ପୁଣି ସୋସିଆଲ ମିଡ଼ିଆରେ ଭାଇରଲ ହେଲା Sushant Singh Rajput ଙ୍କର ଏହି ଭିଡ଼ିଓ , ଦେଖିବା ପରେ ଛାତି ଥରି ଉଠିବ

0

କିଛି ମାସ ତଳେ ବଲିଉଡ୍ ର ଜଣେ ଜଣାଶୁଣା ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରି ଥିଲେ। ତେବେ ଏହି ଘଟଣା ପୁରା ଦେଶ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଥିଲା, ଆଉ ଏହି ଘଟଣା ପରେ ପୁରା ଦେଶ ରେ ବହୁତ ପ୍ରକାର ଘଟଣା ଦେଖିବାକୁ ମିଳି ଥିଲା । ତେବେ ତାଙ୍କୁ ଅନେକ ଲୋକ ବହୁତ ପସନ୍ଦ କରୁ ଥିଲେ। ତେଣୁ ତାଙ୍କ ପ୍ରଶଂସକ ମାନଙ୍କ ପାଇଁ ଏହା ବହୁତ ଦୁଃଖ ର ବିଷୟ ହୋଉ ଥିଲା। ତେବେ ଏହା ଏକ ରହସ୍ୟମୟ ମୃତ୍ୟୁ ହୋଇ ଥିଲା,ଏହା ଆତ୍ମହତ୍ୟା କି ହତ୍ୟା କେହି ଜାଣି ପାରିଲେ ନାହିଁ। ପୋଲିସ ମଧ୍ୟ ଏହି ଘଟଣା ପାଇଁ ବହୁତ୍ ତଦନ୍ତ କରୁଛି। ହେଲେ ଏହାର୍ ସମାଧାନ ଆଜି ଯାଏ ମଧ୍ୟ ହୋଇ ପାରି ନାହିଁ। ତେବେ ସମସ୍ତେ ସୁଶାନ୍ତ ଙ୍କ ଆସାମୀ କିଏ ଜାଣିବାକୁ ଚାଁହୁଚନ୍ତି ହେଲେ ଏହାର ପ୍ରକୃତ ତଥ୍ୟ ମିଳି ପରି ନାହିଁ।

ତେବେ ସୁଶାନ୍ତ ଙ୍କର ଅନେକ ଫୋଟ ଅନେକ ଭିଡିଓ ସୋସିଆଲ ମିଡିଆରେ ଅନେକ ଦେଖିବାକୁ ମିଳିଥିଲା। ତେବେ ସମସ୍ତେ ଭାବୁଛନ୍ତି ସୁଶାନ୍ତ ଙ୍କ ଗାଲଫ୍ରେଣ୍ଡ ରିଆ ଚକ୍ରବର୍ତି ହିଁ ତାଙ୍କ ମୁର୍ତ୍ୟୁ ର କାରଣ , ହେଲେ ଏହାର ସଠିକ ତଥ୍ୟ କିଛି ମିଳି ପାରିନାହିଁ।ତେବେ ଏହି ଘଟଣା ଏତେ ଭାଇରଲ ହୋଇ ଗଲା ଯେ,ସୋସିଆଲ ମିଡିଆରେ ସୁଶାନ୍ତ ଙ୍କ ଜଡିତ ଅନେକ ଭିଡିଓ ଫୋଟ ସବୁ ଦେଖିବକୁ ମିଳି ଥିଲା। ତେବେ ସୁଶାନ୍ତ ଙ୍କ ମୁର୍ତ୍ୟୁ ପରେ ବଲିଉଡ ରେ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇ ଥିଲା। ତେବେ ତାଙ୍କ ମୁର୍ତ୍ୟୁ ପରେ ତେବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରଲ ହୋଇ ଥିଲା। ଆସନ୍ତୁ ଜାଣିବା ସେହି ଭିଡିଓ ଟି କଣ।


ତେବେ ଗତ କିଛି ଦିନ ତଳେ ସୁଶାନ୍ତ ସିଂ ରାଜପୁତ ଙ୍କର ସୋନଚୋରିଆ ନାମକ ଏକ ଫିଲ୍ମ ର ସେଟ ରେ ଗୋଟେ ଭିଡିଓ କୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରା ଯାଇଥିଲା। ତେବେ ଏହି ଭିଡିଓ ରେ ଦେଖିବକୁ ମିଳି ଥିଲା କି ସୁଶାନ୍ତ ଗୋଟେ ଛୋଟ ଝିଅ ଖୁଆଉ ଛନ୍ତି, ଆଉ ବେକ ଗ୍ରାଉଣ୍ଡ ରେ ଏକ ସୁନ୍ଦର ଗୀତ ବାଜୁଛି। ତେବେ ଏହି ଭିଡିଓ ବହୁତ ସୁନ୍ଦର ଥିଲା,ତେବେ ଏହି ଭିଡିଓ ର କ୍ୟପସନ୍ ଅଲି ଗୋନି ଦେଉଛନ୍ତି, ଆଉ ଏହି ଫିଲ୍ମ ରେ ସୁଶାନ୍ତ ଙ୍କ ସହ ମନୋଜ ବାଜପେୟି , ଅଭିନେତ୍ରୀ ଭୂମି ପେଡନେକର୍ ଏବଂ ରଣବିର୍ ସୋ ରେ ଥିଲେ,ଏହି ଫିଲ୍ମ ରେ ସୁଶାନ୍ତ ଡାକୁ ଭୂମିକା ରେ ଅଭିନୟ କରି ଥିଲେ।

ତେବେ ଏହି ଫିଲ୍ମ ଟି ମଧ୍ୟ ବହୁତ ହିଟ ହୋଇ ଥିଲା। ଏହା କୁ ମଧ୍ୟ ଲୋକ ମାନେ ବହୁତ ପସନ୍ଦ କରି ଥିଲେ।ତେବେ ସୁଶାନ୍ତ ଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଯାଇଛି ,ଏହା ଆତ୍ମହତ୍ୟା କି ହତ୍ୟା କେହି ଜାଣି ପାରିଲେ ନାହିଁ। ପୋଲିସ ମଧ୍ୟ ଏହି ଘଟଣା ପାଇଁ ବହୁତ୍ ତଦନ୍ତ କରୁଛି,ହେଲେ ଏହାର ସମାଧାନ ଆଜି ଯାଏ ମଧ୍ୟ ହୋଇ ପାରି ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।