dr. deepa sharma ମୃତ୍ୟୁ ପୂର୍ବରୁ ଟ୍ୱିଟରରେ ତାଙ୍କ ଫଟୋ ସେୟାର କରି ଲେଖିଥିଲେ କିଛି ଏଭଳି କଥା ପରିବାର ଲୋକ ଦେଖ୍ ଆଶ୍ଚର୍ଯ୍ୟ

0

ଧିରେ ଧିରେ କୋରନା ତାର ଉଗ୍ର ରୂପ ଦେଖାଇବାରେ ଲାଗିଛି ଯାହା ପାଇଁ ଆମେ ସମସ୍ତେ ଏତେ ସବୁ ଅସୁବିଧା ଭୋଗ କରୁଛୁ । ଦିନ କୁ ଦିନ ଲକ୍ଷ ଲକ୍ଷ ଲୋକ ଙ୍କ ର କୋରନା ପରୀକ୍ଷା ହେଉଛି। ଅନେକ ଲୋକ ଆକ୍ରାନ୍ତ ବି ହେଉଛନ୍ତି । ବର୍ତ୍ତମାନ ର ମହାମାରୀ ଯାହା ମଧ୍ୟ ସମସ୍ତ ଙ୍କ ପାଦ ରେ ବେଢ଼ି ପକାଇଦେଇଛି । ସାରା ଭାରତ ରେ ଲୋକ ଏତେ ସଂଖ୍ୟା ରେ ମୃତ୍ୟୁ ବରଣ କରୁଛନ୍ତି ଯେ ସବ ଦାହ କାର୍ଯ୍ୟ ପାଇଁ ଜାଗା ଟିକେ ବି ମିଳୁନାହିଁ ।

ଏଥି ସହିତ ପ୍ରକୃତି ମଧ୍ୟ ତାର ଦାଉ ସାଧୁଛି । ପ୍ରକୃତି ଦିନ କୁ ଦିନ ନୂଆ ନୂଆ ରୂପ ଦେଖାଇବା ସହିତ ଭୟଙ୍କର ଉଗ୍ର ରୂପ ଧାରଣ କରୁଛି । ସେହି ଭଳି ଏକ ବିରାଟ ଭୟଙ୍କର ଭୂସ୍ଖଳନ ଦେଖିବା ପାଇଁ ମିଳିଛି ହିମାଚଳ ଠାରେ । ଏହି ଭୟଙ୍କର ଭୂସ୍ଖଳନ ଯୋଗୁଁ ସେ ବିରାଟ ପର୍ବତ ରୁ ପଥର ମାନ ଗୁଣ୍ଡ ଗୁଣ୍ଡ ହୋଇ ଖସି ଯାଉଛି ଏବଂ ସେହି ଅଞ୍ଚଳ ରେ କିଛି ଘର ଭାଙ୍ଗିଦେବା ସହିତ ବହୁତ୍ କ୍ଷତି ଘଟାଇଛି ।

ଦୁନିଆ ରେ ବହୁତ୍ ପ୍ରକାର ଘଟଣା ଦୁର୍ଘଟଣା ମାନ ଘଟୁଛି । ଏହି କଳି ଯୁଗ ରେ କିଛି ଭି ହୋଇ ପରେ । ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ ।ସତ କହିବା ପାଇଁ ଗଲେ ବିପଦ ଯେତେବେଳେ ଆସିଥାଏ ତାହା ନ କହି ଆସିଥାଏ । ଘରେ ଲୁଚି ବସିଲେ ଭି ବିପଦ ଯଦି ପଡ଼ିବାର ଥାଏ ।

ତେବେ ତାହା କୌଣସି ମୋତେ ଆସି ଯାଇଥାଏ ଯେତେ ସତର୍କତା ଅବଲମ୍ବନ କରିଲେ ଭି । ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବିପଦ ପଡ଼ିବ ତାହା ଜଣା ନାହିଁ । କିନ୍ତୁ ଆମ ଆଗରେ ଏପରି ଏକ ଘଟଣା ଆସି ପହଞ୍ଚିଛି ଯାହା ଆପଣ ମାନେ ଦେଖିଲେ କି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ମନରେ ନିହାତି ଭାବରେ ପ୍ରଶ୍ନ ଆସିବା କଣ ଏହି ପରି ହୋଇ ପାରେ ।ଏମିତି ହେବାର କାରଣ କଣ ।

ଏହି ହିମାଚଳ ପ୍ରଦେଶ ରେ ଗୋଟିଏ ହସିଲା ଖେଳିଲା ମୁହଁ ଟି ନିରବି ଗଲା । ମନ ରେ ଅସରନ୍ତି ଆଶା ଓ ଇଚ୍ଛା କୁ ନେଇ ଆଗେଇ ଚାଲିଥିଲେ ସେ । ତାଙ୍କ ମନ ଭିତରେ ଥିଲା କିଛି ନୂଆ ନୂଆ କରିବାର ଇଛା । ପ୍ରକୃତି ର ରୂପ ଉପରେ ଆକୃଷ୍ଟ ହୋଇ ଆଗେଇ ଚାଲିଥିଲେ । ଆମେ ଡାକ୍ତର ଦିପା ଶର୍ମା ଙ୍କ ବିଷୟରେ କହୁଛୁ ଯିଏ କି ହିମାଚଳ ପ୍ରଦେଶ ଭୂସ୍ଖଳନ ରେ ମୃତ୍ୟୁ ବରଣ କରିଛନ୍ତି ।

ତାଙ୍କ ଗାଡ଼ି ଉପରେ ପଡି ଯାଇଥିଲା ଏକ ବିରାଟ ପଥର ଯେଉଁଥିରେ ତାଙ୍କ ସହିତ ଅନ୍ୟ ୩ ଜଣଙ୍କ ଜୀବନ ମଧ୍ୟ ଚାଲିଯାଇଥିଲା । ଦୀପା ମଧ୍ୟ ତାଙ୍କ ନିଜ ଫଟୋ ୧୨.୫୯ ରେ ସୋସିଆଲ ମିଡିଆରେ ଛାଡିଥିଲେ ଓ ଏହା ପରେ ୧.୨୫ ରେ ଭୂସ୍ଖଳନ ହୋଇଥିଲା ଓ ଏଥି ରେ ତାଙ୍କ ଜୀବନ ଚାଲି ଯାଇଥିଲା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।