କୌଣସି ଝିଅ କୁ ଏକ ତରଫା ପ୍ରେମ କରୁଥିଲେ ନିଶ୍ଚୟ କରନ୍ତୁ ଏହି ଉପାୟ ମାତ୍ର 2 ଦିନରେ ସେ ଝିଅ ଆପଣଙ୍କ ପାଖକୁ ଆପେ ଆସିବ 100% ଗ୍ୟାରେଣ୍ଟି

0

ବର୍ତାମାନ ସମୟରେ ପ୍ରୟତ ସବୁ ପୁଅ କୌଣସି ନା କୌଣସି ନାରୀ ପାଇଁ ପାଗଳ ଆଟନ୍ତି। ଏପରି କି ଅନେକ ପୁଅ କୌଣସି ନା କୌଣସି ଝିଅ କୁ ଏକ ତରଫା ଭଲ ପାଇ ଯାଇଥାନ୍ତି। କିନ୍ତୁ ତାଙ୍କର ପ୍ରେମ ସମ୍ପର୍କ ବେଶୀ ଦୁର ଯାଇ ନଥାଏ। କାରଣ ଏକ ତରଫା ପ୍ରେମ ରେ କେବଳ ଜଣଙ୍କ ର ପ୍ରେମ ଥାଏ କିନ୍ତୁ ଅନ୍ୟ ପଟୁ ସମ୍ମତି ନଥାଏ। ଯାହା ଫଳରେ ସେମାନଙ୍କ ର ପ୍ରେମ ସମ୍ପର୍କ ଅଧା ରହି ଯାଇଥାଏ।


ପ୍ରତ୍ୟକ ପୁରୁସ ଚାହିଁଥାନ୍ତି ମନ ପସନ୍ଦର ଜୀବନ ସାଥି ଟିଏ ପାଇବା ପାଇଁ। କିନ୍ତୁ ଅଧିକାଂଶ ସମୟରେ ତାଙ୍କର ଏହି ଇଛା ପିରଣ ହୋଇ ନଥାଏ। ଯାହା ଫଳରେ ପୁଅ ମାନେ ଅନେକ ସମୟ ରେ ନିଜର ମନ ପସନ୍ଦ ର ଜୀବନ ସାଥି କୁ ନପାଇ ବହୁତ ଅସୁବିଧା ରେ ନିଜର ସମୟ କୁ ଅତିବାହିତ କରିଥାନ୍ତି। ତେବେ ଆଜି ଆମେ କହିବାକୁ ଯାଉଛୁ ଏପରି ଏକ ଉପାୟ ଯାହା ଫଳରେ ଆପଣ ସହଜରେ ଆପଣଙ୍କ ମନ ପସନ୍ଦର ଝିଅ କୁ ନିଜର ବସବର୍ତୀ କରି ପାରିବେ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ଟି ବିଷୟରେ।


ଏହି ଉପାୟ ପାଇଁ ପ୍ରଥମେ ଆପଣଂକୁ ଦରକାର 3 ଟି ରଶୁଣ। ତିନିଟି ରଶୁଣ କୁ ଆଣି ଏକ କଲା ସୁତାରେ ଗୁନ୍ଥି ଏକ ହାର ପ୍ରସ୍ତୁତ କରନ୍ତୁ। ଏହା ପରେ ତିନୋଟି ରଶୁଣ ରୁ ପ୍ରଥମ ରଶୁଣ ରେ ସେ ଝିଅ ର ନା ଲେଖି ଦିଅନ୍ତୁ। ଏହା ପରେ ଦ୍ୱିତୀୟ ରଶୁଣ ରେ ଲେଖି ଦିଅନ୍ତୁ ବସମ ଏବଂ ତୃତୀୟ ରଶୁଣ ରେ ନିଜ ର ନାମ ଲେଖି ଦିଅନ୍ତୁ। ଏହା ପରେ ଏହି ମାଲଟିକୁ ଧରି ଏହି ମନ୍ତ୍ର ଟିକୁ ଯପ କରନ୍ତୁ।

ଓଁ ହଲିଂ ଶ୍ରୀନ ସର୍ବମାହେତୁ ଆମଭୂକଂ ଠ ଠ ସ୍ୱହା।
ଏହି ପରି 108 ଥର ଯପ କରନ୍ତୁ। ଏହି ମନ୍ତ୍ର ଟିକୁ 108 ଥର ଯପ କରିବା ପରେ ଏହି ହାରଟିକୁ ପାଟି ପାଖକୁ ନେଇ ଫୁଙ୍କି ଦିଅନ୍ତୁ। ଫୁଙ୍କି ସରିବା ପରେ ଏହି ମାଳାଟିକୁ ନେଇ ଏକ ନିମ ଗଛ ରେ ଟାଙ୍ଗି ଦିଅନ୍ତି। ଟାଙ୍ଗିବା ସମୟରେ ସ୍ୱହି ଝିଅ ଟିର ନା 7 ଥର ଯପ କରନ୍ତୁ। 7 ଥର ଜପ କରିବା ପରେ ଯାଇ ସେହି ମାଳାକୁ ସେହି ନିମ ଗଛରେ ଟାଙ୍ଗି ଦିଅନ୍ତୁ ଦେଖିବେ ନିଶ୍ଚୟ ଆପଣଙ୍କ ଉଦେଶ୍ୟ ରେ ଆପଣ ସଫଳ ହେବେ।


ହେଲେ ମନେ ରଖନ୍ତୁ ଏହି ଉପାୟା ଟିକୁ କେବେଳ ଶୁକ୍ରବାର ଦିନ ହିଁ କରିବେ। ଶୁକ୍ରବାର ଦିନ 12 ରୁ 3 ଟା ମଧ୍ୟରେ ଏହି ଉପାୟକୁ କରନ୍ତୁ। ଦେଖିବେ ଆପଣ ନିଶ୍ଚିତ ଭାବରେ ସେହି ଝିଅକୁ ବଶୀଭୂତ କରିବାରେ ସଫଳ ହେବେ। ତେଣୁ ଏହି ଉପାୟ କୁ ଆପଣ ନିଶ୍ଚିତ ଭାବରେ କରନ୍ତୁ ଓ ନିଜର ମନ ପସନ୍ଦ ର ଝିଅ କୁ ନିଜର ଜୀବନ ସାଥି ବନାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।