ପସନ୍ଦ କରନ୍ତୁ ନିଜର ଜନ୍ମବାର ଏବଂ ଜାଣନ୍ତୁ ନିଜର ଆଗାମୀ ଗୁପ୍ତ ଭବିଷ୍ୟତ ବିଷୟରେ…..

0

ପ୍ରତ୍ୟକ ମଣିଷର ଭାଗ୍ୟ ଓ ଭବିଷ୍ୟ ତାର ରାଶି ଓହଲ ଅନୁସାରେ ହୋଇଥାଏ। ଏପରି କି ମଣିଷର ନକ୍ଷତ୍ର ଅନୁସାରେ ମଧ୍ୟ ତାର ଜୀବନ ଗୁଡିକ ର ଘଟଣା ଘଟିଥାଏ। ତେବେ କେବଳ ରାଶି ନକ୍ଷତ୍ର ଗ୍ରହ ନୁହଁ ଏପରି ଅନେକ କିଛି ରହିଛି ଯାହା ଦ୍ୱାରା ମଣିଷର ଜୀବନ ଶୈଳୀ ଓ ତାର ସ୍ଵଭାବ ଜଣା ପଡିଥାଏ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମଣିଷ ର ଜନ୍ମ ହୋଇଥିବା ବାର ରୁ ମଧ୍ୟ ତାର ସ୍ଵଭାବ ଓ ଭବିଷ୍ୟ ବିଷୟରେ ବହୁତ କିଛି ଜଣା ପଡିଥାଏ। ଏପରି କି ତାର ବ୍ୟକ୍ତିତ୍ୱ କିପରି ରହିବ ତାହା ମଧ୍ୟ ଜଣା ପଡିଥାଏ। ତେବେ ଆସନ୍ତୁ ଆଜି ଜାଣିବା ଯେ କେଉଁ ବାର ରେ ଜନ୍ମ ହୋଇଥିବା ବ୍ୟକ୍ତିର ସ୍ଵଭାବ କିପରି ହୋଇଥାଏ।


ରବିବାର।
ରବିବାର ଦିନ ଯେଉଁ ବ୍ୟକ୍ତି ମାନେ ଜନ୍ମ ହୋଇ ଥାନ୍ତି ସେମାନେ ବହୁତ ଶାନ୍ତ ସ୍ୱଭାବର ହୋଇ ଥାନ୍ତି। ଏମାନେ ଜୀବନରେ ସର୍ବଦା ଉନ୍ନତି କରବାକୁ ବହୁତ ଭଲ ପାଇଥାନ୍ତି। ଯେଉଁ କାମ କରନ୍ତି ପୁରା ମନ ଧ୍ୟାନ ଦେଇ କରିଥାନ୍ତି। ଏହା ସହ ଏହି ଦିନ ଜନ୍ମ ହୋଇଥିବା ପିଲା ମାନେ ସର୍ବଦା ଲୋକ ମାନଙ୍କ ର ପ୍ରିୟ ହୋଇ ଥାନ୍ତି।

ସୋମ ବାର।
ଏହି ବାର ରେ ଜନ୍ମ ହୋଇ ଥିବା ବ୍ୟକ୍ତି ମାନେ ଧର୍ମ ପରାୟଣ ହୋଇଥାନ୍ତି। ଏମାନଙ୍କ ଉପରେ ପ୍ରଭୁ ଶିବଙ୍କ ର କୃପା ସର୍ବଦା ଲାଗି ରହିଥାଏ। ଏହା ସହିତ ଏମାନଙ୍କ ଉପରକୁ ବହୁତ କମ ବିପଦ ଆସିଥାଏ।


ମଙ୍ଗଳବାର।
ମଙ୍ଗଳ ବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ପାଇଁ ଜୀବନରେ ସଫଳତା ବହୁତ ବିଳମ୍ବରେ ଆସିଥାଏ। ଏମାନେ ଅଧିକାଂଶ କୃଷ୍ଣ ବର୍ଣ ର ହୋଇ ଥାନ୍ତି। ଏଥି ସହିତ ଏମାନେ ଅନ୍ୟ ମାନଙ୍କ ଉପରେ ସହଜ ରେ ବିଶ୍ୱାସ କରି ଯାଇ ଥାନ୍ତି।

ବୁଧବାର।
ଏହି ବର ରେ ଯେଉଁ ମାନେ ଜନ୍ମ ହୋଇ ଥାନ୍ତି ସେମାନେ ଆମିଷ ଖାଇବା ପାଇଁ ବହୁତ ଭଲ ପାଇଥାନ୍ତି। ଏହା ସହ ଏମାନଙ୍କ ର ସର୍ବଦା ମଜା ମଜଲିସ ରେ ସମୟ ବିତି ଥାଏ। ଏପରି ଲୋକ ମାନଙ୍କୁ ସମସ୍ତେ ଭଲ ପାଇ ଥାନ୍ତି।


ଗୁରୁବାର।
ଯେଉଁ ମାନେ ଗୁରୁବାର ରେ ଜନ୍ମ ହୋଇଥାନ୍ତି ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏମାନେ ସ୍ୱୟଂ ମ ଲକ୍ଷ୍ମୀ ଙ୍କ ର ଆଶୀର୍ବାଦ ହୋଇ ଥାନ୍ତି। ତେଣୁ ଏମାନଙ୍କ ର ଜୀବନରେ କେଵବବି ଧନ ର ଅଭାବ ଦେଖା ଦେଇ ନଥାଏ।

ଶୁକ୍ରବାର।
ଏହି ବର ରେ ଯେଉଁ ମାନେ ଜନ୍ମ ହୋଉ ଥାନ୍ତୁ ସେମାନେ ସର୍ବଦା ସମ୍ମନ ର ଅଧିକାରୀ ହୋଇ ଥାନ୍ତି। ପ୍ରତ୍ୟକ କାର୍ଯ୍ୟ କୁ ଠିକ ଭାବରେ କରି ଥାନ୍ତି ଏବଂ ଅନ୍ୟକୁ ସମ୍ମାନ ଦେଇ ଥାନ୍ତି।


ଶନିବାର।
ଶନିବାର ରେ ଯେଉଁ ମାନେ ଜନ୍ମ ହୋଇ ଥାନ୍ତି ଆଣେ ସର୍ଵଦା ଅନ୍ୟ ମାନଙ୍କ ର ପ୍ରିୟ ପାତ୍ର ହୋଇ ଥାନ୍ତି। ଏମାନେ ସର୍ବଦା ସତ୍ୟ ର ସାଥି ହୋଇଥାନ୍ତି। ଅନ୍ୟାୟ ଦେଖିଲେ କେବେବି ସହି ନାଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।