କିଛି ବି କରି ଡିଭୋର୍ସ କରେଇଦିଅ, ଦାସୀ ହୋଇ ତୁମ ସେବା କରିବି… ସାମ୍ନାକୁ ଆସିଲା ବିଦ୍ୟାଭାରତୀଙ୍କ ଆଉ ଏକ ଚିଠି

0

ବିବାହର ବର୍ଷେ କରେ କରିଛନ୍ତି ସମ୍ୟ ରଞ୍ଜନ ମୃତ୍ୟୁ ତାଙ୍କ ମୃତ୍ୁ ଘଟଣା ଟି ଦିନକୁ ଦିନ ବହୁ ଭିତରକୁ ଟାଣି ନେଉଛି ସେ ପାରଳା ଖେମୁଣ୍ଡି ବନ ବିଭାଗୀୟ ଥିଲେ ହେଲେ ପୋଲିସ ତଦନ୍ତ ଅନୁସାରେ ଯାହା ଜଣା ପଡ଼ିଛି । ସମ୍ୟ ରଞ୍ଜନ ଓ ତାଙ୍କ ସ୍ତ୍ରୀ ବିଦ୍ୟା ଭାରତୀ ଙ୍କ ସମ୍ପର୍କ ଭଲ ନଥିବା ଖବର ଆସିଛି । ବିବାହ ପାଇଁ ସମ୍ୟ ରଞ୍ଜନ ବିଦ୍ୟଭାରତି ସନ୍ଦେହ କରିବା ଆରମ୍ଭ କରିଦେଇଥିଲେ । ଯାହା ସେ ତାଙ୍କ ମାଇଁ ଙ୍କୁ କହିଥିଲେ ।

ତା ପରେ ପରେ ମୃତ୍ୟୁ ପୂର୍ବରୁ ସୌମ୍ୟ ଙ୍କ ବୟାନ ଥିଲା ସେ ବହି ପଢୁଥିଲେ ଓ ଆଉ ଗୋଟିଏ ବହି ଆଣିବା ପାଇଁ ଯାଇଥିଲେ ତା ପରେ କିରୋସିନ ବୋତଲ ଗଲେ ପଡ଼ି ହଠାତ୍ ନିଆଁ ଲାଗିଯାଇଥିଲା । ହେଲେ ଏବେ ଏବେ ତାଙ୍କ ସ୍ତ୍ରୀ ଓ ତାଙ୍କ ମଧ୍ୟ ରେ ହେଉଥିବା ସନ୍ଧେହ ଘଟଣା ର ଏକ ଭୋଇସ ରେକର୍ଡ ଚର୍ଚ୍ଚିତ ବିଷୟ ବସ୍ତୁ ସାଜିଛି ।

ଏହି ସମ୍ବନ୍ଧ ରେ ପୋଲିସ ତାର ଯାଞ୍ଚ ଜାରି ରଖିଛି । ସୌମ୍ୟ ଙ୍କ ମୃତ୍ୟୁ ପରେ ପରେ ଯେତିକି ତଦନ୍ତ ହେଉଛି ତା ଠୁ ଅଧିକ ଗୋଟିଏ ଗୋଟିଏ ଗୁମର ଫିଟୁଛି । ଏବେ ସୌମ୍ୟ ମୃତ୍ୟୁ ନେଇ ସୌମ୍ୟ ଙ୍କ ମାଆ ତାଙ୍କ ବୋହୂ ବିଦ୍ୟାଭାରତୀ ଙ୍କୁ ସନ୍ଦେହ କରିବା ଆରମ୍ଭ କରି ଦେଇଛନ୍ତି ।

ସୌମ୍ୟ ଙ୍କ ମାଆ ଲକ୍ଷ କରିଥିଲେ କି ତାଙ୍କ ମୃତ୍ୟୁ ସମୟରେ ଯେତେବେଳେ ସୌମ୍ୟ ଙ୍କୁ ଡାକ୍ତର ଖାନା କୁ ନେଇ ଯାଇଥିଲେ ଠିକ୍ ସେହି ସମୟରେ ତାଙ୍କ ବୋହୂ ଘର ଭିତରକୁ ଦଉଡ଼ି ଯାଏ କିଛି କାଗଜ ପତ୍ର ଓ ଗୋଟିଏ ନାଲିଆ ଗାମୁଛା ନେଇ ଆସିଥିଲେ ଓ ସେହି ସବୁ ସୌମ୍ୟ ଙ୍କ ମୃତ୍ୟୁ ହେବା ଯାଏଁ ସେ ଛାଡିନଥିଲେ ।

ଏହି ସବୁ କଥା କୁ ନେଇ ବିଦ୍ୟା ମୁହଁ ଖୋଲି କହିଛନ୍ତି କି ତାଙ୍କ ଶାଶୁ ଯେ କହୁଛନ୍ତି କିଛି କାଗଜ ପତ୍ର ନେଇ ଯାଇଥିଲି ଅର୍ଥାତ୍ ତାଙ୍କ ଘର ଜାଗା ବାଡି କାଗଜ ତାହା ସେ ସବୁ ନ ଥିଲା କିଛିଟା ନିଜର ହାତ ଲେଖା ଥିଲା ଯାହାକୁ ସେ ନିଜେ ଲେଖୁଥିଲେ ବିନା କାହାକୁ ଇଙ୍ଗିତ କରି । ଆଉ ସେହି ଗାମୁଛା କାଳେ କିଛି ଦରକାର୍ ପଡିବ ସେଥି ପାଇଁ ନେଇଥିଲେ ଓ ଏତେ ସବୁ କଥା ହେବା ପରେ ଭି ତାଙ୍କ ମୃତ୍ୁ ଘଟଣା ର କୌଣସି ଗୁମର ଫିଟି ପାରି ନାହିଁ ।

ଏହି ସବୁ ପରେ ପରେ ଭି ପୁଣି ସାମ୍ନା କୁ ଆସିଛି ଦିବ୍ୟା ଭାରତୀ ଙ୍କ ହାତ ଲେଖା ଏକ ଚିଠି ଯେଉଁଥିରେ ସେ ନିଜ ସ୍ବାମୀ ଙ୍କ ନାଁ ରେ ଲେଖିଛନ୍ତି କି ଏପରି ସ୍ବାମୀ କାହାକୁ ଭି ନ ମିଳୁ । ଭଗବାନ ଦୟାକରି ଆମର ଡିଭର୍ସ କରେଇ ଦିଅ ମୁ ଏହି ଜାଗା ଛାଡି ଦେଇ ପୁରୀ ମନ୍ଦିର ରେ ତୁମର ଦାସୀ ହୋଇ ରହିଛି । ଏହି ସବୁ ସମ୍ବନ୍ଧ ରେ ଏବେ ଖୁବ୍ ଚର୍ଚ୍ଚା ଚାଲିଛି ଓ ତା ସହିତ ସେ ଏମିତି କଣ ପାଇଁ ଲେଖିଛନ୍ତି ଓ କଣ ହୋଇଥିଲା ଉଭୟ ଙ୍କ ମଧ୍ୟ ରେ ତାହା ତଦନ୍ତ ହେଉଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।