ଭୟାନକ ଦୃଶ୍ୟ ଦେଖିଲା ବେଳକୁ ଲୋମ ଟାଙ୍କୁରି ଉଠୁଛି ମହିଳାଙ୍କୁ କାମୁଡ଼ି ଧରିଛି କୁମ୍ଭୀର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

0

ଯୁଗ ଏବେ ବଦଳିଲାଣି, କହିବାକୁ ଗଲା କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ । ଏହି ସମାଜ, ଏହି ଯୁଗ ଏବେ ଆଉ ସେ ପୁରୁଣା ସମୟ ର ଯୁଗ ହୋଇ ନାହିଁ, କାରଣ ଆଜି କାଲି ଲୋକ ମାନେ ମଙ୍ଗଳ ଗ୍ରହ, ଚନ୍ଦ୍ର ଆଦି ଗ୍ରହ ମାନଙ୍କ ରେ ପହଁଞ୍ଚିସାରିଲେଣି, ଆଉ ନିକଟ ଭବିଷ୍ୟତରେ ସେହି ସବୁ ସ୍ଥାନ ରେ ମଣିଷ ର ଜୀବନ ଯାପନ କରିବା ସମ୍ଭବ ହେବ ବୋଲି, ସେମାନେ ସେହି ସବୁ ସ୍ଥାନ ମାନଙ୍କ ନିଜ ନିଜର ଜାଗା କିଣିବା ଆରମ୍ଭ ମଧ୍ୟ କରି ସାରିଲେଣି ।

ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ, ନା ଆଜି କାଲି ଆଉ ଲୋକ ମାନଙ୍କୁ ଗୋଟେ ଜାଗା ରୁ ଅନ୍ୟ ଜାଗା କୁ ଯିବା ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡୁଛି, ନା ଗୋଟେ ଚିଠି ଦେବା ପାଇଁ କି କାହା ସହ କଥା ହେବା ପାଇଁ ଆଉ ଅପେକ୍ଷା କରିବାକୁ ପଡୁଛି। ସବୁ କିଛି ଜିନିଷ ଆଜି କାଲି ଲୋକ ମାନଙ୍କ ର ଆଖି ପିଛୁଳାକେ ହେଇଯାଉଛି।

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ । ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି । ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି ।

ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି । ଏହା ଦ୍ୱାରା ଅନେକ ପ୍ରକାର ର ଲାଭ ମଧ୍ୟ ହେଉଛି, ଲୋକ ମାନେ ଯେଉଁ ସବୁ କାମ ପାଇଁ ନିଜର ଅନେକ ସମୟ ବିତାଉ ଥିଲେ ଏବେ କିନ୍ତୁ ତାହା ଆଖି ପିଛୁଳାକେ ହେଇ ଯାଉଛି । ଏହା ଦ୍ୱାରା ଲୋକ ମାନଙ୍କର ପରିଶ୍ରମ, ସମୟ ଏବଂ ଟଙ୍କା ମଧ୍ୟ ବଞ୍ଚୁଛି ।

ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ଆଉ ଏବେ ଯେଉଁ ମହାମାରୀ ଆସିଛି ଏହା ପାଇଁ ତ ସରକାର ଅନେକ ପ୍ରକାର ର ନିୟମ ସବୁ ଲାଗୁ କରୁଛନ୍ତି,ଲୋକ ମାନେ ଘରୁ ମଧ୍ୟ ବାହାରି ପାରୁ ନାହାଁନ୍ତି । ଏହି ସବୁ ମଧ୍ୟରେ ଲୋକ ମାନେ କେତେବି ଖାଲି ବସିବେ । ଆଉ ଆଜିକାଲି ଲୋକ ମାନେ କେତେବି ଘରେ ଆଉ ଖାଲି ବସିବେ ।

ଆଜିକାଲି ତ ଲୋକ ମାନଙ୍କ ହାତରେ ଫୋନ୍ ପଡିବା ମାତ୍ରେ ହିଁ ସେମାନେ ସମସ୍ତେ ସୋସିଆଲ୍ ମିଡିଆ ରେ ବିଜି । ଏବେବି ସୋସିଆଲ୍ ମିଡିଆରେ ମଧ୍ୟ ଆଜିକାଲି ଏପରି ଖବର, ଫଟୋ, ଭିଡିଓ ସବୁ ଦେଖିବାକୁ ମିଳୁଛି କି ଯେଉଁଥିରୁ କିଛି ବହୁତ ଆଶ୍ଚର୍ଯ୍ୟକର ଆଉ କିଛି ବହୁତ ମଜାଳିଆ ମଧ୍ୟ । ତେବେ ଏବେ କିନ୍ତୁ ସୋସିଆଲ୍ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକି ଦେଖିଲା ପରେ ଲୋକ ମାନଙ୍କ ଲୋମ ଟାଙ୍କୁରି ଉଠୁଛି । ଆଉ ସେହି ଭିଡିଓ ଟି ହୋଇଛି ମଧ୍ୟ ସେପରି ଯିଏ କେହି ବି ଦେଖିବେ ଡରିଯିବେ ।

ତେବେ ଭିଡିଓ ଟି ହେଉଛି ଏକ ନଦୀ ର ଆଉ ସେଥିରେ ଥିବା କୁମ୍ଭୀର ର। ତେବେ ଆପଣ ମାନେ ନିଶ୍ଚିତ ଭାବେ ଭାବୁଥିବେ କି ଏଥିରେ କଣ ଲୋମ ଟାଙ୍କୁରିବା ଭଳି କଥା ଅଛି । ତେବେ ଏଥିରେ କଥା ହେଉଛି କି ନଦୀ ରେ ଯେଉଁ କୁମ୍ଭୀର ଟି ଅଛି ତାହା ପାଟି ରେ ଏକ ମହିଳା ଙ୍କ ଶରୀର ଅଛି ।

ଅର୍ଥାତ୍ କୁମ୍ଭୀର ଟି ଏକ ମହିଳା ଙ୍କୁ କେଉଁଠାରୁ ଟାଣି ଆଣିଛି ଏବଂ ତାଙ୍କର ଜୀବନ ନେଇ ଯାଇଛି । କେହି କେହି ଏହି ଭିଡିଓ ଟି ର ସ୍ଥାନ ନିଆଳି ବୋଲି କହୁଥିବା ବେଳେ ଆଉ କେହି କେହି କହୁଛନ୍ତି କଣ୍ଟାପଡା ର ବୋଲି । ମୋବାଇଲ ରୁ ମୋବାଇଲ ଘୂରି ବୁଲୁଛି ଏହି ଭିଡିଓ । ହେଲେ କିଏ କେଉଁ କାରଣରୁ ଏହି ଭିଡିଓ ଟି କୁ ଭାଇରାଲ୍ କରିଛି ତାହା ଜଣା ପଡିନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।