୨୬ରେ ଶ୍ରାବଣର ପ୍ରଥମ ସୋମବାର : ମିଥୁନ, ତୁଳା ସମେତ ଏହି ରାଶିର ବ୍ୟକ୍ତି କରନ୍ତୁ ଏସବୁ କାମ ବାକି ରାଶି ରୁହନ୍ତୁ ସାବଧାନ !

0

ମନୁଷ୍ୟ ର ଜନ୍ମ ବିଧି ଅନୁସାରେ ରାଶି ଫଳ ତଥା ଗ୍ରହ ନକ୍ଷତ୍ର ର ଅବସ୍ଥାପିତ କୁ ଲକ୍ଷ୍ୟ କରି ଭବିଷ୍ୟତ ନିର୍ଧାରଣ ହୋଇଥାଏ । ତେବେ ଏସବୁ ବିଷୟ ରେ ଜ୍ୟୋତିଷ ଶାସ୍ତ୍ର ମାନେ ଉଚିତ୍ ବା ଠିକ୍ ବିଧାନ ଦେଇଥାନ୍ତି ।

କାହାର ବର୍ତ୍ତମାନ ସମୟ ଭଲ ବା ଖରାପ ଚାଲିଛି ବା କାହାର ଭବିଷ୍ୟତ ସମୟ ଭଲ ବା ଖରାପ ଆସୁଛି , ତାହା ଜାତକ , ରାଶି ଦେଖି ହିଁ ଜଣା ପଡିଥାଏ ତେବେ ଶ୍ରାବଣ ମାସ ପ୍ରଥମ ସୋମବାର ଦିନ ବୁଧ ଗ୍ରହ ରାଶି ପରିବର୍ତ୍ତନ କରୁଛନ୍ତି। ଏହି ଦିନ ବୁଧ କର୍କଟ ରାଶିରେ ପ୍ରବେଶ କରିବେ ବୋଲି କହିଛନ୍ତି ଜ୍ୟୋତିଷ ।

କର୍କଟ ରାଶିରେ ବର୍ତ୍ତମାନ ସୂର୍ଯ୍ୟ ବିରାଜମାନ ଅଛନ୍ତି । ବୁଧ ପ୍ରବେଶ କରିବା ଦ୍ୱାରା କର୍କଟ ରାଶିରେ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେବ । ତେବେ ଏହାକୁ ଅତ୍ୟନ୍ତ ଶୁଭ ଯୋଗ ବୋଲି ବିବେଚନା କରାଯାଏ । ଏହା ସହିତଚନ୍ଦ୍ର କୁମ୍ଭ ରାଶିରେ ପ୍ରବେଶ କରିବେ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଯେତେବେଳେ ଚନ୍ଦ୍ରମା ଓ ବୃହସ୍ପତିଙ୍କ ମିଶ୍ରଣ ହୁଏ ଗଜକେସରୀ ଯୋଗ ସୃଷ୍ଟି ହୋଇଥାଏ । ତେବେ ଏହା ଫଳରେ କଣ ଲାଭ ହୁଏ ଜାଣନ୍ତୁ ।

*ମେଷ ଓ ବୃଷ ରାଶି:-
ମେଷ ଓ ବୃଷ ରାଶି ଧାରୀ ଲୋକ ଙ୍କ ର ବିଗାଡି ଯାଇଥିବା କାର୍ଯ୍ୟ ସବୁ ଠିକ ହୋଇ ଯିବ । ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଜୀଵନ ରେ ଆଗକୁ ଆଗେଇବେ ।

*କନ୍ୟା ରାଶି:-
ତା ପରେ ଜାଣନ୍ତୁ କନ୍ୟା ରାଶି ବିଷୟ ରେ । ଏହି ରାଶି ର ବ୍ୟକ୍ତି ମାନେ ବହୁତ ସୁଖ ରେ ରହିବେ । ସରକାରୀ ଚାକିରୀ ର ଯୋଗ ରହିଛି । ନୂଆ ବ୍ୟବସାୟ ଆରମ୍ଭ କରିଲେ ଆପଣଙ୍କୁ ଲାଭ ମିଳିପାରିବ ।

*ଧନୁ ରାଶି:-
ଧନୁ ରାଶି ର ବ୍ୟକ୍ତି ଅଳ୍ପ କାର୍ଯ୍ୟ ରୁ ଅଧିକ ଫଳ ମିଳିବ । ନୂତନ କାର୍ଯ୍ୟ ମିଳିପାରେ ।

*ମିଥୁନ ରାଶି:-
ମିଥୁନ ରାଶି ର ଲୋକମାନେ ଉଭୟ ସୁଖ ଏବଂ ଦୁଃଖ ରେ ଜୀବନ ଅତିବାହିତ କରିବେ । ରାଜନୀତି କ୍ଷେତ୍ରରୁ ବହୁତ ବଡ଼ ଦାୟିତ୍ୱ ମିଳିପାରେ ।*କର୍କଟ ରାଶି:-
କର୍କଟ ରାଶି ର ବ୍ୟକ୍ତି ମାନେ ଅଧିକ ସତର୍କତା ଅବଲମ୍ବନ କରି ରହିବେ । ବ୍ୟବସାୟ ରେ ପରିବର୍ତ୍ତନ ଆସି ପାରେ । ନିଜ କଥା ବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିବେ ଏବଂ ଭାବି ଚିନ୍ତି କାମ ଏବଂ କଥା କହିବେ ।

*ସିଂହ ରାଶି:-
ସିଂହ ରାଶି ର ବ୍ୟକ୍ତି ମାନଙ୍କ ର ମାନସିକ ଚିନ୍ତା ଦୁର ହୋଇ ଯିବ । ଛାତ୍ର ମାନଙ୍କୁ କଠିନ ପରିଶ୍ରମ ର ଫଳ ମିଳି ପାରେ ।

*ତୁଳା ରାଶି ଓ ମକର ରାଶି:-
ତୁଳା ରାଶି ଓ ମକର ରାଶି ର ବ୍ୟକ୍ତି ମାନଙ୍କ ର ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରେ । ଚାକିରୀ କ୍ଷେତ୍ର ରେ ନୂତନ ଦାୟିତ୍ୱ ମିଳି ପାରେ । ପିଲା ମାନଙ୍କ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ।

*କୁମ୍ଭ ରାଶି:-
କୁମ୍ଭ ରାଶି ର ବ୍ୟକ୍ତି ମାନଙ୍କ ସମୟ ବହୁତ ଭଲ ରହିବ ।

*ମୀନ ରାଶି:-
ମୀନ ରାଶି ର ବ୍ୟକ୍ତି ମାନଙ୍କ ର ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଜମି କଥାର ସମାଧାନ ମିଳି ପାରିବ ଏବଂ ମନ ବହୁତ ପ୍ରଫୁଲ୍ଲିତ ରହିବ । ତେବେ ଏହି ଶ୍ରାବଣ ମାସ କାହା ପାଇଁ କେତେ ଉତ୍ତମ ଓ କେତେ ଶୁଭ ତାହା ଜ୍ୟୋତିଷ ବିଦ୍ କହିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।