ଏବେ ଏବେ ଆସିଲା ବଡ ଦୁଃଖ ଖବର ୭୮ ବର୍ଷୀୟ ଅମିତାଭ ବଚ୍ଚନ ଡାକ୍ତର ଖାନାରେ ହେଲେ ଭର୍ତ୍ତି, ତାଙ୍କ ପୁଅ ଅଭଷେକ କହିଲେ ବାପା ଆଉ…….

0

ଆମ ବଲିଉଡ୍ ଅନେକ କଳାକାର ଅଛନ୍ତି ଯେଉଁମାନଙ୍କ ର ଅଭିନୟ, ଡ୍ୟାନ୍ସ ଆଦି ଖାଲି ଆମ ଦେଶରେ ନୁହେଁ, ସାରା ବିଶ୍ୱରେ ପରିଚିତ। ପୂର୍ବରୁ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନଙ୍କ ର ଅଭିନୟ ଲୋକ ମାନଙ୍କ ର ହୃଦୟ କୁ ସ୍ପର୍ଶ କରେ ଏବଂ ଲୋକମାନେ ସେମାନଙ୍କୁ ନିଜ ହୃଦୟ ରେ ବସେଇଥାନ୍ତି।  ତେବେ ବଲିଉଡ୍ ଇଣ୍ଡଷ୍ଟ୍ରି ର ସେହିପରି ଜଣେ ସୁନାମଧନ୍ୟ କଳାକାର ହେଉଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ବିଗ୍ ବି ଙ୍କୁ କିଏ ବା ଜଣେ,ସେ ତାଙ୍କ ର ଅଭିନୟ ପାଇଁ କେବଳ ଆମ ଦେଶରେ ନୁହେଁ ସାରା ବିଶ୍ଵରେ ପରିଚିତ।

ଦେଶ ବାହାରେ ମଧ୍ୟ ଅନେକ ଲୋକ ସେମାନଙ୍କ ର ଫ୍ୟାନ୍ ଅଛନ୍ତି। ତାଙ୍କର ପୁରା ପରିବାର ତଥା ରକ୍ତ ରେ କଳା ଭରି ରହିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଗ୍ ବି ଙ୍କ ଠାରୁ ଆରମ୍ଭ କରି ତାଙ୍କ ସ୍ତ୍ରୀ ଜୟା ବଚ୍ଚନ, ପୁଅ ଅଭିଷେକ ବଚ୍ଚନ ଏବଂ ବୋହୂ ତଥା ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ସମସ୍ତେ କଳା କୁ ବହୁତ ଭଲ ପାଆନ୍ତି। ଐଶ୍ଵର୍ଯ୍ୟା ରାୟ ତ ନିଜର ଅଭିନୟ କୁ ନେଇ ପରିଚିତ ତାଠାରୁ ବେଶୀ ନିଜର ଆଖି ପାଇଁ ସେ ବେଶୀ ପରିଚିତ।

ଏହି କିଛି ଦିନ ତଳେ ବଲିଉଡ୍ ଇଣ୍ଡଷ୍ଟ୍ରି ରେ ଏକ ଗୁଜବ ଉଠିଥିଲା ବିଗ୍ ବି ଙ୍କୁ ନେଇ। ତେବେ ଏହି ଗଜବ ର କିନ୍ତୁ କିଛି ପ୍ରମାଣ ମିଳି ନ ଥିଲା। ତେବେ ସେହି ଗୁଜବ ଟି ଥିଲା କି ବିଗ୍ ବି ଙ୍କ ଶରୀର ଅଧିକ ଅସୁସ୍ଥ ହେବାରୁ ସେ ଶନିବାର ଦିନ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି। ଏହି ଗୁଜବ ଟି କିନ୍ତୁ ସମ୍ପୂର୍ଣ୍ଣ ଭାବେ ମିଛ ଥିଲା, ଏହି କଥା ର ପ୍ରମାଣ ଦେବା ପାଇଁ ଅଭିଷେକ ଗଣମାଧ୍ୟମ ମାନଙ୍କ ସହ ଏକ ସାକ୍ଷାତକାର କରିଥିଲେ।

ଏଠାରେ ସେ କହିଛନ୍ତି ତାଙ୍କ ପିତା ଅର୍ଥାତ୍ ଅମିତାଭ ବଚ୍ଚନ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ଏବଂ ତାଙ୍କ ସହ ତାଙ୍କ ଘରେ ତାଙ୍କ ସାମ୍ନା ରେ ଅଛନ୍ତି। ଯାହା ବି ଗୁଜବ ତାଙ୍କ ବାପା ଙ୍କୁ ନେଇ ସୋସିଆଲ୍ ମିଡିଆରେ ଗଣମାଧ୍ୟମ ଏବଂ ଶୁଭେଚ୍ଛୁ ମାନଙ୍କ ଦ୍ୱାରା ସୃଷ୍ଟି ହୋଇଛି ତାହା ସମ୍ପୂର୍ଣ୍ଣ ଭାବେ ମିଛ ଅଟେ। ସେ କହିଛନ୍ତି ହୁଏତ ତାଙ୍କ ପିତା ଙ୍କ ପରି ଦେଖା ହେଉଥିବା ଅବିକଳ ଚେହେରା ଥିବା ଲୋକ କେହି ହସ୍ପିଟାଲ ରେ ଭର୍ତ୍ତି ହୋଇଥିବେ ଯାହାଙ୍କୁ ଦେଖି ଲୋକ ମାନଙ୍କ ମନ ରେ ଭ୍ରମ ସୃଷ୍ଟି ହୋଇଛି।

ଏହି କିଛି ଦିନ ତଳେ ବିଗ୍ ବି ଙ୍କ ସମ୍ପୂର୍ଣ୍ଣ ପରିବାର ତଥା ପୁଅ, ବୋହୂ, ନାତୁଣୀ ଏବଂ ବିଗ୍ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ସେମାନେ ମାସାଧିକ କାଳ ହସ୍ପିଟାଲ ଚିକିତ୍ସିତ ହେଉଥିଲେ ଏହାପରେ ବିଗ୍ ବି ଭଲ ହୋଇ ଘରକୁ ଫେରିଥିଲେ ଏବଂ ଘରେ କିଛି ଦିନ ରେଷ୍ଟ ନେଇଥିଲେ। ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହୋଇ କୋନ୍ ବନେଗା କରୋଡ୍ ପତି ର ସୁଟିଂ କୁ ମଧ୍ୟ ଆସୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।