ଗାଡି ଚାଳକ ଙ୍କ ପାଇଁ ଖୁସି ଖବର ! ଏବେ ପେଟ୍ରୋଲ ମିଳିବ ଅଧା ଦାମ୍ ରେ, କ’ଣ କରିବାକୁ ପଡିବ ଜାଣନ୍ତୁ….

0

ବେଳେ ବେଳେ ଆମ ଦେଶରେ ଏଭଳି କିଛି କାର୍ଯ୍ୟ ହୋଇ ଥାଏ,ଯାହା ଆମେ କେବେ ଭାବି ନଥିବା ଆଉ ଏହି କାର୍ଯ୍ୟ ଦ୍ୱାରା ଲୋକ ମାନଂକର ବହୁତ୍ ସୁବିଧା ହୋଇ ଥାଏ। ତେବେ ଦେଶ ବଦଳିବା ସହ ଲୋକ ମାନେ ମଧ୍ୟ ବଦଳୁଛନ୍ତି,ସେମାନଙ୍କ ଚିନ୍ତା ଧାରା , ଆଚାର ବ୍ୟବହାର , କଥା ବାର୍ତା ରହିବାର ଶୈଳୀ ଆଦି ଅନେକ କିଛି ବଦଳି ଗଲାଣି।ତେବେ ସେମାନେ ଏବେ ନୂତନ ତା ରେ ରହିବାକୁ ପସନ୍ଦ କରୁଛନ୍ତି। ତେବେ ଏହି ନୁତନତା ମଧ୍ୟରେ ଏମିତି ଅନେକ ଲୋକ ଅଛନ୍ତି । ଯେଉଁ ମାନେ କି ନିଜ ର ବୁଦ୍ଧି ବଳ ରେ ଅନେକ କିଛି କରିବାକୁ ଚେଷ୍ଟା କରନ୍ତି। ତେବେ ଏହି ଚେଷ୍ଟା ଆମ କୁ ବହୁତ ସହାୟକ ହୋଇ ଥାଏ। ଅନେକ ଲୋକ ବା ପିଲା ମାନେ ଅଛନ୍ତି , ଯେଉଁମାନେ କି ନୁତନ ନୂତନ ଜିନିଷ ଆବିଷ୍କାର କରିବାକୁ ଚେଷ୍ଟା କରନ୍ତି। ତେବେ ଏହା ଆମ ଭବିଷ୍ୟତ ପାଇଁ ବହୁତ ଲାଭଜନକ ହୋଇ ଥାଏ।


ତେବେ ଆପଣ ମାନେ ସୋସିଆଲ ମିଡ଼ିଆରେ ବହୁତ ଗୁଡ଼ିଏ ନୂତନ ଜିନିଷ ଦେଖିବାକୁ ପାଉ ଥିବେ। ତେବେ ଅନେକ ଲୋକ ନୂତନ ଆପ ଗୁଡିକ ମାଧ୍ୟମ ରେ ଅନେକ ପଇସା ରୋଜଗାର କରୁଛନ୍ତି। ଏବେ ସବୁ ସୋସିଆଲ ମିଡ଼ିଆ , ଅନଲାଇନ ଆଦି ରେ ଅନେକ କାର୍ଯ୍ୟ ବହୁତ ସୁବିଧା ରେ ହୋଇ ଯାଉଛି,ଆଉ ଏଥିରୁ ଅନେକ ଲୋକ ବହୁତ ଲାଭ ପାଉଛନ୍ତି। ତେବେ ସେମିତି କିଛି ଆପ ଦେଖିବାକୁ ମିଳିଛି ଯାହା ଆମ କୁ ବହୁତ ସାହାଯ୍ୟ କରିବ।ତେବେ ସେହି ଆପ ଟି ହେଉଛି ଫୁଏଲ ଆପ,ଯାହା ମାଧ୍ୟମରେ ଆମେ ପେଟ୍ରୋଲ ଓ ଡ଼ିଜେଲ୍ ବହୁତ କମ୍ ଦାମରେ ପାଇବେ। କରନା ମହାମାରୀ ଲୋକଙ୍କ କ୍ରୟ କ୍ଷମତା କୁ ସୀମିତ କରି ଦେଇଛି , ଏମିତି କି ଖାଦ୍ୟ ସାମଗ୍ରୀ ସହିତ ଅନ୍ୟ ସବୁ ଜିନିଷ ର ଦର ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।


ଏହି ଫୁଏଲ ଆପ ପେଟିଏମ୍ ଆଉ ଫୋନ୍ ପେ ପରି ଏକ ଆପ ଅଟେ । ଏହି ଆପ ରେ ଆପଣ ପେମେଣ୍ଟ କଲେ ଆପଣ ଙ୍କୁ ଅଧା ପଇସା ପର୍ଯ୍ୟନ୍ତ କ୍ୟାସ୍ ବ୍ୟାକ୍ ମିଳି ପାରିବ ।ତେବେ ଆପଣ ଏଥିରେ ପେଟ୍ରୋଲ ବା ଡ଼ିଜେଲ କିଣିଲେ ଏଥିରେ ୫୦% କେଶ ବେକ ମିଳିବ।ଏହି ଆପ ରେ ମିଳୁ ଥିବା କ୍ୟାସ୍ ବ୍ୟାକ୍ ଅନ୍ୟ ଆପ ଯେମିତି ପେଟିମ୍ ଓ ଫୋନ୍ ପେ ଠାରୁ ସମ୍ପୂର୍ଣ ଅଲଗା ଅଟେ । ଏହି ଆପ ରେ ଆପଣ ଙ୍କୁ ସିଧା ସଳଖ ଭାବେ କ୍ୟାସ୍ ବ୍ୟାକ୍ ମିଳିବ ନାହିଁ । ସାମଗ୍ରୀ କିଣିବା ମିଳୁଥିବା ରସିଦ କୁ ଆପଣ ଫଟୋ ଉଠାଇ ଏହି ଆପ ରେ ଅପଲୋଡ଼ କରନ୍ତୁ ।


ଏହା ପରେ ଏହି ଆପ କୁ ଆପଣଙ୍କ କ୍ୟାସ୍ ବ୍ୟାକ୍ ରାଶି ଆସିଯିବ ।ଏହି କ୍ୟାସ୍ ବ୍ୟାକ୍ ରାଶି କୁ ଆପଣ ଇଛା ମୁତାବକ ଖର୍ଚ୍ଚ କରି ପାରିବେ । ଏହି ଆପ ରେ ଆପଣ 2000 ଟଙ୍କାର ଜିନିଷ କିଣିଥିବା ବିଲ୍ କୁ ଅପଲୋଡ଼ କରି ପାରିବେ ,ଏହା ଠାରୁ ଅଧିକ ରାଶି ଥିବା ରସିଦ କୁ ଅପଲୋଡ଼ କରିବା ଦ୍ଵାରା ପଇସା ମିଳିବ ନାହିଁ।ତେବେ ଏହି ଏବେ ଗୁଗୁଲ ପ୍ଲେଷ୍ଟର ରେ ଅପଲୋଡ଼ ହୋଇ ସାରିଛି।ଆପଣ ଏବେ ଯାଇ ତାକୁ ଡାଓଲୋଡ କରି ଏହାର ଲାଭ ଉଠାନ୍ତୁ ଆଉ ଅଧିକ କ୍ୟାସ ବେକ ପାନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।