ଦିପାବଳୀ ପୂର୍ବରୁ ଘରୁ କାଢ଼ି ଫୋପାଡି ଦିଅନ୍ତୁ ଏହି ୫ ଟି ଜିନିଷ, ନହେଲେ ଘରେ ଖେଳିବ କଳାଶାୟା ଏବଂ ସର୍ବନାଶ

0

ବେଳେ ବେଳେ ଆମ ଘର ମାନଙ୍କ ରେ ଅନେକ ଅଶାନ୍ତି ଦେଖା ଦେବାରେ ଲାଗି ଥାଏ। ଘରମଧ୍ୟରେ ଅନେକ ନକାରାତ୍ମକ ଶକ୍ତି ର ଉପସ୍ଥିତି ଅନୁଭବ ହୋଇଥାଏ।ସର୍ବଦା କଲି ଝଗଡା ଦେଖିବାକୁ ମିଳିଥାଏ। ଏହା ସହ ପରିବାର ଲୋକମାନଙ୍କ ର ସ୍ୱାସ୍ଥ୍ୟ ରେ ଅସୁବିଧା ପରିଲିଖିତ ହୋଇ ଥାଏ। ତେବେ ଅନେକ ପ୍ରକାର ର କାରଣ ଖୋଜି ମଧ୍ୟ ଏହା ର ସମାଧାନ ହୋଇ ପାରି ନଥାଏ। ତେବେ ଆପଣ ମାନେ ଧ୍ୟାନ ଦେବା ଉଚିତ କି ଏଗୁଡିକ ଘରେ ଥିବା କୌଣସି ଜିନିଷ ଗୁଡିକ ର ପ୍ରଭାବରୁ ହୋଇ ଥାଇ ପାରେ। ତେବେ ଆଜି ଆମେ ଆପଣଂକୁ କହିବାକୁ ଯାଉଛୁ କିଛି ଏପରି ଜିନିସ ଗୁଡିକ ବିଷୟରେ ଯେଉଁ ଗୁଡିକୁ ଯଦି ଆପଣ ଘରେ ରଖିଛନ୍ତି ତେବେ ତୁରନ୍ତ ଦୀପାବଳି ଆଗରୁ ସେସବୁ ଜିନିସ ଗୁଡିକୁ ଘରୁ ବାହାର କରି ଦିଅନ୍ତୁ। ତେବେ ଆସନ୍ତୁ ଜାଣିବା ସେହି ସବୁ ଜିନିଷ ଗୁଡିକ ବିଷୟରେ।


ପୁରୁଣା ଚପଲ
ଯଦି ଘରେ ଆପଣ କୌଣସି ପୁରୁଣା ଚପଲ ରଖୁଛନ୍ତି ଯାହାକି ଆପଣଙ୍କ ର କୌଣସି କାମ ରେ ଲାଗୁନାହିଁ ତେବେ ସେଗୁଡିକୁ ତୁରନ୍ତ ଘରୁ ବାହାର କରି ଦିଅନ୍ତୁ । କାରଣ ସେହି ଚପଲ ଗୁଡିକ ଘରେ ରହିବା ଦ୍ୱାରା ଘରେ ଅନେକ ପ୍ରକାର ର ନକାରତ୍ମକ ଶକ୍ତି ର ବାସ ହୋଇଥାଏ। ଯାହା ଫଳରେ ଘରେ ଅନେକ ପ୍ରକାର ର ଅସୁବିଧା ଦେଖା ଦେଇଥାଏ। ତେଣୁ ଆସନ୍ତା ଦୀପାବଳି ଆଗରୁ ଆପଣ ନିଶ୍ଚିତ ଭାବରେ ଏହି ଜିଣୁସ କୁ ଘରୁ ବାହାର କରି ଦିଅନ୍ତୁ।


ଇଲେକ୍ଟ୍ରୋନିକ ଜିନିସ
ଯଦି ଆପଣଙ୍କ ଘରେ କୌଣସି ପୁରୁଣା ଇଲେକ୍ଟ୍ରୋନିକ ଜିନିସ ରହିଛି ଯାହା କି ଖରାପ ହୋଇ ଯାଇଛି କିମ୍ବା ଆପଣଙ୍କ ର କୌଣସି କାର୍ଯ୍ୟ ରେ ଆସୁନାହିଁ ତେବେ ତୁରନ୍ତ ସେହି ଜିନିସ କୁ ଘରୁ ବାହାର କରି ଦିଅନ୍ତୁ। ନଚେତ ଘରେ ଅନେକ ପ୍ରକାର ର ଅସୁବିଧା ଦେଖା ଦେବ।


ଭଙ୍ଗା ଆଇନା
ଅନେକ ଲୋକ ଘରେ ଭଙ୍ଗ ଆଇନା ରଖିଥାନ୍ତି। ଅନେକ ବ୍ଯଙ୍ଗା ଆଇନା ମୁହଁ ମଧ୍ୟ ଦେଖି ଥାନ୍ତି। ତେବେ ଏହା ବାହିତ ଅଶୁଭ ଅଟେ। କାହିଁକି ନା ଏପରି କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ର ପ୍ରଭାବ ବଢି ଯାଇଥାଏ। ଯାହା ଫଳରେ ଘରେ ବିଭିନ୍ନ ପ୍ରକାର ର ଅସୁବିଧା ଦେଖିବାକୁ ମିଳିଥାଏ। ତେଣୁ ଘରେ ଯଦି ଆପଣ ଭଙ୍ଗା ଆଇନ ରଖିଛନ୍ତି ତେବେ ତୁରନ୍ତ ଏହାକୁ ଘରୁ ବାହାର କରି ଦିଅନ୍ତୁ।

ଛିଣ୍ଡା ମଶିଣା
ଘରେ ଛିଣ୍ଡା ମଶୀଣା ରଖିବା ବହୁତ ଅଶୁଭ ଅଟେ। ଖାଲି ରଖିବା ଦ୍ୱାରା ନୁହଁ ଏଥିରେ ଶୋଇବା ଦ୍ୱରା ମଧ୍ୟ ଆପଣଙ୍କ ର ବହୁତ କ୍ଷତି ହୋଇଥାଏ। ଏହା ଦ୍ୱାରା ଘର ଉପରକୁ ବହୁତ ବଡ଼ ବିପଦ ମାଡି ଆସିଥାଏ। ତେଣୁ ଆପଣ ଆଗମୀ ଦୀପାବଳି ପୂର୍ବରୁ ଏହି ଜିନିସ କୁ ନିଶ୍ଚିତ ଭାବରେ ଘରୁ ବାହାରକୁ କାଢି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।