ତିନି ଜଣ ପତ୍ନୀ ନିଜ ସ୍ୱାମୀ ପାଇଁ ରଖିଲେ ବ୍ରତ । ସୋସିଆଲ ମିଡ଼ିଆ ରେ ଭାଇରାଲ ଫଟୋ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…..

0

ଆମ ହିନ୍ଦୁ ଧର୍ମ ରେ ବହୁତ ଗୁଡିଏ ରୀତି ନୀତି ରହିଛି,ବହୁତ ଗୁଡିଏ ପର୍ବ ପର୍ବାଣୀ ମଧ୍ୟ ରହିଛି। ଆମ ଧର୍ମ ରେ ବାହାଘର ଏବଂ ପତି ପତ୍ନୀ ଙ୍କ ର ସମ୍ପର୍କ କୁ ଏକ ପବିତ୍ର ସମ୍ପର୍କ ବୋଲି ମନାଯାଏ। ବାହାଘର ପରେ ସ୍ତ୍ରୀ ମାନଙ୍କ ପାଇଁ ତାଙ୍କ ସ୍ୱାମୀ ମାନେ ହିଁ ସବୁ କିଛି ହୋଇଥାନ୍ତି। ସ୍ତ୍ରୀ ମାନେ ସବୁବେଳେ ଚାହାଁନ୍ତି କି କିପରି ତାଙ୍କର ସ୍ୱାମୀ ସବୁବେଳେ ଭଲ ରେ ଖୁସି ରେ ରହିବେ। ସେଥିପାଇଁ ସେମାନେ ସବୁବେଳେ ଠାକୁର ଙ୍କ ପାଖରେ ପ୍ରାର୍ଥନା କରନ୍ତି କେଉଁ ପରି ତାଙ୍କ ସ୍ୱାମୀ ଖୁସି ରେ ରହିବେ ଅଧିକ ଦିନ ବଞ୍ଚିବେ।


ଆମ ଧର୍ମ ରେ ମହିଳା ମାନେ କରୱାଚୋର୍ଥ ର ବ୍ରତ ରଖିଥାନ୍ତି ନିଜ ସ୍ୱାମୀ ମାନଙ୍କ ର ଲମ୍ବା ଆୟୁଷ ପାଇଁ। ଏହି ଦିନ ସ୍ତ୍ରୀ ଲୋକ ମାନେ ଦିନ ସାରା ଉପାସ ରୁହନ୍ତି, ନିର୍ଜଳା ବ୍ରତ କରନ୍ତି, ରାତି ରେ ଜହ୍ନ କୁ ଦେଖି ସ୍ୱାମୀ ଙ୍କ ହାତ ରୁ ପାଣି ପିଇ ବ୍ରତ ଭାଙ୍ଗି ଥାନ୍ତି। ଏହି କରୱାଚୋର୍ଥ ର ବ୍ରତ ବଲିଉଡ୍ ର ଅନେକ ଷ୍ଟାର ମଧ୍ୟ ରଖିଥିଲେ। ସେହି ମାନଙ୍କ ଫଟୋ ସୋସିଆଲ୍ ମିଡିଆ ଠାରୁ ଆରମ୍ଭ କରି ଟିଭି ପର୍ଯ୍ୟନ୍ତ ସବୁଆଡେ ଖୁବ୍ ଜୋରରେ ଭାଇରାଲ୍ ହୋଇଛି।

ଏହି ବର୍ଷ ଅନେକ ଅଭିନେତ୍ରୀ, ପ୍ରଥମ କରି ନିଜ ସ୍ୱାମୀ ମାନଙ୍କ ପାଇଁ ଏହି ବ୍ରତ ରଖିଥିଲେ। ସେମାନଙ୍କ ର ଲୁକ୍ସ ସବୁ ଫ୍ୟାନ୍ ମାନଙ୍କୁ ବହୁତ ପସନ୍ଦ ଆସିଥିଲା। ଏହି ସମୟ ରେ ଚିତ୍ରକୂଟ ର ପରିବାର ସଦସ୍ୟ ମାନେ ମଧ୍ୟ ନିଜ ର ସ୍ୱାମୀ ମାନଙ୍କ ର ଲମ୍ବା ଆୟୁଷ କାମନା କରି ଏହି ବ୍ରତ ରଖିଥିଲେ। ସେମାନଙ୍କ ଫଟୋ ମଧ୍ୟ ଖୁବ୍ ଭାଇରାଲ୍ ହେଉଛି। ସେମାନଙ୍କ ର ଫଟୋ ଦେଖିଲେ ଆପଣ ମାନେ ଅଭିନେତ୍ରୀ ମାନଙ୍କ ର ଫଟୋ ଦେଖିବା ପାଇଁ ମଧ୍ୟ ଭୁଲିଯିବେ।


ଏଠାରେ ଜଣେ ସ୍ୱାମୀ ଙ୍କ ପାଇଁ 3 ଜଣ ସ୍ତ୍ରୀ କରୱାଚୋର୍ଥ ର ବ୍ରତ ରଖିଥିଲେ। ସେହି ବ୍ୟକ୍ତି ଙ୍କ ର ନାମ ହେଉଛି କୃଷ୍ଣ, ତାଙ୍କ ର 3 ଜଣ ସ୍ତ୍ରୀ ଅଛନ୍ତି। ସେମାନଙ୍କ ର ନାମ ହେଉଛି ଶୋଭା, ରାନୀ ଏବଂ ପିଙ୍କି। ସେହି ମାନେ 3 ଭଉଣୀ, ସେମାନଙ୍କୁ କୃଷ୍ଣ 12 ବର୍ଷ ତଳେ ବିବାହ କରିଥିଲେ,ଏବେ ସେମାନେ 3 ଜଣ ଗୋଟିଏ ଘରେ ରୁହନ୍ତି।  ସେମାନେ ଏକାଠି ରହନ୍ତି କିନ୍ତୁ କେବେବି ସ୍ୱାମୀ ଙ୍କ ଝଗଡା କରନ୍ତିନି। 3 ଜଣ ସ୍ୱାମୀ ମାନଙ୍କ ସହ ମିଶି ରୁହନ୍ତି। ତେବେ ଆପଣ ମାନେ ନିଶ୍ଚିତ ଭାବେ ଭାବୁଥିବେ, ଏମାନେ ମୁର୍ଖ ହୋଇଥିବେ। ଏମାନେ କିନ୍ତୁ ଗ୍ରାଜୁଏଟ୍ ପାସ୍ କରିଛନ୍ତି। ଏମାନେ ବୁନ୍ଦେଲଖଣ୍ଡ ୟୁନିଭର୍ସିଟି ରେ ଗ୍ରାଜୁଏଟ୍ ପାସ୍ କରିଥିଲେ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।