ଦେଖନ୍ତୁ ଭିଡ଼ିଓ – ଏହି ବ୍ୟାଙ୍କରେ ହେଉଛି ଯୌନ ଉତ୍ପୀଡ଼ନ ନାମ ଭିଡିଓ ଟି ଦେଖିଲେ ଛାତି ଥରି ଉଠିବ

0

ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ସମାଜରେ ବସବାସ କରୁଛନ୍ତି ତାହାର ଟିକିଏ ହେଲେ ବି ସଂଦେହ ନାହିଁ । ବର୍ତ୍ତମାନ ଆମେ ବ୍ୟବହାର କରୁଥିବା ଟେକନିକାଲ ତଥା ପଦ୍ଧତିରେ ତଥା ଉନ୍ନତ ରୁ ଅତି ଉନ୍ନତ ଟେକ୍ନୋଲୋଜି ର ବ୍ୟବହାର ଏହି ଅତ୍ୟାଧୁନିକତା କୁ ପରିଲକ୍ଷିତ କରୁଛି । ତେବେ ସ୍ୱାଧୀନତା ର ୭୪ ବର୍ଷ ପରେ ମଧ୍ୟ ଆମ ସମସ୍ତଙ୍କ ମନ କୁ ଗୋଟିଏ ପ୍ରଶ୍ନ ବାରମ୍ବାର ଆସିଥାଏ ଯେ , କଣ ସ୍ୱାଧୀନତା ର ଏତେ ବର୍ଷ ପରେ ବି ଆମ ଦେଶର ନରୀ ମନେ ସ୍ଵାଧୀନ ଓ ସୁରକ୍ଷିତ .. ନା ଏବେ ମଧ୍ୟ ସେମାନେ ବିଭିନ୍ନ ଅସୁବିଧା ର ସମୁଖୀନ ହେଉଛନ୍ତି.. ତେବେ ଏବେ ମଧ୍ୟ ଏହାର ଉତ୍ତର ଆସିବ କି ନାହିଁ ଏବେ ପର୍ଯ୍ୟନ୍ତ ଆମ ସମାଜରେ ନରୀ

ମାନେ ସୁରକ୍ଷିତ ନୁହଁନ୍ତି। ଏମିତି କୌଣସି ଜାଗା ନାହିଁ ଯେଉଁଠାରେ ନାରୀ ମନେ ଅସୁବିଧାରେ ପଡୁନାହାନ୍ତି । ନିଜ ଘରଠୁ ଆରମ୍ଭ କରି ମାର୍କେଟ , ବିଦ୍ୟାଳୟ , ମହାବିଦ୍ୟାଳୟ ତଥା ହୋଷ୍ଟେଲ ଓ ମେସ ରେ ମଧ୍ୟ ସେମାନେ ବିଭିନ୍ନ ପ୍ରକାରର ଶୋଷଣ ର ବଶବର୍ତ୍ତୀ ହୋଇରହିଛନ୍ତି । ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜାଣେଇବୁ ଯାହା କି ମହାବିଦ୍ୟାଳୟ ରେ ନାରୀ ମାନଙ୍କ ର ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ କରିଛି ।

ତେବେ ବର୍ତ୍ତମାନ ମହିଳା ମାନଙ୍କର ବଳାତ୍କାର ପ୍ରତିଶତ ଆମ ଦେଶ ରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ତେବେ କେବଳ ଯେ ଘରେ ରହୁଥିବା କିମ୍ବା ବିଦ୍ୟାଳୟ , ମହାବିଦ୍ୟାଳୟ ରେ ପାଠ ପଢ଼ୁଥିବା ଯୁବତୀ ମାନେ ରେପ ବା ବଳାତ୍କାର ର ଶିକାର ହେଉଛନ୍ତି ବରଂ ସୋସଭିମାନେ ଚାକିରୀ କରିଥିବା ମହିଳା ମାନେ ନିଜର କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଏବେ ପର୍ଯ୍ୟନ୍ତ ସରକାର ଏହି ପ୍ରତି କଣ ସବୁ ପଦକ୍ଷେପ ନେଇଛନ୍ତି ତାହାର କିଛି ପ୍ରତିଫଳନ ଜଣାପଡିନାହିଁ । ତେବେ ମହିଳା ମାନଙ୍କର ରେପ ର ହିସାବ ଆମ ଦେଶରେ ସମ୍ପ୍ରତି ରିପୋର୍ଟ ମାଧ୍ୟମରେ ଗଣନା କରାଯାଉଥାଏ ।

ତେବେ ଚଳିତ ବର୍ଷ ସମ୍ପ୍ରତି ରିପୋର୍ଟ ଅନୁଯାୟୀ, NIFTY-50 ସହିତ ଜଡିତ କମ୍ପାନୀଗୁଡିକ କାମ କରୁଥିବା ମହିଳା ମାନଙ୍କ ର ବଳାତ୍କାର ର ପୂର୍ବ ବର୍ଷ ଅପେକ୍ଷା ଏହି ବର୍ଷ ଏହା ୮ ପ୍ରତିଶତ ବୃଦ୍ଧି ହୋଇଛି । ତେବେ ଏଥିର ଶିକାର ହୋଇଥିବା ମହିଳା ମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ମହିଳା କୌଣସି ନା କୌଣସି ବ୍ୟାଙ୍କ ରେ କାର୍ଯ୍ୟ କରୁ ଥିବାର ଜଣାପଡିଛି । ତେବେ ଦେଶର ସର୍ବୋଚ୍ଚ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ, ଏସବିଆଇ, ଆକ୍ସିସ୍ ବ୍ୟାଙ୍କ ସହିତ ଆଇଟି କମ୍ପାନୀ ଟିସିଏସ୍, ୱିପ୍ରୋ ଏବଂ ଇନଫୋସିସ୍ ମହିଳାଙ୍କ ଉପରେ ଯୌନ ଉତ୍ପୀଡ଼ନ କରୁଛନ୍ତି।

ତେବେ ଏହି ବର୍ଷର ସମ୍ପ୍ରତି ରିପୋର୍ଟ ଅନୁସାରେ ,ତେବେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ FY20 ରେ ଭାରତୀୟ କମ୍ପାନୀଗୁଡିକ ଯୌନ ସମ୍ପର୍କିତ ଘଟଣା ମାମଲା ରିପୋର୍ଟ କରିଥିଲେ | ତେବେ BSE 100ର ରୋପଟ ଅନୁସାରେ ଏହା ପୂର୍ବ ବର୍ଷ ଅପେକ୍ଷା ୮ ପ୍ରତିଶତ ଅଧିକ ରହିଛି । ତେବେ ଏହା କର୍ମକ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାଙ୍କ ପାଇଁ ବିପଦ ଅଟେ । ସରକାର ଏଥିପାଇଁ ଯଥା ଶୀଘ୍ର ପଦକ୍ଷେପ ନେବା ଉଚିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।