ଧନତେରସ / ଦୀପାବଳି ଦିନ ଘରକୁ ଆଣିଲେ ଏହି ଜିନିଷ ଆସେ ଦରିଦ୍ରତା ହୋଇଜାନ୍ତୁ ସାବଧାନ ନଚେତ ହୋଇ ପାରେ ଅନର୍ଥ।

0

ଧନ ତରସ ଦିନ ଟି ବହୁତ ପବିତ୍ର ଅଟେ। ଏହି ଦିନ ଲୋକ ମାନେ ବିଶେଷ କରି ମହିଲା କିଛି ନା କିଛି ଜିଣୁସ ତଥା ଅଂଲଙ୍କାର କିଣି ଘରକୁ ଆଣିଥାନ୍ତି। ଯାହା କି ବହୁତ ଶୁଭ ମାନା ଯାଇଥାଏ। ତେବେ ଏହି ଦିନଟିର ବହୁତ ଗୁରୁତ୍ୱ ରହିଛି।ପ୍ରତିବର୍ଷ ଏହି ଦିନରେ ଲୋକ ମାନଙ୍କ ର ଗହଳି ସବୁ ଦୋକାନ ରେ ଦେଖିବାକୁ ମିଳିଥାଏ ବିଶେଷ କରି ଅଳଙ୍କାର ଓ ଅନ୍ୟାନ୍ୟ ଜିନିସ ଗୁଡିକ ଦୋକାନ ରେ ବହୁତ ଭିଡ ଦେଖିବାକୁ ମିଳେ


କିନ୍ତୁ ଆପଣ ମାନେ ନିଶ୍ଚିତ ଭାବରେ କିଛି କଥା ପ୍ରତି ଧ୍ୟାନ ଦେବା ଦରକାର ଯାହା କି ଏହି ଦିନରେ କିଛିବି କରିବା ଅନୁଚିତ। ନଚେତ ଆପଣଙ୍କ ଉପରେ ଏହାର ବହୁତ ଖରାପ ପ୍ରଭାବ ପଡିଥାଏ। ଏପରି ଅନେକ ଜିନିସ ରହିଛି ଯେଉଁ ଗୁଡିକୁ ଭୁଲ ରେ ମଧ୍ୟ ଏହି ଦିନ କେବେବି ଘରକୁ ଆଣିବା ଉଚିତ ନୁହେଁ। ନଚେତ ଏହା ଦ୍ୱାରା ରାହୁ ଙ୍କ ର କୋପ ଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ।


1. ଏହି ଦିନ କେବେବି କାଚ ର କୌଣସି ଜିନିଷ ବା ବସ୍ତୁ ଘରକୁ ଆଣନ୍ତୁ ନାହିଁ। ଏହି ଜିନିସ ଘରକୁ ଆଣିବା ଦ୍ୱାରା ରାହୁଙ୍କ ର କୋପ ଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ। ତେଣୁ ଭୁଲ ରେ ମଧ୍ୟ କାଚର ଲୋଉମସି ପାତ୍ର କମ୍ବ କୌଣସି ଜିଣୁସ ଏହି ଦିନ ଘରକୁ ଆଣନ୍ତୁ ନାହିଁ। ନଚେତ ବହୁତ ଅସୁବିଧାର ସମ୍ମଖିନ ହୋଇ ପାରନ୍ତି।

2. ଆପଣ ଯଦି ଘରକୁ କୌଣସି ଆଲୁମିନିୟମ ର ଜିନିସ ଆଣିବାକୁ ଭାବୁଛନ୍ତି ତେବେ ଏହିଦିନ ଭୁଲ ରେ ମଧ୍ୟ ଏହି ଜିନିସ ଘରକୁ ଆଣନ୍ତୁ ନାହିଁ। କାହିଁକି ନା ଏହା ଦ୍ୱାରା ରାହୁ ଙ୍କ ର କୋପ ଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ। ଏବଂ ଆପଣଙ୍କ ଉପରକୁ ତଥା ଆପଣଙ୍କ ପରିବାର ଉପରକୁ ବହୁତ ଅସୁବିଧା ମାଡ଼ି ଆସିବ।


3. ଲୁହା ର ଜିନିସ ଏହି ଦିନ ଘରକୁ ଆଣିବା ଦ୍ୱାରା ମଧ୍ୟ ବହୁତ ଅଶୁଭ ହୋଇଥାଏ। ଆପଣ ଯଦି ଏହି ଦିନ କୌଣସି ଲୁହା ର ଜିଣୁସ କିମ୍ବା ଲୁହାର ପାତ୍ର ଆଣିବାର ପ୍ଲାନ କରିଛନ୍ତି ତାହାଲେ ତାହାକୁ ସଂଗେ ସଂଗେ କେଂସେଲ କରନ୍ତୁ। ଏହି ଦିନ କେବେବି ଲୁହା ର କୌଣସି ଜିନିଷ ଘରକୁ ଆଣନ୍ତୁ ନାହିଁ। ନଚେତ ପରେ ବହୁତ ଅସୁବିଧା ଦେଖିବାକୁ ମିଳିପାରେ।

4. ଏହି ଦିନ ଯଦି ଆପଣ ସୁବିଜ ଫଳ ପାଇବା ପାଇଁ ଚାହୁଛନ୍ତି ତେବେ ଘରକୁ ସୁନା କିମ୍ବା ରୁପା ର ଅଳଂକାର ନେଇ ଆସନ୍ତୁ।ଏହା ନିଜ ପାଇଁ ତଥା ଘର ର ସମସ୍ତ ପରିବାର ବର୍ଗ ଙ୍କ ପାଇଁ ବାହିତ ଶୁଭ ହୋଇଥାଏ। ଏହା ଛଡା ଆପଣ ଯଦି ଚାହିଁବେ ଏହି ଦିନ ଷ୍ଟିଲ ର ମଧ୍ୟ କୌଣସି ଜିଣୁସ କିମ୍ବା ପାତ୍ର ଘରକୁ ଆଣିପାରିବେ। ଏହା ଦ୍ୱାରା ମଧ୍ୟ ଆପଣଂକୁ ବହୁତ ଶୁଭ ଫଳ ମିଳି ଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।