Ajira anuchinta – ଯେଉଁ ନାରୀର ବାଳ କୁଞ୍ଚି କୁଞ୍ଚି ହୋଇଥାଏ ସେମାନଙ୍କ ଚରିତ୍ର କିପରି ହୋଇଥାଏ

0

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଏହି ସମାଜରେ ବଞ୍ଚିବାକୁ ହେଲେ ତାକୁ କେତେକ ନୀତି ନିୟମ କୁ ମାନିବାକୁ ହୋଇଥାଏ ଯାହା ଦ୍ୱାରା ସେ ଏକ ସୁଖମୟ ଜୀଵନ କଟିବାରେ ସକ୍ଷମ ହୋଇଥାଏ। ତେଣୁ ଆସନ୍ତୁ ଜାଣିବା କେତେକ ଅନୁଚିନ୍ତା ବିଷୟରେ ଯାହାକି ଆପଣଂକୁ ବହୁତ ସାହାଯ୍ୟ କରିବ।

1. ଯେଉଁ ବ୍ୟକ୍ତି ମାନେ ଏଠି ସେଠୀ ଛେପ ପକାଇବା ର ଖରାପ ଅଭ୍ୟାସ ରଖିଥାନ୍ତି ସେମାନଙ୍କୁ କେବେ ହେଲେ ବି ମାନ ସମ୍ମାନ ପ୍ରାପ୍ତ ହୋଇ ନଥାଏ ଏବଂ ସେମାନଙ୍କୁ ପୂର୍ବରୁ ମିଳିଥିବା ମାନ ସମ୍ମାନ ନଷ୍ଟ ହାଇଯାଇଥାଏ । ତେଣୁ ଉପଯୁକ୍ତ ସ୍ଥାନରେ ଛେପ ପକାଇବା ପାଇଁ ଚେଷ୍ଟା କରନ୍ତୁ।ଏହା କଲେ ଅପଣଙ୍କ ର ମଙ୍ଗଳ ହାଇଥାଏ।

2. ମନେରଖନ୍ତୁ ଯେଉଁ ମନଙ୍କ ଖାଇ ସାରିବା ପରେ ଅଇଁଠା ବାସନ ଛାଡି ଯିବାର ଅଭ୍ୟାସ ଥାଏ ସେମାନଙ୍କୁ ମିଳିଥିବା ସଫଳତା ସିଘ୍ର ନଷ୍ଟ ହାଇଯାଇଥାଏ। କିମ୍ବା ସଫଳତା ପାଇବା ପାଇଁ ସେମାନଙ୍କୁ ବହୁତ କଷ୍ଟ କରିବାକୁ ପଡିଥାଏ ।ତେଣୁ ମନେ ରଖନ୍ତୁ ଖାଇ ସାରିବା ପରେ ଅଇଁଠା ବାସନ ଛାଡିକି ଯାଆନ୍ତୁ ନାହିଁ।ନଚେତ ଏହା ଦ୍ଵାରା ମାତା ଲକ୍ଷ୍ମୀ ମଧ୍ୟ କ୍ରଧିତ ହଇଥାନ୍ତି ।

3. ସର୍ବଦା ମନେ ରଖନ୍ତୁ ଯେଉଁ ବ୍ୟକ୍ତି ମାନେ ସୁର୍ଯ୍ୟ ଉଦୟ ସମୟରେ ଏବଂ ସୁର୍ଯ୍ୟ ଅସ୍ତ ସମୟରେ ଏବଂ ଦୀନ ୧୨ ଟାରେ ଖାଇବା ସଇବା କିମ୍ବା ଝଗଡା କରିବା ଭଳି ଅଭ୍ୟାସ ରଖିଥାନ୍ତି ସେମାନଙ୍କ ର ଭାଗ୍ୟ ସର୍ବଦା ଦୁର୍ଭାଗ୍ୟ ରେ ପରିଣତ ହେବା ସହ ସେମାନଙ୍କ ଘରେ ଦରିଦ୍ରତା ବୃଦ୍ଧି ପାଇଥାଏ।

4. ଯେଉଁ ବ୍ୟକ୍ତି ମାନେ ସର୍ବଦା ଦାନ୍ତରେ ନଖ ଛିଣ୍ଡାଇ ଥାନ୍ତି ଏବଂ ଖାଇ ସାରିବା ପରେ ଥାଳି ରେ ହାତ ଧଇଥାନ୍ତି ସେମାନେ ଜୀବନ ରେ ସର୍ବଦା ଦରିଦ୍ରତାର ଶୀକାର ହଇଥାନ୍ତି।ଏଣୁ ଆପଣ କେବେବି ଏପରି ଭୁଲ କରନ୍ତୁ ନାହିଁ।

5. ମନେରଖନ୍ତୁ ଯେଉଁ ବ୍ୟକ୍ତି ମାନଙ୍କ ର ଅମାବାସ୍ୟା ଦୀନ ମାଂସ ଓ ମଦ ଖାଇବା ର ଅଭ୍ୟାସ ଥାଏ ସେମାନଙ୍କ ର ଖୁବଶୀଘ୍ର ଦୁର୍ଘଟଣା ହେବାର ସମ୍ଭାବନା ଥାଏ।ଏବଂ ସେମାନଙ୍କ ଘରେ ସର୍ବଦା ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ।

6. ଯେଉଁ ପରିବାରରେ ବହରୁ ଆସୁଥିବା ଲକମାନଙ୍କୁ ସ୍ବଛ ପାଣି ପିଇବା କୁ ଦିଆଯାଏ ସେ ପରିବାର ପ୍ରତି ରାହୁ ଗ୍ରହଙ୍କର ଅଶୁଭ ପ୍ରଭାବ ପଡି ନଥାଏ ।ଏବଂ ସେ ପରିବାର ର ସର୍ବଦା ମଙ୍ଗଳ ହାଇଥାଏ।

7. ଯେଉଁ ବ୍ୟକ୍ତି ମାନେ ମଙ୍ଗଳବାର,ଗୁରୁବାର,ଶନିବାର ,ଏକାଦଶୀ,ଚତୁଦାସୀ,ଅମାବାସ୍ୟା ଏବଂ ପୂର୍ଣ୍ଣିମା ରେ ବାଳ କାଟିବା ର ଅଭ୍ୟାସ ଥାଏ ସେମାନଙ୍କ ଜୀବନରେ ଘର ଦୁଖଃ ଓ ଦାରିଦ୍ରତା ର ଶିକାର ହେବା ପାଈଁ ପଡିଥାଏ ।

8. ଖାଇବା ସମୟରେ ଖାଦ୍ୟ ପଦାର୍ଥରେ ଚୁଟି ବାହାରିଲେ ଏହା ବହୁତ ଅମଙ୍ଗଳ ହାଇଥାଏ ଏବଂ ଏହା ଆପଣଙ୍କ ସ୍ବାସ୍ଥ୍ୟପାଇଁ ଖରାପ ହେବ ସହ ଅନେକ ରୋଗ ହେବାର କାରଣ ମଧ୍ୟ ହାଇଥାଏ।

9. ଯେଉଁ ବ୍ୟକ୍ତି ମାନେ ବାରମ୍ବାର ଚୁଟିକୁ ଛୁଇଁବା କିମ୍ବା ଚୁଟି ରେ ହାତ ମରିବାର ଖରାପ ଅଭ୍ୟାସ ରହିଥାଏ ତେବେ ସେମାନଙ୍କ ର ବହୁତ ଅମଙ୍ଗଳ ହାଇଥାଏ।

10. ଯେଉଁ ବ୍ୟକ୍ତି ମାନେ ଚୁଟି କୁ ନ ବାନ୍ଧି ଚୁଟି କୁ ଖୋଲି ରଖିବାର ଖରାପ ଅଭ୍ୟାସ ରହିଥାଏ ଏହା ସେମାନଙ୍କ ପାଇଁ ବହୁତ ଅଶୁଭ ହାଇଥାଏ ଏବଂ ମନେରଖନ୍ତୁ ଯଦି ଆପଣ ଚୁଟି ବାନ୍ଧି କରି ରଖୁଛନ୍ତି ତେବେ ଅପଣଙ୍କ ଚେହେରାର ସର୍ବଦା ଚମକ ଆସିଥାଏ।

11  .ଯେଉଁ ମହିଳା ମାନଙ୍କର ମୁଣ୍ଡରେ କେଶ କୁଞ୍ଚି କୁଞ୍ଚି ରହିଥାଏ ସେମାନେ ଅତି ସୌଭାଗ୍ୟବର୍ତ୍ତି ହୋଇଥାନ୍ତି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।