ଜାଣନ୍ତୁ ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆମ ଦେଶ ହେଉଛି ଦେବାଦେବୀ ମନ୍ଦିର ଆଦି ରେ ଭରପୂର। ସାରା ରାଜ୍ୟ ରେ ଅନେକ ଦେବାଦେବୀ ଅନେକ ରୂପ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ରଥି ମହାରଥୀ ଙ୍କ ଠାରୁ ଆରମ୍ଭ କରି ଭଗବାନ ଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଦେଶରେ ଜନ୍ମ ନେଇ ସେମାନଙ୍କ ର ଅନେକ ଲୀଳା ଖେଳ କରିଛନ୍ତି। ଆମ ଦେଶରେ ମଧ୍ୟ ଅନେକ ରାଜ୍ୟ ରେ ବିଭିନ୍ନ ଜାତିର ଲୋକ ମାନେ ବସବାସ କରନ୍ତି। ସମସ୍ତ ଙ୍କ ର ଚାଲିଚଳଣି, ରୀତିନୀତି, ପୂଜା ପଟା ସବୁ ଅଲଗା। ଆମ ମାନଙ୍କୁ ସେହି ସମ୍ପର୍କରେ ହୁଏତ ଜ୍ଞାନ ନଥିବା। ଆମେ ମାନେ ଆଜି ଆପଣ ମାନଙ୍କୁ ଭାରତର କିଛି ତ କଥା ଏବଂ ଆମ ରାଜ୍ୟ ମାନଙ୍କର କିଛି ତଥ୍ୟ ସମ୍ପର୍କରେ କହିବୁ।

1 . ଭାରତ ର କେଉଁ ରାଜ୍ୟ ରେ ସର୍ବ ପ୍ରଥମେ ସୂର୍ଯ୍ୟ ଙ୍କ ର ପହିଲି କିରଣ ପଡିଥାଏ?
ଉତ୍ତର – ଅରୁଣାଚଳ ପ୍ରଦେଶ


2 . ଭଗବାନ ବୁଦ୍ଧଙ୍କୁ କେଉଁ ଠାରେ ଜ୍ଞାନ ପ୍ରାପ୍ତି ହୋଇଥିଲା?
ଉତ୍ତର – ବୁଦ୍ଧଗୟା

3 . ଭାରତର ମୁଖ୍ୟ ଦକ୍ଷିଣତମ ତଟ କେଉଁଟି?
ଉତ୍ତର – କନ୍ୟାକୁମାରୀ

4 . ବିହୁ କେଉଁ ରାଜ୍ୟ ର ପ୍ରସିଦ୍ଧ ପୂର୍ବ?
ଉତ୍ତର – ଆସାମ

5 . ପୋଙ୍ଗଲ କେଉଁ ରାଜ୍ୟ ର ପ୍ରସିଦ୍ଧ ପର୍ବ ?
ଉତ୍ତର – ତାମିଲନାଡୁ

6 . ଗିଧା ଓ ଭାଙ୍ଗଡା କେଉଁ ରାଜ୍ୟ ର ପ୍ରଧାନ ଲୋକନୃତ୍ୟ ଅଟେ?
ଉତ୍ତର – ପଞ୍ଜାବ

7 . ‘ ଆପକା ବ୍ୟାଙ୍କ, ଆପକା ଦ୍ୱାର ’ ଏହା କେଉଁ ବ୍ୟାଙ୍କର ଟ୍ୟାଗ୍ ଲାଇନ୍?
ଉତ୍ତର – ଆଇ. ପି. ପି. ବି.

8 . ରାଷ୍ଟ୍ରୀୟ କ୍ରୀଡା ଦିବସ କେବେ ପାଳନ କରାଯାଏ?
ଉତ୍ତର – 29ଅଗଷ୍ଟ


9 . କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନ କେଉଁ ରାଜ୍ୟ ରେ ଅବସ୍ଥିତ?
ଉତ୍ତର – ଆସାମ

10 . ଜବାହାର ସାଗର ବନ୍ଧ ବା ଡ୍ୟାମ୍ କେଉଁ ନଦୀ ଉପରେ ଅବସ୍ଥିତ?
ଉତ୍ତର – ଚମ୍ବଲ

11 . ନାସିକ୍ ର କେଉଁ ନଦୀ କୂଳ ରେ କୁମ୍ଭ ମେଳା ଅନୁଷ୍ଠିତ ହୁଏ?
ଉତ୍ତର – ଗୋଦାବରୀ

12 . ଭୌଗଳିକ ଦୃଷ୍ଟିକୋଣରୁ ଭାରତର ପ୍ରାଚୀନତମ ପର୍ବତ ଶୃଙ୍ଖଳା କିଏ?
ଉତ୍ତର – ଆରାବଳୀ

13 . ଅଜନ୍ତା ଗୁମ୍ଫା କେଉଁ ରାଜ୍ୟ ରେ ଅବସ୍ଥିତ?
ଉତ୍ତର – ମହାରାଷ୍ଟ୍ର

14 . ନାଳନ୍ଦା ବିଶ୍ଵବିଦ୍ୟାଳୟ କେଉଁ ରାଜ୍ୟ ରେ ଅବସ୍ଥିତ?
ଉତ୍ତର – ବିହାର

15 – ନନ୍ଦାଦେବୀ ପର୍ବତର ଉଚ୍ଚତା କେତେ?
ଉତ୍ତର – ୭୮୧୬ ମିଟର

16 . ବିଶ୍ୱର କେଉଁ ସହର ଲୋକ ସବୁଠାରୁ ଅଧିକ କାମ କରନ୍ତି?
ଉତ୍ତର – ମୁମ୍ବାଇ

17 . ଉତ୍ତର ପ୍ରଦେଶ ଓ ଝାଡଖଣ୍ଡ ର ସମୁଦାୟ କେତେ ପ୍ରତିଶତ ଲୋକ ତମ୍ବାଖୁ ସେବନ କରିଥାନ୍ତି?
ଉତ୍ତର – ୪୦%

18 . ସ୍ୱଚ୍ଛ ସର୍ବେକ୍ଷଣ 2018 ରିପୋର୍ଟ ଅନୁସାରେ କେଉଁ ସହର କୁ ଏହି ବର୍ଷ ବି ସ୍ୱଚ୍ଛ ସହର ର ମାନ୍ୟତା ମିଳିଛି?
ଉତ୍ତର – ଇନ୍ଦୋର

19 . କେଉଁ ଦେଶର ଲୋକ ଚାକିରୀ କରିବା ପାଇଁ ଅଧିକ ଇଚ୍ଛା ପ୍ରକାଶ କରିଥାନ୍ତି?
ଉତ୍ତର – ୟୁ. ଏ. ଇ

20 . କିଏ ସୂର୍ଯ୍ୟ ଙ୍କୁ ଫଳ ଭାବି ଖାଇବାକୁ ବସିଥିଲେ?
ଉତ୍ତର – ହନୁମାନ


ଏହିପରି ଆହୁରି ଅନେକ ପ୍ରଶ୍ନ ଏବଂ ଉତ୍ତର ରହିଛି। ଯେଉଁ ସବୁ କୁ ଆମକୁ ଜାଣିବା କଥା। ଆମ ଶାସ୍ତ୍ର ଏବଂ ଆମ ଦେଶ ରାଜ୍ୟ କୁ ନେଇ ଅନେକ ସତ୍ୟତା ଅଛି ଯାହା ସମ୍ବନ୍ଧରେ ହୁଏତ ଆମକୁ ଜ୍ଞାନ ନଥିବା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।