ollywood news -ଏହି ଅଭିନେତ୍ରୀ ଙ୍କୁ ବିବାହ କଲେ ଓଡ଼ିଆ ଜଗତ ର କମେଡିଆନ ଗୁଡ଼ୁ ଦେଖନ୍ତୁ ବିବାହ ଭିଡିଓ

0

ବିବାହ ହେଉଛି ଏକ ଏପରି ପବିତ୍ର ବନ୍ଧନ ଯେଉଁଠି ଜଣେ ସ୍ବାମୀ ଦଶଦିଗ ପାଳ , ହୋମ ନିଆ ଓ ତେତିଶ କୋଟି ଦେବା ଦେବୀ ଙ୍କୁ ସାକ୍ଷୀ ରଖି ଜଣେ ମହିଳା ଙ୍କୁ ସ୍ତ୍ରୀ ରୂପେ ବରଣ କରିଥାଏ । ସ୍ତ୍ରୀ ର ସିନ୍ଥି ରେ ସିନ୍ଦୂର ଦେଇଥାଏ ଓ ସାତ ଜନ୍ମ ପାଇଁ ସ୍ତ୍ରୀ ର ସୁଖ ଦୁଃଖ ର ଭାର ନେଇଥାଏ ।

ତେବେ ସ୍ତ୍ରୀ ମଧ୍ୟ ସ୍ବାମୀ ତା ଭଲ ହେବା ପାଇଁ ଓ ଦୀର୍ଘାୟୁ ପାଇଁ ଶିନ୍ଥି ରେ ସିନ୍ଦୂର ପିନ୍ଧେ । ବିବାହ କେବଳ ଦୁଇଟି ଲୋକ ର ମିଳନ ନୁହେଁ । ଦୁଇଟି ପରିବାର ର ମିଳନ ମଧ୍ୟ । କିନ୍ତୁ ଏହି ବିବାହ ରେ ଦୁଇଟି ଆତ୍ମା, ଦୁଇଟି ମନ , ମିଳିମିଶି ଏକ ହୋଇଯାଏ । ତେବେ ବର୍ତ୍ତମାନ କୋରୋନା ଚାଲୁଥିବା ରୁ ବିବାହ ନିୟମ ରେ ଅନେକ ରୋକ ରହିଛି ଯାହାକୁ ମାନିବାକୁ ପଡିଥାଏ ।

ତେବେ ବର୍ତ୍ତମାନ ଏକ ଖବର ଆସି ପହଞ୍ଚିଛି । ବିବାହ ବନ୍ଧନରେ ବାନ୍ଧି ହେବେ ଓଲିଉଡ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତା ଗୁଡୁ । ବିବାହ ଜୀବନ ର ଦ୍ୱିତୀୟ ପର୍ଯ୍ୟାୟ ହୋଇଥାଏ । ଏହି ବିବାହ ଠାରୁ ଉଭୟ ପୁଅ ଝିଅ ସ୍ବାମୀ ସ୍ତ୍ରୀ ହୋଇଯାଆନ୍ତି । ସେମାନଙ୍କ ଜୀବନ ଚର୍ଯା ମଧ୍ୟ ବଦଳିଯାଏ । ତେବେ ଗୁଡୁ ମଧ୍ୟ ବର ବେଶରେ ସଜେଇ ହେବେ । ବିବାହ କରିବେ ତାଙ୍କ ବାନ୍ଧବୀ ମାମା ଙ୍କୁ ।

ଗୁଡୁ ଓଲିଉଡ ରେ ହାସ୍ୟ ଅଭିନେତା ଭାବେ ସମସ୍ତଙ୍କ ମନ ରେ ରାଜ କରନ୍ତି । କିନ୍ତୁ ଏବେ ତାଙ୍କ ର ରାଜକୁମାରୀ ଆସିଯିବେ । ଗୁଡୁ ଏବେ ମାମା ଙ୍କ ଠାରୁ ପାଣି ଗ୍ରହଣ କରିବେ । ସୋମବାର ସେମାନଙ୍କ ବିବାହ ହେବ । ତେବେ ଏମିତି ଅନେକ ଅଭିନେତା ଅଭିନେତ୍ରୀ ବିବାହ କରିବା ଆମେ ଦେଖିବାକୁ ପାଇଛୁ । ବର୍ତ୍ତମାନ ବେଶ୍ ଚର୍ଚ୍ଚା ରେ ରହୁଛନ୍ତି ଅନୁଭବ ଆଉ ବର୍ଷା ଙ୍କ ଯୋଡ଼ି । ସେମାନେ ମଧ୍ୟ ଏହି ଇଣ୍ଡଷ୍ଟ୍ରି ରେ କାମ କରି ପରସ୍ପର କୁ ଭଲ ପାଇ ବିବାହ କରିଥିଲେ ।

ଓଡ଼ିଶା ବାସୀ ମଧ୍ୟ ଏହି ଯୋଡ଼ି କୁ ପସନ୍ଦ କରନ୍ତି । କିନ୍ତୁ ବର୍ତ୍ତମାନ ସେମାନଙ୍କ ମଧ୍ୟ ରେ ମନ ମାଳିନ୍ୟ ଘଟିଛି । ତେବେ କିଛି ଦିନ ଆଗରୁ ସବ୍ୟସାଚୀ ଓ ଅର୍ଚ୍ଚିତା ମଧ୍ୟ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ ଗୁ ଡୁ ମଧ୍ୟ ବିବାହ ବନ୍ଧନ ରେ ବାନ୍ଧି ହେବେ ସୋମୋବର୍ । ନିଜ ବାନ୍ଧବୀ ମାମା ଙ୍କୁ କୁ ବିବାହ କରିବେ । ତେବେ ବର୍ତ୍ତମାନ କୋରନା ନିୟମ ଚାଲୁଥିବା ରୁ ସେମାନେ ସେହି ନିୟମ ମାନି ବିବାହ କରିବେ ।

ତେଣୁ ଉଭୟ ବର ଓ ବୋହୂ ଙ୍କ ପରିବାର ରୁ କମ୍ ଲୋକ ଙ୍କ ଉପସ୍ଥିତି ରେ ଏବି ବିବାହ ସମ୍ପନ୍ନ ହେବ । ସାମାଜିକ ଦୂରତା , ମାସ୍କ୍ , ଗାଇଡ ଲାଇନ କୁ ମାନି ଏହି ବିବାହ ହେବ ବୋଲି ଜଣାଇଛନ୍ତି । ତେବେ ତାହେଲେ ହାସ୍ୟ ଅଭିନେତା ଗୁଡୁ ମଧ୍ୟ ବିବାହ କରିବେ ଓ ବିବାହ ପର ଠାରୁ ନିଜ ବାନ୍ଧବୀ ମାମା ଙ୍କ ସହିତ ଜୀବନ ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।