ଦେଖନ୍ତୁ ଭିଡିଓ ବହୁତ ଦିନ ପରେ ରେ ସୋସିଆଲ ମିଡିଆ ଆଗରେ ଶେଷରେ ମୁହଁ ଖୋଲି ଧମକ ଦେଲେ ଅନୁ ଚୌଧୁରୀ ଏବଂ ଶ୍ରୀତମ ନ ମାନିଲେ

0

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ସାମାଜିକ ଗଣ ମାଧ୍ୟମ କରିଥାଏ।ଏହି ସୋସିଆଲ ମିଡ଼ିଆ ଦ୍ବାରା ଆମେ ସାରା ବିଶ୍ୱ ରେ କଣ ହେଉଛି ନାହିଁ ତାହା ଜାଣିପାରିଥାଉ ଏବଂ ଏହା ଲୋକ ଓ ସରକାର ଙ୍କ ମଧ୍ୟରେ ଏକ ଲିଙ୍କ ଭାବରେ କାର୍ଯ୍ୟ କରିଥାଏ।

କିନ୍ତୁ ବନ୍ଧୁଗଣ ଆମେ ଆପଣଙ୍କୁ କହି ରଖୁଚୁ ଯେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ସମସ୍ତ ଘଟଣା ସତ୍ୟ ହୋଇନଥାଏ। ବରଂ ତା ପଛରେ ନିୟୁଜ ଚେନାଲ ଏବଂ ସୋସିଆଲ ୱେବସାଇଟ ର ମାଲିକ ଙ୍କର ସ୍ୱାର୍ଥ ଥାଏ କେଉଁଥି ପାଇଁ ସେମାନେ କୌଣସି ବି ଫୋଟ ବା ଭିଡ଼ିଓ କୁ ନିଜ ଇଚ୍ଛାରେ ପ୍ରକାଶିତ କରିଥାନ୍ତି।

ତେବେ ନିଜ ଚ୍ୟାନେଲ ର TRP ବଢ଼େଇବା ପାଇଁ କୌଣସି ଫୋଟ ବା ଭିଡ଼ିଓ କୁ ନେଇ ସେମାନେ ନିଜ ଇଚ୍ଛାରେ ତାହାକୁ ଇଣ୍ଟରପିଟ କରିଥାନ୍ତି। ତେବେ ବର୍ତ୍ତମାନ ଆପଣ ମାନେ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେଉଥିବା ଓଲିଉଡ ର କୁଇନ ଅନୁ ଚୌଧରୀ ଏବଂ ଶ୍ରିତମ ଙ୍କର ଏକ ଭିଡିଓ ଭାଇରଲ ହୋଇଥିଲା ।ଯେଉଁଥିରେ କୁହାଯାଉଥିଲା କି ଉଭୟ ଅନୁ ଏବଂ ଶ୍ରୀତମ ପରସ୍ପର କୁ ଦ୍ଵିତୀୟ ବିବାହ କରିଛନ୍ତି ବୋଲି। କିନ୍ତୁ ଏହି ଭିଡ଼ିଓ ର ସତ୍ୟତା କୁ ନେଇ ଗତ କାଲି ମୁହଁ ଖୋଲିଛନ୍ତି ଅନୁ ଏବଂ ଶ୍ରୀତମ ।ତେବେ ଆସନ୍ତୁ ଜାଣିବା କଣ କହିଛନ୍ତି ଦୁହେଁ ।

ଉଭୟ ଅନୁ ଏବଂ ଶ୍ରୀତମ କହିଛନ୍ତି କି ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ଏହି ଭିଡ଼ିଓ ଏବଂ ଫୋଟ ଗୁଡ଼ିକ ହେଉଛି ଆମର ଆଗାମୀ ସୁପରହିଟ ଫିଲ୍ମ ” ମା ଓ ମମତା” ର ଅଟେ।ପ୍ରକୃତ ରେ ଫିଲ୍ମ ର ଅଭିନୟ ପାଇଁ ଆମେ ଦୁହେଁ ବିବାହ ର ଅଭିନୟ କରିଥିଲୁ ।ମାତ୍ର ସୋସିଆଲ ମିଡ଼ିଆ ରେ ଭିନ୍ନ ଭିନ୍ନ ୱେବସାଇଟ ରେ ଏହାକୁ ଭିନ୍ନ ଭିନ୍ନ ଢ଼ଙ୍ଗ ରେ ପ୍ରକାଶିତ କରାଯାଇଥିଲା ।

ତେବେ ଓଡ଼ିଆ ଫିଲ୍ମ ଇନ୍ଦ୍ରଷ୍ଟ୍ରି ର ଏଭର ଗ୍ରୀନ ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି କି, ବର୍ତ୍ତମାନ ନିୟୁଜ ରିପୋର୍ଟର ମାନେ ନିଜର TRP ବଢାଇବା ପାଇଁ ଏବଂ ନିଜ୍ ସ୍ୱାର୍ଥ ପାଇଁ କୌଣସି ବି ଫୋଟ ଓ ଭିଡ଼ିଓ ରେ କିଛି ବି ଲେଖୁଛନ୍ତି।ତେବେ ଏହା ଆମ ଫିଲ୍ମ ମା ଓ ମମତା ର ସୁଟିଂ ର ଫୋଟ ଅଟେ ।ତେବେ ଆମର ଏଥିରେ କିଛି କହିବାର ନାହିଁ ତାଙ୍କ ମନକୁ ଯାହା ଆସୁଛି ସେମାନେ ଲେଖୁଛନ୍ତି।

ଅନ୍ୟ ପକ୍ଷରେ, ହ୍ୟାଣ୍ଡସମ ହିରୋ ଶ୍ରୀତମ କହିଛନ୍ତି କି, ସୋସିଆଲ ମିଡ଼ିଆ ରେ ଏହିସବୁ ଫୋଟ ଓ ଭିଡ଼ିଓ କୁ ସେୟାର କରି ସେମାନେ ନିଜର TRP ବଢ଼ାଇ ନାହାନ୍ତି ବରଂ ମୁକ୍ତ ରେ ଆମ ଫିଲ୍ମ ର ପ୍ରମସନ କରୁଛନ୍ତି ଏବଂ ଆମକୁ ଲୋକମାନ ଙ୍କ ପାଖରେ ପହଞ୍ଚାଇବା ରେ ସାହାଯ୍ୟ କରୁଛନ୍ତି ।


ତେବେ ଏହି ଫୋଟ ଓ ଭିଡ଼ିଓ କୁ ନେଇ ଉଭୟ ଅନୁ ଏବଂ ଶ୍ରୀତମ ଉତେଜିତ ନହୋଇ ବରଂ ବହୁତ ସରଳ ଭାଷା ରେ ତାହାର ପ୍ରକୃତ ଅର୍ଥ ବୁଝାଇଛନ୍ତି।ତେବେ ଏହା ତାଙ୍କର ପ୍ରଶଂସକ ମାନଙ୍କୁ ବହୁତ ଖୁସି କରିଥିବା ଜଣାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ ।