Ajira anuchinta – ଯେଉଁ ମହିଳା ମାନଙ୍କ ର କାଖରେ କେଶ ରହିଥାଏ ସେମାନଙ୍କ ଚରିତ୍ର କିପରି ହୋଇଥାଏ

0

ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ ।କେବେକେବେ ଆମେ ନିତିଦିନ ମାନି ଆସୁଥିବା କେତେକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୋଇଲି ଉଲ୍ଲେଖ ହୋଇଥାଏ ।

ଆମେ ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଆମ ପୁରାଣ ରେ ବର୍ଣ୍ଣିତ ଥିବା କେତେକ ରୀତିନୀତି ବିଷୟରେ ଜଣେଇବୁ ।ଯାହାକି ଆମର ପ୍ରତିଦିନ ଜିବନ ରେ କାର୍ଯ୍ୟ ରେ ଆସିବ ।କେବେକେବେ ଆମେ ଅଜାଣତରେ ଏମିତି କିଛି ଅଭ୍ୟାସ କରିନେଇଥାଉ ଯାହା ପାଇଁ ଆମ କୁ ବହୁତ ପସ୍ତେଇବାକୁ ପଡିଥାଏ ।ତେବେ ଆମେ ଆଜି ଆପଣଂକୁ ଜଣେଇବୁ ଏହିପରି କେତେକ କାର୍ଯ୍ୟ ବିଷୟରେ ଯାହାକୁ କରିବା ଦ୍ୱାରା ଆପଣଙ୍କ ଜୀଵନ ସୁଖମୟ ହେବ।
୧.ଯଦି ଆପଣଙ୍କ ଘରେ ପିଲାର ପାଠ ପଢ଼ାରେ ମନ ଲାଗୁନାହିଁ କିମ୍ବା ସେ ପଢିବା ଠାରୁ ଦୂରେଇ ରହୁଛି ତେବେ ଆପଣ ସେହି ରୁମ ରେ ଶୁଦ୍ଧ ଘିଅ ଦୀପ ଲଗାନ୍ତୁ ଏବଂ ପିଲାଙ୍କୁ ପୂର୍ବ ଦିଗକୁ ମୁହଁ କରି ପାଠ ପଢିବାକୁ କୁହନ୍ତୁ।ଦେଖିବେ ପିଲାର ପଠା ପ୍ରତି ଇଚ୍ଛାଶକ୍ତି ବୃଦ୍ଧି ପାଇବ।

୨.ପାଠ ପଢ଼ୁଥିବା ପିଲା ମାନଙ୍କୁ ବାଦାମ,ମିଶ୍ର ଓ ମଧୁରିକା କୁ ଗୁଣ୍ଡ କରି ।ଶୋଇବା ପୂର୍ବରୁ ଏକ ଗ୍ଲାସ ଉଷୁମ ପାଣିରେ ଦୁଇ ଚାମଚ ଏହି ଗୁଣ୍ଡ ପକାଇ ଖାଇବାକୁ ଦିଅନ୍ତୁ ଏହା ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

୩.ସକାଳେ ଉଠିବା ପରେ ଉଷୁମ ପାଣିରେ ଗୁଆଘିଅ ମିଶାଇ ସେବନ କରନ୍ତୁ ଏହା ଶରୀର ଓ ମନ କୁ ସତେଜ ରଖିଥାଏ। ସେହିପରି ସକାଳେ ଉଠିବା ପରେ ଘରର ଦକ୍ଷିଣ-ପୂର୍ବ ସ୍ଥାନରେ ପକ୍ଷୀ ଙ୍କୁ ଖାଇବାକୁ ଦିଅନ୍ତୁ ଘରର ଆୟ ସର୍ବଦା ବୃଦ୍ଧି ହୋଇଥାଏ।

୪.ସକାଳୁ ଉଠିବା ପରେ ଗଣେଷ ଙ୍କ ଉପରେ ନାଲି ରଙ୍ଗର ଫୁଲ ଚଢ଼ନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ର ଘର କରିବାର ସ୍ୱପ୍ନ ପୁରା ହୋଇଥାଏ।

୫.ଯଦି ଆପଣଙ୍କ ଘରେ ପୁଅ ଓ କନ୍ୟା ର ବିବାହ ହେଉନାହିଁ ତେବେ ଏକ ମାସ ପର୍ଯ୍ୟନ୍ତ ଅଶ୍ୱସ୍ତ ବୃକ୍ଷ କୁ ପୂଜା କରନ୍ତୁ। ଏବଂ ପୁଅ ଝିଅ ଙ୍କର ଶୋଇବା ବେଳେ ତକିଆ ତଳେ ହଳଦୀ ବାନ୍ଧି ରଖନ୍ତୁ। ତାଙ୍କର ବିବାହ ବହୁତଶୀଘ୍ର ହୋଇଯିବ।

୬.ଯେଉଁ ବ୍ୟକ୍ତି ମାନଙ୍କ ର ବାମ ପାର୍ଶ୍ୱରେ କଳାଯାଇ ଚିନ୍ହ ରହିଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି ସେହିପରି ଡାହାଣ ପାର୍ଶ୍ଵରେ ଯାଇ ଥିଲେ ସେମାନେ ମାନ ସଂମାନ ଏବଂ ଉଚ୍ଚପଦବୀ ର ଅଧିକାରୀ ହୋଇଥାନ୍ତି।

୭.ଯେଉଁ ମହିଳା ମାନଙ୍କ ର କାଖରେ କେଶ ରହିଥାଏ ସେମାନେ ସମୃଦ୍ଧଶାଳୀ ଏବଂ ପରିଶ୍ରମୀ ହୋଇଥାନ୍ତି। ଏମାନେ ସାମଜରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥାନ୍ତି।

୮.ଯେଉଁ ମହିଳା ଙ୍କର ସ୍ତନ ବା ଛାତିରେ କେଶ ରହିଥାଏ ଏମାନେ ସ୍ୱାର୍ଥପର ଏବଂ ଲଜ୍ୟାହୀନ ହୋଇଥାନ୍ତି ।ଏହି ବ୍ୟକ୍ତି ମାନେ ନିଜ ଇଚ୍ଛାରେ ବଂଚିଥାନ୍ତି କୌଣସି ନୀତି ନିଅମ ଏମାନଙ୍କୁ ପସନ୍ଦ ନୁହେଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।