ରାନି ସିରିଏଲ ଶେଷ ହେବା ପରେ ବର୍ତ୍ତମାନ କଣ କରୁଛନ୍ତି ଏହି ଅଭିନେତ୍ରୀ ତାଙ୍କର କାହାଣୀ ଜାଣିଲେ ଆପଣ ବି ଚକିତ ହୋଇଯିବେ

0

ଆମେ ପ୍ରାୟ ସବୁବେଳେ ଫିଲ୍ମ ଈଣ୍ଡଷ୍ଟ୍ରି ର ଅଭିନେତା , ଅଭିନେତ୍ରୀ, ପ୍ରଡ୍ୟୁସର , ଗାୟକ ଓ ଗାୟିକା ଙ୍କ ଜୀବନ ଶୋଇଲି ଓ ତାଙ୍କର ପିଲା ଦିନର କାହାଣୀ ବିଷୟରେ ଜାଣିବାକୁ ବହୁତ ପସନ୍ଦ କରିଥାଉ । କାରଣ ବେଳେ ବେଳେ ସଫଳତା ର ଶୀର୍ଷ ରେ ଛିଡା ହୋଇଥିବା ଲୋକମାନଙ୍କର ଜୀବନ କାହାଣୀ ଆମକୁ ପ୍ରେରଣା ଦେଇଥାଏ ଓ କେବେକେବେ ଏହା ଆମର ନିଜର ଲକ୍ଷ କୁ ସାଧନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଓଡ଼ିଆ ଟିଭି ସିରିଏଲ ର ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ବିଷୟରେ ଆପଣଙ୍କୁ ଜଣେଇବାକୁ ଯାଉଛୁ । ତେବେ ବର୍ତ୍ତମାନ ଆମେ ତରଙ୍ଗ ଟିଭି ଚେନାଲ ର ରାନୀ ଙ୍କ ବିଷୟରେ ଆପଣଙ୍କୁ କିଛି ରହସ୍ୟମୟ ତଥ୍ୟ ବିଷୟରେ ଜଣେଇବାକୁ ଯାଉଛୁ। ଖାଲି ଏତିକି ନୁହେଁ ବରଂ ବର୍ତ୍ତମାନ ସେ କଣ କରୁଛନ୍ତି ଏବଂ ତାଙ୍କ ପରିବାର ବିଷୟରେ ମଧ୍ୟ ଆମେ ଆପଣ ଙ୍କୁ ଜଣେଇବୁ ।

ସୂଚନାଯୋଗ୍ୟ ଯେ , ପୂର୍ବରୁ ଓଡ଼ିଆ ଟିଭି ଜଗତର ତରଙ୍ଗ ଟିଭି ର ” ରାଣୀ ” ଚରିତ୍ର ରେ ସମସ୍ତ ଙ୍କ ସାମ୍ନା କୁ ଆସିଥିଲେ ଶୀତଳ ପଟ୍ଟନାୟକ । ଶୀତଳ ହେଉଛି ରାଣୀ ଙ୍କର ପ୍ରକୃତ ନାମ ।ମାତ୍ର ଲୋକମାନେ ତାଙ୍କୁ ରାଣୀ ଭାବରେ ଜଣିଛନ୍ତି । ତବେ ଶୀତଳ ଏହି ରାଣୀ ଧାରାବାହିକ ସିରିଏଲ ମଧ୍ୟମ ରେ ଲୋକମାନ ଙ୍କର ପ୍ରସଂସନୀୟ ଥିଲେ । ସେ ପ୍ରଥମ ଥର କରି ଏହି ସିରିଏଲ ରେ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ । ନିଜର ଦମଦାର ଅଭିନୟ ସହ , ନିଜର ସୁନ୍ଦରତା ଓ ସୁ ବ୍ୟବହାର କୁ ନେଇ ମଧ୍ୟ ଆମ ଓଡ଼ିଶା ଈଣ୍ଡଷ୍ଟ୍ରି ରେ ସେ ବେଶ ଜଣା ଶୁଣା । ତେବେ ଚଳିତ ବର୍ଷର ଆରମ୍ଭ ରୁ ତରଙ୍ଗ ଟିଭି ଚେନାଲ ରେ ରାଣୀ ସିରିଏଲ ଟି ଶେଷ ହୋଇଯାଇଥିଲା ।


ତେବେ ତରଙ୍ଗ ସିରିଏଲ ରେ ଏହି ମେଗା ଧାରାବାହିକ ଟି ସିନା ଶେଷ ହୋଇଯାଇଥିଲା ହେଲେ ଆମ ରାଣୀ ଅର୍ଥାତ ଶୀତଳ ଙ୍କର ଅଭିନୟ କିନ୍ତୁ ଲୋକମାନ ଙ୍କୁ ଖୁବ ଆକର୍ଷଣୀୟ କରିଦେଇଥିଲା । ଏବଂ ସେ ବହୁତ ଲୋକପ୍ରିୟ ହୋଇଥିବାରୁ ତାଙ୍କର ଅଭିନୟ ପ୍ରତି ଥିବା ଆଗ୍ରହ ମଧ୍ୟ ବଢି ଚାଲିଛି । ତେବେ ବର୍ତ୍ତମାନ ର ସୂଚନା ଅନୁସାରେ ଶୀତଳ ଏକ ନୂଆ ସିରିଏଲ ରେ ସମସ୍ତ ଙ୍କର ନଜର କୁ ଆସିବାର ସୂଚନା ରହିଛି । ସେ ଆଗକୁ ଆସୁଥିବା ଏକ ନୂଆ ଧାରାବାହିକ ” ରଖିଲେ ସିଏ ମାରିବ କିଏ ” ରେ ମଧ୍ୟ ମୁଖ୍ୟ ଭୂମିକା ରେ ଆସିବେ ବୋଲି ସୂଚନା ଦେଇଛନ୍ତି ।


ତେବେ ସେ ତାଙ୍କର ପରିବାର ସହ ଭୁବନେଶ୍ୱର ର ବସବାସ କରନ୍ତି । ସେ ନିଜର ବାପା ,ମା ଏବଂ ଜଣେ ସାନ ଭଉଣୀ ସହ ଭୁବନେଶ୍ୱର ରେ ରହୁଛନ୍ତି । ତାଙ୍କ ପରିବାର ରେ ଯେ କେବଳ ସେ ହିଁ ଅଭିନୟ କରନ୍ତି ଏହା ନୁହେଁ ବରଂ ତାଙ୍କର ମା ମଧ୍ୟ ଜଣେ କଳାକାର ଅଟନ୍ତି । ସିଏ ତରଙ୍ଗ ସିରିଏଲ ରେ ପ୍ରସାରିତ “କୁଆଁରୀ ବୋହୁ ” ସିରିଏଲ ରେ ଦେବିକାରାଣୀ ଚରିତ୍ରରେ ଆସୁଥିବା ବେଳେ ତାଙ୍କର ସାନ ଭଉଣୀ ଛୋଟ ରାଣୀ ଭାବରେ ଦର୍ଶକଙ୍କ ସାମ୍ନା କୁ ଆସିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।