ଜାଣନ୍ତୁ ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆସନ୍ତୁ ଜାଣିବା କେତେକ ସାଧାରଣ ଜ୍ଞାନ ରହିଥିବା ପ୍ରଶ୍ନ ଗୁଡିକ । ଯାହା ସମସ୍ତ ଲୋକ ମାନେ ତା ବିଷୟରେ କିଛି ଜାଣିବା ଆବଶ୍ୟକ । ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଗୁଡିକ କଣ ରହିଛି ।
ପ୍ରଶ୍ନ ନମ୍ୱର – 1 ବିଶ୍ୱର କେଉଁ ଦେଶରନୂ ପାଣି ଗରମ ଅଛି ?
ଉତ୍ତର – ନୀଳ ନଦୀ ।

ପ୍ରଶ୍ନ ନମ୍ୱର – 2 କେଉଁ ଦେଶରେ ଆଜି ପର୍ଯ୍ୟନ୍ତ ଭୂକମ୍ପ ଆସି ନାହିଁ ?
ଉତ୍ତର -ନରୱେ ।


ପ୍ରଶ୍ନ ନମ୍ୱର – 3 କେଉଁ ଦେଶରେ ଗୋଟିଏ ହେଲେ ବି ମାଛ ନାହାଁନ୍ତି ?
ଉତ୍ତର – ଫିନଲ୍ୟାଣ୍ଡ ।

ପ୍ରଶ୍ନ ନମ୍ୱର – 4 କୌଣସି ବି ୱେବସାଇଡଟର ପ୍ରଥମ ପେଜକୁ କଣ କୁହନ୍ତି ?
ଉତ୍ତର – ହୋମ ପେଜ ।

ପ୍ରଶ୍ନ ନମ୍ୱର – 5 ବିଶ୍ୱର ସବୁଠୁ ମହଙ୍ଗା ଫଳ କେଉଁଠି ମିଳିଥାଏ ?
ଉତ୍ତର – ଜାପାନ ।

ପ୍ରଶ୍ନ ନମ୍ୱର – 6 ଅନ୍ତ ରାଷ୍ଟ୍ରୀୟ ପୃଥିବୀ ଦିବସ କେବେ ପାଳନ କରାଯାଏ ?

ଉତ୍ତର – 22 ଏପ୍ରିଲ ।


ପ୍ରଶ୍ନ ନମ୍ୱର -7 ଶାଶୁ ଓ ବହୁ ମନ୍ଦିର କେଉଁ ସ୍ଥାନରେ ଅବସ୍ଥିତ ?
ଉତ୍ତର – ଉଦୟ ପୁର ।

ପ୍ରଶ୍ନ ନମ୍ୱର – 8 ଓଡିଶା କେବେ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଘୋଷିତ ହେଲା ?
ଉତ୍ତର – 1936 ମସିହା ଏପ୍ରିଲ 1 ତାରିଖ ।

ପ୍ରଶ୍ନ ନମ୍ୱର – 9 ଓଡିଶା କେବେ ଆଫଗାନିସ୍ତାନ ଶାସନାଧୀନ ଥିଲା ?
ଉତ୍ତର – 1559 ମସିହା ରୁ 1578 ।

ପ୍ରଶ୍ନ ନମ୍ୱର – 10 କଟକର ପ୍ରାଚୀନ ନାମ କଣ ?
ଉତ୍ତର – ବାରଣାସୀ କଟକ ।

ପ୍ରଶ୍ନ ନମ୍ୱର – 11 ଓଡିଶାର ଶେଷ ହିନ୍ଦୁ ରାଜା କିଏ ?
ଉତ୍ତର – ରାଜା ମୁକୁନ୍ଦ ଦେବ ।


ପ୍ରଶ୍ନ ନମ୍ୱର -12 କଟକ ସହର କିଏ ପ୍ରତିଷ୍ଠା କରିଥିଲେ ?
ଉତ୍ତର – ରାଜା ନୃପ କେଶରୀ ।

ପ୍ରଶ୍ନ ନମ୍ୱର -13 କୋଣାର୍କର ସୂର୍ଯ୍ୟ ମନ୍ଦିର କିଏ ପ୍ରତିଷ୍ଠା କରିଥିଲେ ?
ଉତ୍ତର – ରାଜା ଲାଙ୍ଗୁଳା ନରସିଂହ ଦେବ ।

ପ୍ରଶ୍ନ ନମ୍ୱର – 14 ଗଦା କ୍ଷେତ୍ର କାହାକୁ କୁହାଯାଏ ?
ଉତ୍ତର – ଯାଜପୁର ।

ପ୍ରଶ୍ନ ନମ୍ୱର – 15 ଏକାମ୍ର କାନନ କେଉଁଠି ?
ଉତ୍ତର – ଭୁବନେଶ୍ୱର ।

ପ୍ରଶ୍ନ ନମ୍ୱର – 16 ତୁଳସୀ କ୍ଷେତ୍ର କାହାକୁ କୁହାଯାଏ ?
ଉତ୍ତର – କେନ୍ଦ୍ରପଡା ।


ପ୍ରଶ୍ନ ନମ୍ୱର – 17 ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ପାଟ ରାଣୀ କିଏ ଥିଲେ ?
ଉତ୍ତର – ଗୁଣ୍ଡିଚା ।

ପ୍ରଶ୍ନ ନମ୍ୱର – 18 ଶ୍ରୀ ଜଗନ୍ନାଥଙ୍କ ରଥର ନାମ କଣ ?
ଉତ୍ତର – ନନ୍ଦିଘୋଷ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।