ସାବଧାନ ! ମ୍ୟାଗି ଖାଇବା ପୂର୍ବରୁ ଜାଣି ରଖନ୍ତୁ ଏହି ଭୟଙ୍କର କଥା, ନଚେତ ହୋଇପାରେ ଏହି ସମସ୍ୟା

0

ଆପଣ ମାନେ ଜାଣି ଥିବେ ଆମ ଦେଶ ହେଉଛି ଶସ୍ୟ ଶ୍ୟାମଳ ର ଦେଶ। ଆମ ଦେଶ ରେ ଅନେକ ଲୋକ ଚାଷ କରି ନିଜର ଜୀବନ ପୋସନ୍ତି। ତେବେ ଆମ ଦେଶ ରେ ମଧ୍ୟ ଅନେକ ଜିନିଷ ଉତ୍ପାଦନା ହୁଏ। ଆଉ ଯାହା କୁ ପ୍ରତେକ ଲୋକ ନିଜ ଖାଦ୍ୟ ଭାବରେ ଖାନ୍ତି। ଦେଖିବାକୁ ଗଲେ , ଆମ ଦେଶ ରେ ସବୁ ପ୍ରକାର ଖାଦ୍ୟ ଦ୍ରବ୍ୟ ଉତ୍ପାଦନ ହୁଏ। ତେବେ ସେ ଗୁଡିକ ହେଉଛି ଧାନ, ଗହମ , ଡାଲି , ତେଲ , ମସଲା ଆଦି ଅନେକ ଜିନିଷ ଚାଷ କରା ଯାଏ। ତେବେ ଏହି ସବୁ ଜିନିଷ ଦେଶ ରେ ବିଭିନ ସ୍ଥାନ ରେ ଚାଷ କରା ଯାଏ। ଆଉ ଏହା ବିଭିନ ଦେଶ ରେ ବିଭିନ ଜଳ ବାୟୁ ଦ୍ୱାରା ଏହା ଚାଷ ହୋଇ ଥାଏ,ଆଉ ଏହି ସବୁ ଚାଷ କରି ଅନେକ ଲୋକ ବଞ୍ଚି ଥାନ୍ତି।


ତେବେ ଆପଣ ଆଜି କାଲି ଯାହା ଖାଉଛନ୍ତି,ସେଥିରେ ଅନେକ ପ୍ରକାର ଔଷଧ ଦେଇ ପ୍ରସ୍ତୁତ ହୁଏ। ଆଉ ଏହା ଆମ ଶରୀର ପାଇଁ ବହୁତ୍ କ୍ଷତି କରକ । ଏବେ ସମାଜ ରେ ଲୋକ ମାନଂକୁ ଅଧିକ ମତ୍ରା ରେ ରୋଗ ହେଉଛ ,ଏହି ସବୁ ଖାଦ୍ୟ ଖାଇ। ତେବେ ଏହା ଆମ ଶରୀର ର ବିଭିନ ଅଙ୍ଗ କୁ ବହୁତ କ୍ଷତି କରି ଥାଏ। ତେବେ ଲୋକ ମାନେ ମଧ୍ୟ ଏହା କିଣିବାକୁ ବାଧ୍ୟ ହୋଇ ଥାନ୍ତି। ତେବେ ଏମିତି ଅନେକ ଜିନିଷ ଅଛି ଯାହା ବାହାର ଦେଶ ରୁ ଆମଦାନି କରା ଯାଏ। ତେବେ ଆଜି ଆମେ ଏମିତି କିଛି ଖାଦ୍ୟ ବିଷୟ ରେ ଆମେ ଜାଣିବା ଯାହା ଆମେ ଖାଇବାକୁ ବହୁତ ଭଲ ପାଉ କିନ୍ତୁ ଏହା ଆମ ଶରୀର ପାଇଁ ବହୁତ୍ କ୍ଷତି କାରକ ହୋଇ ଥାଏ। ତେବେ ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟ ରେ।


ଏହି ବ୍ୟସ୍ତ ବହୁଳ ଜୀବନ ରେ ଲୋକ ମାନେ ସବୁ କାମ କୁ ଭଲ ସେ କରି ପାରୁ ନାହଁନ୍ତି। ତେବେ ଲୋକ ମାନେ ମ୍ୟାଗି ବିଷୟ ରେ ଜାଣି ଥିବେ ,ତେବେ ଏହା ଦୁଇ ତିନି ମିନିଟ ରେ ହେଇ ଯାଏ। ତେବେ ଯାହା ଖାଇବା କୁ ଲୋକ ମାନଙ୍କୁ ବହୁତ ଭଲ ଲାଗେ । ଏହାର ସ୍ଵାଦ ଓ ବାସନା ଲୋକ୍ ମାନଂକୁ ବହୁତ ପସନ୍ଦ ।ତେବେ ଏହା କୁ ମାନେ ଅଧିକ ଭଲ ପାନ୍ତି, ପିଲା ମାନଙ୍କ ବଜାର କୁ ଗଲେ ଫାଷ୍ଟ ଫୁଡ ଖାଇବା କୁ ଅଧିକ ଭଲ ପାନ୍ତି।ଆପଣ ମାନେ ବଜାର କୁ ଗଲେ ପିଲା ମାନଙ୍କୁ ମଧ୍ୟ ନେଇ ଯାଉ ଥିବେ ସେମାନେ ସେଠାରେ ସମସ୍ତ ପ୍ରକାର ଫାଷ୍ଟ ଫୂଡ଼ ଖାଇ ସେମାନ ଙ୍କର ଶରୀର କୁ ରୋଗ ଗ୍ରସ୍ତ କରି ଥାନ୍ତି । ଯଦି ଆପଣ ମାନେ ଏହି ଖାଦ୍ୟ ଖାଦ୍ୟ ଖାଉ ଛନ୍ତି ତେବେ ଏହା ର ସାଇଡ ଡେ଼ଫେନ୍ସ ନିହାତି ଦେଖନ୍ତୁ ।

ଆପଣ ମାନେ ମ୍ୟାଗି ମିଶ୍ରଣ ବିଷୟରେ ନିହାତି ଜାଣି ଥିବେ । ମ୍ୟାଗି ଖାଇବ ଦ୍ୱାରା ଆମର କେତେକ ବିଶିଷ୍ଟ ଅର୍ଗାନ କୁ ନଷ୍ଟ କରି ଦେଇ ଥାଏ । ସେମିତି ଆମର ଲିଭର କୁ କାର୍ଯ୍ୟ କରି ବାକୁ ପ୍ରତି ରୋଧ କରି ଥାଏ , ଯାହାକି ଆମର ଖାଇବା ର ଶକ୍ତି କମାଇ ଦେଇ ଥାଏ ,ସ୍ମରଣ ଶକ୍ତି ଆଦି କୁ ନଷ୍ଟ କରି ଦେଇ ଥାଏ । ମୁଣ୍ଡ ର ବାଳ ଉପାଡି ଯାଇ ଥାଏ ।ତେବେ ଏହା ଆମର ଅନେକ ଅଙ୍ଗ କୁ ବହୁତ କ୍ଷତି କରି ଥାଏ,ତେବେ ଏହା ଠୁ ଦୁରେଇ ରୁହନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।