ଦୁନିଆର ସବୁଠାରୁ ଅଦ୍ଭୁତ ଅଣ୍ଡା ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ସାରା ବିଶ୍ୱରେ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ଓ ସରିସୃପ ରହିଥାନ୍ତି ସେମାନଙ୍କର ଅଣ୍ଡା ମଧ୍ୟ ବିଭିନ୍ନ ପ୍ରକାର ହୋଇଥାଏ ଆସନ୍ତୁ ଜାଣିବା ସେହି ସରିସୃପ ମାନଙ୍କର ଅଣ୍ଡା କିପରି ହୋଇଥାଏ ।

ନମ୍ୱର – 1 ଜିନୋଫିଅନା – ଏହା ଜିଆ ସଦୃଶ ହୋଇଥାଏ ଓ ଏହାର ଲମ୍ୱ 10 ସେ.ମି. ହୋଇଥାଏ ଏମାନଙ୍କର ଅଣ୍ଡା ଛୋଟ ହେଇଥାଏ ଓ କାଚ ସଦୃଶ ହୋଇଥାଏ ଏହି ଅଣ୍ଡାରେ ଛୋଟ ଛୁଆ ଗୁଡିକ ଘୂରୁ ଥିବାର ଦେଖାଯାଏ ।


ନମ୍ୱର – 2 ଟିନାମୋ – ଏହି ପକ୍ଷୀ ମାନଙ୍କର ଅଣ୍ଡା ବିଭିନ୍ନ ରୋଗର ହୋଇଥାଏ ଓ ଏହି ପକ୍ଷୀମାନେ ଅଣ୍ଡା ଦେଇ ଚାଲିଯିବା ପରେ ଅନ୍ୟ ପକ୍ଷୀ ମାନେ ଏହି ଅଣ୍ଡାର ଯତ୍ନ ନେଇଥାନ୍ତି ।

ନମ୍ୱର – 3 ହର୍ଣ୍ଣ ସାର୍କ – ଏହି ପ୍ରଜାତିର ମାଛ ମାନେ 30 ଭାଗ ଅଣ୍ଡା ଦେଇଥାନ୍ତି ଓ 17 ଭାଗ ପିଲା ଜନ୍ମ କରିଥାନ୍ତି । ଏମାନଙ୍କର ଅଣ୍ଡା ସମୁଦ୍ରର ଶଙ୍ଖ ସଦୃଶ ହୋଇଥାଏ ଏବଂ ଏମାନେ ଜଳରେ ସୁରକ୍ଷିତ ରହିଥାନ୍ତି । ହର୍ଣ୍ଣ ସାର୍କ ନିଜ ପାଟିରେ ନିଜର ଅଣ୍ଡାକୁ ସୁରକ୍ଷିତ ସ୍ଥାନକୁ ନେଇଥାଏ ଏବଂ ଏହାର ଜନ୍ମ ହୋଇଥାଏ ।


ନମ୍ୱର – 4 ୟେଲୋହେଡ ଯଫିସ – ଏହି ମାଛର ଅଣ୍ଡା 12 ସେ.ମି. ହୋଇଥାଏ ଏହି ମାଛଟି ଅଣ୍ଡା ଦେବା ପରେ ଏହାକୁ ଅନ୍ୟ ମାଛକୁ ଏହାର ସୁରକ୍ଷା ପାଇ ଦେଇଥାଏ । ମାଛଟି ନିଜ ପାଟିରେ ଅଣ୍ଡା ଗୁଡିକୁ ରଖିଥାଏ ଏବଂ ଏହି ଅଣ୍ଡା ଗୁଡିକ ଜେଲପରି ଦେଖାଯାଇଥାଏ ମାଛଟିର ପାଟିରୁ ଯେପର୍ଯ୍ୟନ୍ତ ଛୋଟ ମାଛ ଗୁଡିକ ବାହରି ନଥାନ୍ତି ସେପର୍ଯ୍ୟନ୍ତ ସାଇତି ରଖିଥାଏ ।

ନମ୍ୱର – 5 ଅକ୍ଟପସ୍ – ଅକ୍ଟପସ୍ ଜୀବନକାଳରେ ଥରେ ଥଣ୍ଡା ଦେଇଥାଏ ସେ ଥରକେ 80 ,000 ଅଣ୍ଡା ଦେଇଥାନ୍ତି ଏବଂ ଏହି ଅଣ୍ଡାକୁ ସେ ପଥର ଓ ଗୁମ୍ଫରେ ସାଇତି ରଖିଥାଏ । ସେହି ଅଣ୍ଡା ଗୁଡିକ ଅଙ୍ଗୁର ପେନ୍ଥା ସଦୃଶ ହୋଇଥାଏ ପିଲାଙ୍କର ଜନ୍ମ ପରେ ଅକ୍ଟପସ ମରିଯାଏ କାରଣ ପିଲା ଜନ୍ଣ ହେବା ପର୍ଯ୍ୟନ୍ତ ସେ ଖାଦ୍ୟ ଖାଇନଥାଏ ।

ନମ୍ୱର – 6 – ମହୁମାଛି – ଗୋଟିଏ ରାଣୀ ମହୁମାଛି ହିଁ ଅସଂଖ୍ୟ ଅଣ୍ଡା ଦେଇଥାଏ ସେହି ଅଣ୍ଡାରୁ ହିଁ ଛୋଟ ମହୁମାଛି ମାନେ ଜନ୍ମ ହୋଇଥାନ୍ତି । ଏହାର ଅଣ୍ଡା ଜେଲ ସଦୃଶ ହୋଇଥାଏ ଏମାନେ ଖୁବ ଶୀଘ୍ର ବଢିଥାନ୍ତି ।

ନମ୍ୱର – 7 ଜେଣ୍ଟ ୱାଟାର ବଗସ୍ – ଏହା 15 ସେ.ମି. ହୋଇଥାନ୍ତି ମଦର ବଗସ୍ ନର ବଗସ୍ ପିଠିରେ ଅଣ୍ଡା ଦେଇଥାଏ ଓ ଏହି ଅଣ୍ଡା ଗୁଡିକ 10-15 ଦିନ ପର୍ଯ୍ୟନ୍ତ ନର ବଗସ୍ ର ପିଠିରେ ରହିଥାଏ । ଏମାନଙ୍କର ଜନ୍ମପରେ ଏହା ସଫା ହୋଇଯାଏ ।

ନମ୍ୱର – 8 ପେସିଫିକ ହ୍ୱାଇଟ ସେକ୍ଟ – ଏହି ମାଛଟିର ଅଣ୍ଡା ବେଗ ସଦୃଶ ହୋଇଥାଏ ଏହିଅଣ୍ଡାକୁ ଥଣ୍ଡା ପାଣିରେ ରଖିଦେଇଥାଏ ସେଥିରେ ତାର ପିଲା ସୁରକ୍ଷିତ ରହିଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।