ଗୋଟେ ଥର ରେ ହିଁ ଦାନ୍ତର ସବୁ ସମସ୍ୟା ହୋଇଯିବ ଦୂର ତେବେ ଆପଣାନ୍ତୁ ଏହି ଉପାୟ

0

ଆମ ଶରୀର ରେ ଅନେକ ପ୍ରକାର ରୋଗ ହୋଇ ଥାଏ,ଆଉ ଏହି ରୋଗ ପାଇଁ ଅନେକ ଲୋକ ନିଜର ଜୀବନ ଦେଇ ଦିଅନ୍ତି। ଏମିତି ଅନେକ ରୋଗ ରହିଛି ଯାହାର ଏତେ ଯାଏ ଔଷଧ ବାହାରି ନାହିଁ।ନିଜ ଶରୀର କୁ ସୁସ୍ଥ ରଖିଲେ ଆମେ ରୋଗ ମୁକ୍ତ ହୋଇ ପାରିବା। ତେବେ ଆମେ ପ୍ରତିଦିନ ସୁସ୍ଥ ରହିବା ପାଇଁ କିଛି ନା କିଛି ଖାଦ୍ୟ ଖାଇବା ନିହାତି ଆବଶ୍ୟକ,ଆଉ ଏହି ପ୍ରତିଦିନ ଖାଦ୍ୟ ରେ ଆମେ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ଏହା ଦ୍ୱାରା ଆମ କୁ ଶକ୍ତି ମିଳିବ, ଆମେ ସୁସ୍ଥ ରହିବା , ରୋଗ ମୁକ୍ତ ରହିବା ଆଉ ଆମ ଦେହ ରେ ରୋଗ ପ୍ରତିରୋଧକ ଶକ୍ତି ବଢିବ।


ଆପଣ ରୋଗ ରୁ ମୁକ୍ତି ପାଇବା ପାଇଁ ଅନେକ ପ୍ରକାର ଔଷଧ ଖାଉଛନ୍ତି, ଏମିତି ଅନେକ ରୋଗ ରହିଛି ଔଷଧ ଦ୍ୱାରା ଭଲ ହୁଏ ଯେ, କିନ୍ତୁ ଏହାର ଏକ ଘରୋଇ ଉପଚାର ରହି ଥାଏ,ଆଉ ଏହି ଉପଚାର ଦ୍ୱାରା ଅନେକ ଉପକୃତ ହୁଅନ୍ତି। ଆଉ ଏହି ଉପଚାର ସମସ୍ତଙ୍କ ପାଇଁ ସୁରକ୍ଷିତ କାରଣ ଏହା ପ୍ରାକୃତିକ ଜିନିଷ ରୁ ପ୍ରସ୍ତୁତ ହୁଏ,ଆଉ ଏହା ବାହୁତ୍ ଫଳପ୍ରଦ ମଧ୍ୟ। ତେବେ ଆସନ୍ତୁ ଜାଣିବା ଏମିତି ଏକ ରୋଗ ବିଷୟ ରେ ଯାହାର ଏକ ସହଜ ପ୍ରାକୃତିକ ଉପଚାର ରହିଛି।

ତେବେ ଆପଣ ଅନେକ ଲୋକ ଙ୍କ ପାଖରେ ଦାନ୍ତ ର ସମସ୍ୟା ଦେଖିବାକୁ ପାଉ ଥିବେ। ଅନେକ ଲୋକ ଙ୍କ ଦାନ୍ତ ରେ ପୋକ ଲାଗି ଯିବା , ପାଇରିଆ , ଦାନ୍ତ ଦରଜ ହେବା , ଦାନ୍ତ ମାଢ଼ୀ ରୁ ରକ୍ତ ବାହାରିବା , ଦାନ୍ତ ରେ ପୋକ ଲାଗିବା ଆଦି ଅନେକ ସମସ୍ୟା ରହି ଥାଏ। ତେବେ ଏହାର ସମାଧାନ ଅନେକ ଚେଷ୍ଟା କରନ୍ତି, ଦାନ୍ତ ରେ ଏଭଳି ସମସ୍ୟା ଦେଖା ଯିବାର ଅନେକ କାରଣ ରହିଛି। ଚା ପିଇ ବା ଆମ ଶରୀର ପାଇଁ ବହୁତ କ୍ଷତିଜନକ,କିନ୍ତୁ ସବୁ ଲୋକ ଚା ପିଇବା କୁ ପସନ୍ଦ କରନ୍ତି, ହେଲେ ଏହା ଆମ ଦାନ୍ତ ପାଇଁ ବହୁତ କ୍ଷତିଜନକ ହୋଇ ଥାଏ।


*ଉପଚାର:-
ଦାନ୍ତରେ ମିଠା ଜିନିଷ ଅଧିକ ଲାଗିଲେ , ଦାନ୍ତ ରେ ପୋକ ଲାଗି ଯାଏ। ତେବେ ଛୋଟ ପିଲା ମାନେ ଚକଲେଟ ଖାଇବା କୁ ଅଧିକ ପସନ୍ଦ କରନ୍ତି ଆଉ ଏହା ପାଇଁ ତାଙ୍କ ଦାନ୍ତ ରେ ପୋକ ଲାଗିବା ଅତି ସହଜ ରେ ହୋଇ ଥାଏ। ତେବେ ଏହାର ଏକ ସହଜ ଉପଚାର ରହିଛି। ଯାହା ଦ୍ୱାରା ତାଙ୍କର ଅନେକ ସମସ୍ୟା ଦୂର ହେବ। ତେବେ ଆପଣ ଅପମାର୍ଗ୍ ଓ ଚିରଚିଟା ଗଛ ର ନାମ ଶୁଣି ଥିବେ। ତେବେ ଏହାର ଔଷଧୀୟ ଗୁଣ ମଧ୍ୟ ବହୁତ ରହିଛି। ତେବେ ହିନ୍ଦୁ ଧର୍ମ ରେ ଏମିତି ଏକ ପର୍ବ ରହୁଛି , ଯାହା ଦ୍ୱାରା ସେହି ଲୋକେ ବ୍ରତ ରଖି ଥାନ୍ତି ଓ ବ୍ରତ ପରେ ଲୋକେ ସେହି କାଠି ରେ ଦାନ୍ତ ଘସନ୍ତି।

ତେବେ ଏଥିରେ ଦାନ୍ତ ଘଷିବା ଦ୍ୱାରା ଦାନ୍ତ ର ମାଢ଼ୀ ରେ କୀଟାଣୁ ମରି ଯାନ୍ତି। ତେବେ ମେଲେରିୟା , ଥଣ୍ଡା , ଜର , ବାତ , କୁଣ୍ଡେଇ ହେବା , ଆଦି ରାଗ ର କଷ୍ଟ ଦୂର କରେ।ତେବେ ଏହାର ବ୍ୟବହାର ଦ୍ୱାରା ଦାନ୍ତ ର ସମସ୍ୟା ଦୂର ହୁଏ।ତେବେ ଆପଣ ଏହି ପତ୍ର କୁ ଚୋବାଇ ବା ପରେ ତାକୁ ଫିଙ୍ଗି ଦାନ୍ତ ଘଷି ପାରିବେ,ଆଉ ଦାନ୍ତ ରେ ଯଦି ଅଧିକ ଦରଜ ହଉ ଥାଏ,ତାହାଲେ ଆପଣ ସେହି ପତ୍ର କୁ ପେସି ଦାନ୍ତ ରେ ଲଗାଇ ପାରିବେ,ଯାହା ଦ୍ୱାରା ଦାନ୍ତ ରେ ଥିବା କୀଟାଣୁ ମରିଯିବେ ଆଉ ଦାନ୍ତ ମଜବୁତ ହେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।