ଦେଖନ୍ତୁ ଭିଡ଼ିଓ : ୧୦ ହଜାର ପେସେଣ୍ଟକୁ ଛୁଇଁଛି, ୧୦ ମିନିଟରେ ଭଲ ହୋଇ ଯାଉଛି “କରୋନା” ପୂରା ଘଟଣା ବିଷୟରେ ଜାଣନ୍ତୁ…

0

ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ଓ ନିଜର କାୟା ବିସ୍ତାର କୋରୋନା ବା COVID-19 ଏକ ଭାଇରସ ଜନିତ ରୋଗ ବୋଲି ଆପଣ ମାନେ ସମସ୍ତେ ଜାଣିଥିବେ । ଏହା ସହିତ ଏହା ଏକ ଭୟଙ୍କର ରୋଗ ଅଟେ । ପୃଥିବୀ ରେ ସବୁଠାରୁ ଦୃତ ଗତି ରେ ସଂକ୍ରମିତ ହେଉଥିବା ରୋଗ ମାନଙ୍କ ମଧ୍ୟ ରୁ ଏହା ଅନ୍ୟତମ ।

ମଣିଷ ର କେଶ ଠାରୁ ୯୦୦ ଗୁଣ ପତଳା ଏହି ଭାଇରସ ସମସ୍ତ ଙ୍କ ମନରେ ଭୟ ର ବାତାବରଣ ସୃଷ୍ଟି କରିଛି । ଚୀନ ରୁ ପ୍ରଥମେ ଚିହ୍ନଟ ହୋଇ ଥିବା ଏହି ଭୂତାଣୁ ଏବେ ପ୍ରତ୍ୟେକ ଦେଶ ରେ ଆତଙ୍କ ର କାରଣ ସାଜିଛି ।
ବିଶ୍ୱବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ସାଧାରଣ ଥଣ୍ଡା ଜ୍ବର, ଆଦି ରୁ ଆରମ୍ଭ ହୋଇ ଫୁସଫୁସ ଓ ଯକୃତ ଆଦି କୁ ଆକ୍ରାନ୍ତ କରି ସ୍ୱାଶକ୍ରୀୟା ରେ ବାଧା ସୃଷ୍ଟି ହେଉଛି । ଏହି ରୋଗ ରେ ଆବାଳବୃଦ୍ଧବନିତା ଆକ୍ରାନ୍ତ ହେଉଛନ୍ତି । ଅତ୍ୟଧିକ ମାତ୍ର ରେ ମଧୁମେହ ରୋଗୀ, ଉଚ୍ଚ ଚାପ ରୋଗୀ ଆଦି ଙ୍କୁ ଅଧିକ ସଂକ୍ରମଣ ର ଆଶଙ୍କା ରହି ଥାଏ । ଏଥି ରୁ ବଞ୍ଚିବା ପାଇଁ ବିଶେଷଜ୍ଞ ମାନେ ଅନେକ ସତର୍କ ସୂଚନା ଦେଇଛନ୍ତି ଯାହା ପାଳନ କରିଲେ କୋରୋନା ଭଳି ମହାମାରୀ ରୁ ବଞ୍ଚି ପାରିବେ ।

ସରକାର ଏଥି ନିମନ୍ତେ ଅନେକ ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ସମସ୍ତେ ଉଚିତ୍ ଭାବରେ କରୋନା ଗାଇଡ ଲାଇନ କୁ ପାଳନ କରିବା ଉ ଚିତ୍।ଯେପରିକି ସାମାଜିକ ଦୂରତା, ମାସ୍କ ପିନ୍ଧିବା, ସନିଟିଜର ବ୍ୟବହାର କରିବା ତଥା ଆୟୁଷ ମନ୍ତ୍ରାଳୟରୁ ଦିଆଯାଇଥିବା ସମସ୍ତ ଗାଇଡ ଲାଇନ କୁ ବ୍ୟବହାର କରିବା । ମଣିଷ ନିଜେ ସୁସ୍ଥ ରହିଲେ ପୁରା ଦେଶ ସୁସ୍ଥ ରହିବ ।

ତେବେ ଏହାକୁ ପ୍ରତ୍ୟାଖାନ କରି ଅବାଜ ଉଠାଇଛନ୍ତି କିଛି ଆନ୍ଦୋଳନ କାରୀ । ରାଜ ରାସ୍ତା ରେ ଆନ୍ଦୋଳନ କରୁଛନ୍ତି କରନା ରେ ସରକାର ଡରାଉଛି ଲୋକ ଙ୍କୁ । ତାଙ୍କ କହିବା ଅନୁଯାୟୀ ଉଭୟ ସ୍ବାମୀ ସ୍ତ୍ରୀ କରନା ସମୟ ରେ ୧୦ ହଜାର ରୁ ଉର୍ଦ୍ଧ୍ୱ ସଂକ୍ରମିତ ଙ୍କୁ ସ୍ପର୍ଶ କରିଛନ୍ତି । ବିନା ମାସ୍କ ରେ ମଧ୍ୟ ସ୍ପର୍ଶ କରିଛନ୍ତି । କରନା ସଂକ୍ରମିତ ଙ୍କୁ ଏକ ଗ୍ଲାସ୍ ରେ ଗରମ ପାଣି ଓ ଘିଅ ପିଇଲେ ସମ୍ପୂର୍ଣ ସୁସ୍ଥ ହୋଇ ଯାଉଛି ।

ଫୁସଫୁସ ରେ ଅସୁବିଧା ହେଲେ ହଳଦୀ ପାଣି ରେ ଲେମ୍ବୁ ଚିପୁଡ଼ି ପିଇଲେ କଫ ବାହାରି ଯାଉଛି ରୋଗୀ ସୁସ୍ଥ ହୋଇ ଯାଉଛି । ଏହା ଏକ ସାଧାରଣ ଫ୍ଲୁ । ସରକାର ଏହା ଉପରେ ଲଗାଇ ଥିବା କଟକଣା କୁ ଉଠାଇବା ଉଚିତ । ମସ୍କ ର ବ୍ୟବହାର କୁ ବନ୍ଦ କରିବା ଉଚିତ । ମିଛ ରେ ସରକାର ଲୋକ ଙ୍କୁ ଘରେ ବସାଇ ରଖିଛି । ଏହି ସବୁ ବନ୍ଦ୍ କରିବାକୁ ସରକାର ଙ୍କ ନିକଟ ରେ ଦାବି କରିଛନ୍ତି ଆନ୍ଦୋଳନ କାରୀ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।