ଦେଖନ୍ତୁ ଭିଡ଼ିଓ: ନିଜ ଛୋଟ ଝିଅ ସାମ୍ନା ରେ ମା କୁ କଇଁଚି ଭୁଷି ନେଇଗଲା ମା’ର ଜୀବନ ଦୃଶ୍ୟ ସିସିଟିଭି କ୍ୟାମେରାରେ କୈଦ ହୋଇଛି ତାପରେ

0

ପ୍ରେମ ସମ୍ପର୍କ ଏକ ଗଭୀର ସମ୍ପର୍କ । କିନ୍ତୁ ବର୍ତ୍ତମାନ ର ଯୁବ ପୀଢ଼ି ପ୍ରେମକୁ ନେଇ ଜୀବନ ମଧ୍ୟ ନେବାକୁ ପଛାଉ ନାହାନ୍ତି । ପ୍ରେମ ଚୀର ଶାଶ୍ଵତ ବୋଲି ଲେଖକ , ଗଳ୍ପକାର ମାନେ କହି ଆସିଛନ୍ତି । ବର୍ତ୍ତମାନ ର ଯୁବ ସମାଜ ପାଇଁ ପ୍ରେମ କିନ୍ତୁ ଏକ ଖେଳ , ସମୟ ର ଅପବ୍ୟୟ ର ଏକ ପନ୍ଥା ଭାବେ ହୋଇଗଲାଣି ।

କିନ୍ତୁ ପୂର୍ବରୁ ପ୍ରେମ କୁ ଏକ ଅନ୍ୟ ଆଖି ରେ ଅର୍ଥାତ୍ ଅନେକ ଉଚ୍ଚ ସ୍ତରୀୟ ସମ୍ପର୍କ ଭାବେ ଦେଖା ଯାଉଥିଲା । ସେହି ସମୟ ରେ ସମସ୍ତେ ନିଜ ପ୍ରେମ ପାଇଁ ଆତ୍ମା କୁ ତ୍ୟାଗ କରିବାକୁ ମଧ୍ୟେ ପଚାଉନଥିଲେ । କିନ୍ତୁ ବର୍ତ୍ତମାନ ଓଲଟା ଘଟୁଛି । ତେବେ ଏବେ କା ପ୍ରେମ କେବଳ ଧୋକା ଆଉ ପ୍ରତାରଣା ଦେଉଛି । ଏହି ପରି ଏକ ଘଟଣା ଘଟିଛି ପ୍ରେମ ବ୍ୟାପାର କୁ ନେଇ । ଆସନ୍ତୁ ଜାଣିବା ।

ଘଟଣା ଟି ଘଟିଛି ଇନ୍ଦୋର ସହରରେ । ଇନ୍ଦୋର ରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ଏପରି ଯେ ଆପଣଙ୍କ ଦେହ ରେ ଲୋମ ଛିଡା କରିଦେବ । ସୋସିଆଲ ମିଡିଆ ରେ ଘଟିଛି ପ୍ରେମ ଓ ଏହା ପରେ ହତ୍ୟା ର ରୂପ ଧାରଣ କରିଛି । ଘଟଣା ଅନୁଯାୟୀ ଇନ୍ଦୋରରେ ରହୁଥିବା ପ୍ରିୟା ଅଗ୍ରୱାଲ ଙ୍କ ର ସୌରଭ ଓରଫ ଗୋଳୁ ଗୋଟ୍ରେଙ୍କ ସହ ସୋସିଆଲ ମେଡିଆରେ ସାକ୍ଷାତ ହୋଇଥିଲା । ଏହା ପରେ ସେମାନଙ୍କ ମଧ୍ୟ ରେ ଗଢ଼ିଥିଲା ପ୍ରେମ ସଂପର୍କ ।

ଗତ ଗୁରୁବାର ସନ୍ଧ୍ୟା ପ୍ରାୟ ୭ ଟା ସମୟ ରେ ପ୍ରିୟା ନିଜ ୬ ବର୍ଷର ଝିଅ କୁ ନେଇ ଗଲୁ କୁ ଦେଖା କରିବାକୁ ଯାଇଥିବା ବେଳେ ଗୋଲୁ ପ୍ରିୟାଙ୍କୁ ତାଙ୍କ ଝିଅ ସାମ୍ନାରେ ହତ୍ୟା କରିଛି । କୌଣସି କାରଣ ରୁ ସେ ପ୍ରିୟା କୁ ନିଜ ଝିଅ ସାମ୍ନା ରେ କଇଁଚି ଟି ଏ ଭୂଷି ହତ୍ୟା କରିଛି । ବର୍ତ୍ତମାନ ଏହି ଘଟଣାର ସିସିଟିଭି ଫୁଟେଜ଼ ସାମ୍ନାକୁ ଆସିଛି । ଏହି ଭିଡ଼ିଓ ଅନୁଯାଇ ପ୍ରିୟା ଙ୍କ ବେକ ଓ ମୁଂହଁରେ ଗଭୀର କ୍ଷତ ଲାଗିଥିବା ଅନେକ ସ୍ଥାନ ରେ ଗଭୀର ଚୋଟ ଲାଗିଛି ।

ସେ ଅନେକ ଆହତ ହୋଇଥିବା ବେଳେ ପ୍ରବଳ ରକ୍ତସ୍ରାବ ମଧ୍ୟ ହେଉଛି । ଆହତ ହୋଇ ସେ ଚାଲି ପାରି ନଥିଲେ । ସେଠାରେ ପାଖ ଘର ବାରଣ୍ଡା ରେ ବସି ନିଜ ଝିଅକୁ ଦୂରକୁ ଯିବାକୁ କହୁଥିଲେ ଓ ସେଇଠି ସେ ଶୋଇପଡ଼ିଲେ । ତା ପରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଅଭିଯୁକ୍ତ ଗଲୁ ମଧ୍ୟ ଏକ ଗାଡ଼ି ରେ ଫେରାର ହୋଇ ଯାଉଥିବା ସିସିଟିଭି ଫୁଟେଜ଼ରୁ ଜଣାପଡିଛି ।

ସଙ୍ଗେସଙ୍ଗେ ଖବର ପାଇବା ମାତ୍ରେ ପୋଲିସ ସେଠାରେ ପହଞ୍ଚି ସିସିଟିଭି ଫୁଟେଜ଼ ଜବତ କରିଛି । ତା ପରେ ତଦନ୍ତ ଚଳାଇ ଅଭିଯୁକ୍ତ ଗଲୁ କୁ ମଧ୍ୟ ଗିରଫ କରିଛି । କିନ୍ତୁ କାହିଁକି ସେ ପ୍ରିୟା କୁ ହତ୍ୟା କରିଛି ତା ହା ଏ ପର୍ଯ୍ୟନ୍ତ ମଧ୍ୟ ଜଣା ପଡିନାହିଁ । ତେବେ ଏପରି ଘଟଣା ଆଜି କାଲି ଅନେକ ଘଟୁଛି । ସୋସିଆଲ ମିଡିଆ ରେ ପ୍ରେମ ହେଉଛି ,ତା ପରେ ପ୍ରତାରଣା ବା ହତ୍ୟା ହେଉଛି । ତା ପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।