଓ ବଟିକା ସେବନ କରିବା କେବେ ମହିଳା ମାନଙ୍କୁ ଅଧିକ ରକ୍ତ ପ୍ରଭାବ କରିଥାଏ ଏବଂ ଦରଜ ମଧ୍ୟ ଅସହାୟ ରୂପରେ ହୋଇଥାଏ । ଯଦି ଆପଣଙ୍କର ବୟସ 30 ରୁ ଅଧିକ ଅଟେ ଏବଂ ଆପଣଙ୍କର ଡାଇବେଟିସ ବା ମେଦବହୁଳତା ଅସୁବିଧା ଅଛି ତେବେ ଆପଣଙ୍କୁ ଏହି ବଟିକା ସେବନ କରିବା ଉଚିତ ନୁହେଁ ।

କାରଣ ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରେ ଇନଫେକସନ କରିଥାଏ । ଯଦି ଆପଣ ଏହାକୁ ସେବନ କରୁଥାନ୍ତି ତେବେ ଏହାକୁ ତୁରନ୍ତ ବନ୍ଦ କରି ଦିଅନ୍ତୁ । ନଚେତ ଏହା ଦ୍ୱାରା ଆପଣଙ୍କର ଅନେକ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ଏହା ମଧ୍ୟ ଆପଣଙ୍କର ଗର୍ଭ ଧାରଣରେ କିଛି ଅସୁବିଧା ସୃଷ୍ଟି କରିଥାଏ ।

ତେବେ ଏମିତି କିଛି କରୁଛନ୍ତି ତାହା କରିବା ଆଗରୁ ନିଜର ଘୋରଇ ଡାକ୍ତରଙ୍କ ସହ ନିଶ୍ଚୟ ପରାମର୍ଶ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ । ଏହା ସହିତ ଆପଣଙ୍କର ଗର୍ଭ ଧାରଣରେ କୌଣସି ସମସ୍ୟା ଦେଖା ଦେବ ନାହିଁ ଏବଂ ଆପଣଙ୍କର ମାସିକ ଧର୍ମରେ କୌଣସି ଅସୁବିଧା ହେବ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।