ପ୍ରେମିକ ଙ୍କୁ ପିଟିପିଟି , ଯୌନାଙ୍ଗ କାଟି ପ୍ରେମିକା ଘର ଆଗରେ ଜଳିଲା ପ୍ରେମିକର ଜୁଇ ଆଉ ତା ପରେ ଯାହା ଘଟିଲା ଜାଣିଲେ ବିଶ୍ୱାସ କରିପାରିବେ ନାହିଁ

0

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ସମାଜରେ କୁଆଡେ ହଜିଯାଇଛି ମାନବିକତା, ମଣିଷ ମଣିଷ ମଧ୍ୟରେ ଥିବା ସମ୍ପର୍କ ଆଦି। ଟିକେ ଟିକେ କଥାରେ ଏଠି ଆରମ୍ଭ ହେଉଛି ମାଡ଼ ଗୋଳ, ହତ୍ୟା ,ହିଂସାକାଣ୍ଡ ଇତ୍ୟାଦି ।ବୁଝିହେଉ ନାହିଁ କଣ ହୋଇନାଇଛି ଏହି ମଣିଷ ଜାତିକୁ , କଣ ପାଇଁ ଏମାନେ ଭୁଲିଯାଉଛନ୍ତି ସବୁକିଛି ଏବଂ କରି ବସିଛନ୍ତି ଏପରି ନିନ୍ଦନୀୟ ତଥା ଆମାନବୀୟ କାର୍ଯ୍ୟ।

ତେବେ ଏହିଭଳି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ ଜଣେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ କାନ୍ଦିପକେଇବେ ।
ତେବେ ଏହି ଘଟଣା କୁ ନେଇ ମନ ରେ ଏକ ପ୍ରଶ୍ନ ଉଙ୍କି ମାରୁଛି ତଥା ପ୍ରେମ କରିବା କଣ ଭୁଲ ଅଟେ ।

ଯଦି ଭୁଲ ହୋଇଗଲା ପ୍ରେମ କରି ତାର କଣ କ୍ଷମା ନାହିଁ କେବଳ ମୃତ୍ୟୁ ହିଁ ଅଛି। ତେବେ ବର୍ତ୍ତମାନ ର ଜମାନା ହେଉଛି ପ୍ରେମର। ଯୁବ ଯୁବତୀ ମାନେ ପ୍ରେମ କରିଛନ୍ତି ଯାହାକି ଅନ୍ଧ ଅଟେ , ସେ ଦେଖେ ନାହିଁ ଧନୀ ଗରିବ ର ଫରକ, ଜାତି ଅଜାତି ର ଭିନ୍ନତା ବାସ ଦୁଇଟି ହୃଦୟ ର ମିଲନ ରେ ପ୍ରେମ ହୋଇଥାଏ

କିନ୍ତୁ ମିଯାଏଫ୍ରପୁର ର ଜଣେ ଯୁବକ ଙ୍କୁ ପ୍ରେମ କରିବା ବହୁତ୍ ଭାରି ପାଡିଛି , ଶେଷରେ ପ୍ରେମ ପାଇଁ ତାଙ୍କୁ ଅତି ନିର୍ମମ ଭାବରେ ପିଟିପିଟି ହତ୍ୟା କରିଛନ୍ତି ପ୍ରେମିକା ର ପରିବାର ବର୍ଗ। ଏପଟେ ପୁଅ ର ମୃତ୍ୟୁ ରେ ଉତେଜିତ ହୋଇ ପୁଅ ପରିବାର ଲୋକେ ପ୍ରେମିକା ର ଘର ଆଗରେ ପ୍ରେମିକ ର ଜୁଇ ଜଳେଇ ଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ ଯେ, ମିଜାଫରପୁର ର କଣ୍ଟି ଅଞ୍ଚଳରେ ଶୌରଭ ନାମକ ଜଣେ ୨୨ ବର୍ଷୀୟ ଯୁବକ ସେହି ଅଞ୍ଚଳ ଜଣେ ଯୁବତୀ ଙ୍କୁ ପ୍ରେମ କରୁଥିଲେ। ମାତ୍ର ଯୁବତୀ ଙ୍କର ପରିବାର କୁ ଏହା ପସନ୍ଦ ନଥିଲା ସେମାନେ ଏହାର ଘୋର ବିରୋଧ କରିଥିଲେ।ତେବେ ପରେ ନିଜ ଭଉଣୀ ଙ୍କୁ ଯୋଜନା ରେ ସାମିଲ କରି ସୌରଭ ଙ୍କୁ ନିଜ ଘରକୁ ଡାକିଥିଲେ। ମାତ୍ର ସୌରଭ ଆସିବା ପରେ ତାଙ୍କୁ ଏକ ରୁମ ରେ ଭର୍ତ୍ତି କରି ଅତି ନିର୍ମମ ଭାବରେ ମାଡ଼ ମାରିଥିଲେ ଏବଂ ସେ ଅଚେତ ହୋଇଯିବା ପରେ ତାଙ୍କର ଯୌନାଙ୍ଗ କୁ କାଟି ଦେଇଥିଲେ।

ମାତ୍ର ଯେତେବେଳେ ଜାଣିପାରିଲେ କି ସେ ଆଉ ବଂଚିବେ ନାହିଁ ବୋଲି ସେତେବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ପଳେଇଯାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ୍ ଘୋଷଣା କରିଥିଲେ। ତେବେ ଏଥିରେ ଉତେଜିତ ହୋଇ ସୌରଭ ଙ୍କର ପରିବାର ଲୋକେ ତାଙ୍କର ଶବ କୁ ପ୍ରେମିକା ର ଭାଇ ର ଘର ଆଗରେ ଜୁଇ ଲଗାଇ ଥିଲେ। ତେବେ ଏସବୁ ଗ୍ରାମ ବାସୀ ଏବଂ ପୋଲିସ ଙ୍କର ଉପସ୍ଥିତ ରେ ହୋଇଥିଲା ।ପରେ ପୋଲିସ ରେ ଅଭିଯୋଗ ହେବା ପରେ ପୋଲିସ୍ ଝିଅ ର ଭାଇ ସହ ୬ ଜଣଙ୍କୁ ଗିରଫ କରିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।