ଭାଇରାଲ ହେଉଛି ବସ ଭିତରେ ରୋମାନ୍ସ କରିଥିବାର ଅଶୀଳ ଭିଡ଼ିଓ ମୋବାଇଲ ରୁ ମୋବାଇଲ ଘୁରିବୁଲିଲା

0

ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ସମାଜରେ ବସବାସ କରୁଛୁ । ତେବେ ଯଦି ଏହି ଅତ୍ୟାଧୁନିକ ଯୁଗ ରେ କିଛି ଯଦି ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ରହିଛି ତାହା ହେଉଛି ବର୍ତ୍ତମାନର ପ୍ରେମ । ତେବେ ଏବେର ପ୍ରେମ ଏକ ପ୍ରକାରର ସାମାଜିକ ରୋଗ ପରି ବ୍ୟାପୀ ରହିଛି ଯାହାର କି କୌଣସି ସୀମା ମଧ୍ୟ ଆପଣ ନିଧାରଣ କରିପାରିବେ ନାହିଁ । ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା ।

ତେବେ ଏବେର ଯୁବ ପିଢୀ ପ୍ରେମର ଅର୍ଥ ଶାରୀରିକ ସମ୍ବନ୍ଧ ବୋଲି ମାନେକରୁଛନ୍ତି ବୋଲି କହିଲେ କିଛି ଅତୃପ୍ତ ହେବ ନାହିଁ । ଏବେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କରେ ରେ ରହିବା ମଧ୍ୟ ଏକ ସାମାନ୍ୟ କଥା ହୋଇଗଲାଣି। ତେବେ ଆମେ ଆଜି ଆପଣଙ୍କୁ ଜଣେଇବୁ ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଯାହା ଜାଣିଲା ପରେ ଆପଣ ଲଜ୍ୟା ଅନୁଭବ କରିବେ ଏବଂ ଆପଣ ମଧ୍ୟ ଦ୍ୱନ୍ଦ ରେ ପଡିଯିବେ କି ବର୍ତ୍ତମାନ ଏହି ସମାଜରେ ପ୍ରେମ ଭଳି ଏକ ପବିତ୍ର ସମ୍ପର୍କକୁ ଏହି ଆଧୁନିକ ଯୁବପୀଢ଼ି କେଉଁ ସ୍ଥାନକୁ ନେଇଯାଇଛନ୍ତି ।

ଉଲେକ୍ଷ୍ୟଯୋଗ୍ୟ ଯେ , ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ପ୍ରେମୀ ଯୁଗଳ ଙ୍କର ଭିଡ଼ିଓ ଟି ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି । ମାତ୍ର ଏହି ଭାଇରଲ ଭିଡ଼ିଓ ଟି ବିଷୟରେ ଆପଣ ଜାଣିବା ପରେ ଆପଣଙ୍କର ମୁଣ୍ଡ ଖରାପ ହୋଇଯିବ ଏଥିରେ କୌଣସି ସନ୍ଦେହ ନାହିଁ । ସୂଚନାଯୋଗ୍ୟ ଯେ , ଏକ ଚଳନ୍ତା ବସ୍ ମଧ୍ୟରେ ଜଣେ ଯୁବକ ତାଙ୍କର ପ୍ରେମିକା ଙ୍କ ସହ ରାସଲୀଳା କରୁଥିବା ର ନଜର ରେ ଆସିଥିଲେ । ତେବେ ସେହି ବସ୍ ରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ସେହି ପ୍ରେମି ଯୁଗଳ ଙ୍କର ଅଶୀଳ ବ୍ୟବହାର ଦେଖି ତାହାକୁ ନିଜ ମୋବାଇଲ ରେ ରେକର୍ଡ କରିନେଇଥିଲେ ତାହା ବି ସେହି ଯୁବକ ଏବଂ ଯୁବତୀ ଙ୍କର ଅଜାଣତରେ । ପରେ ସେମାନଙ୍କୁ ଏକ ଶିକ୍ଷା ଦେବା ନିମନ୍ତେ ରେକର୍ଡ କରିଥିବା ବ୍ୟକ୍ତି ଜଣକ ସେହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରଲ କରିଦେଇଥିଲେ ।

ତେବେ ସେହି ଭିଡ଼ିଓ ଟିରେ ଦେଖିବାକୁ ମିଳିଥିଲା ଯେ ,ସେହି ପ୍ରେମ ପକ୍ଷୀ ଦୁହେଁ ପରସ୍ପର ର ନିକଟତର ହେବାକୁ ଚେଷ୍ଟା କରୁଛନ୍ତି । ଭିଡ଼ିଓ ରେ ସ୍ପଷ୍ଟ ଭାବରେ ଜଣା ଯାଉଛି ଯେ ପ୍ରଥମେ ଯୁବକ ଜଣକ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କରେ ରହିବାକୁ ଚାହୁଁଚି ଏବଂ ଝିଅ ଟି ଲାଜ କରୁଛି । ତେବେ ଧୀରେ ଧୀରେ ଦୁହେଁ ଦୁହିଁଙ୍କ ନିକଟତର ହେବାରେ ଲାଗିଛନ୍ତି ଏବଂ ଭୁଲି ଯାଇଛନ୍ତି ଯେ ସେମାନେ ଏକ ସର୍ବସାଧାରଣ ବସ ରେ ଅଛନ୍ତି ବୋଲି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।