ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ, 2 ମିନିଟ୍ ରେ ନିଜ ଦେହରେ ଥିବା କଳା ଦାଗ ସମସ୍ୟାରୁ ମୁକ୍ତି ପାଆନ୍ତୁ।ଆସନ୍ତୁ ଜାଣିବା ଏହାର ତିଆରି ପ୍ରଣାଳୀ ଓ ପରିଣାମ…….

0

ଆଜିର ସମାଜରେ ପ୍ରାୟତଃ ଅଧିକାଶଂ ଲୋକମାନଙ୍କ ବେକରେ କଳା ଦାଗ ରହିଥିବାର ଦେଖାଯାଏ ଏହାକୁ ଭଲ କରିବା ପାଇ ସେମାନେ ବହୁତ ପେଷ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । ଏହି ସମସ୍ୟା ରହିଥିଲେ ଏଥିରୁ କିପରି ମୁକ୍ତି ପାଇବା ତାହାର ଗୋଟିଏ ଉପଚାର ମଧ୍ୟ ରହିଛି ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ।

ନମ୍ୱର – 1 ପ୍ରଥମେ 2 ଚାମଚ ଚାଉଳର ଗୁଣ୍ଡ , 2 ଚାମଚଗହମ ଅଟାର ଗୁଣ୍ଡ ଏବଂ 2 ଚାମଚ ଦହି ତା ସହିତ ଆଳୁର ଜୁସ ଓ ହଳଦୀର ଗୁଣ୍ଡ ଏହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏହାକୁ ବେକରେ ବ୍ୟବହାର କରିବା ପୂର୍ବରୁ ଆପଣଙ୍କୁ ଢିଲା ପୋଷାକ ପିନ୍ଧିବାକୁ ହେବ ଓ ଜୁଏଲାରୀ ପିନ୍ଧିଥିଲେ ଏହାକୁ ବହାର କରି ଦିଅନ୍ତୁ । ତା ସହିତ ଆପଣଙ୍କ ଚୁଟିକୁ ଉପରକୁ ବାନ୍ଧି ଦିଅନ୍ତୁ ଯାହା ଦ୍ୱାରା ଏହି ପେଷ୍ଟକୁ ବ୍ୟବହାର କରିବା ଦ୍ୱାରା ଏହା ଲାଗିଯିବ ନାହିଁ ।


ଏହି ପେଷ୍ଟକୁ ଗାଧୋଇବା ପୂର୍ବରୁ ବ୍ୟବହାର କଲେ ଏହାକୁ ଧୋଇବାରେ ଅସୁବିଧା ହୋଇନଥାଏ । ଏହି ପେଷ୍ଟକୁ ବେକରେ ହୋଇଥିବା ଦାଗରେ ବା ସାଇଟରେ ଲଗାଇବେ ଯାହା ଆପଣଙ୍କର ବେକରେ ସୃଷ୍ଟି ହୋଇଥିବା ଦାଗ ସମ୍ପର୍ଣ୍ଣ ଭାବରେ ଦୂର ହେବ । ଯେତିକି ଆମର ଫେସର ଯତ୍ନ ନେବା ଆବଶ୍ୟକ ହୋଇଥାଏ ସେମିତି ଆମର ନେକରେ ହୋଇଥିବା ଦାଗକୁ ମଧ୍ୟ ଦୂର କରିବା ଅଧିକ ଜରୁରୀ ହୋଇଥାଏ ।


ଏହି ପେଷ୍ଟକୁ ବ୍ୟବହାର କରିବା ଦ୍ୱାରା ଆମ ସ୍କିନରେ ଥିବା ଏନଜାଇମକୁ ଦୂର କରିଥାଏ ଯାହା ଫଳରେ ଆମ ନେକରେ ଗ୍ଲୋଇଙ୍ଗନେସ ଆସିଥାଏ । ଏହି ପେଷ୍ଟକୁ ଲଗାଇବା ପରେ 15 ରୁ 20 ମିନିଟ ପର୍ଯ୍ୟନ୍ତ ଏହାକୁ ଶୁଖିବା ପାଇ ଛାଡିଦିଅନ୍ତୁ ଏହା ଶୁଖିଯିବା ପରେ ଥଣ୍ଡା ପାଣି ସାହାର୍ଯ୍ୟରେ ଏହାକୁ ସ୍କ୍ରବ କରନ୍ତୁ । ପ୍ରାୟତଃ ଫେସ ପାଇ ଯେତିକି ଟାଇମ ଦେଇଥାଉ ବା ସ୍କ୍ରବ ଓ ମାସ୍କ ମଧ୍ୟ ପରିଧାନ କରିଥାଉ ଆମର ନେକର ଗ୍ଲୋଇଙ୍ଗନେସ ପାଇ ଆମେ ସେତିକି ଧ୍ୟାନ ଦେଇନଥାଉ । ଏହି ପେଷ୍ଟ ବ୍ୟବହାର କରିବା ନେକରେ ଥିବା ସମସ୍ତ ସମସ୍ୟା ସହଜରେ ଦୂର ହେବା ସହ ବ୍ରାଇଟନେସ କରିଥାଏ ।


ଏହାକୁ ଭଲ ଭାବରେ ସ୍କ୍ରବ କରିସାରିବା ପରେ ଏହାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ନେକରେ ଅଧିକ ପରିମାଣରେ ଡ୍ରାକନେସ ରହିଥିଲେ ଏହାକୁ ସପ୍ତାହରେ 4- 5 ଦିନ ରେଗୁଲାର ବ୍ୟବହାର କରନ୍ତୁ । ଏହି ପେଷ୍ଟକୁ ରେଗୁଲାର ବ୍ୟବହାର କରିବା ଦ୍ୱାରା ନେକରେ ରହିଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ ତା ସହିତ ନେକରେ ବ୍ରାଇଟ ଓ ଗ୍ଲୋଇଙ୍ଗ ମଧ୍ୟ ଆସିଥାଏ । ଏହାକୁ ବ୍ୟବହାର କରନ୍ତୁ ଏବଂ ଅପଣଙ୍କର ନେକର ସମସ୍ତ ସମସ୍ୟା ଦୂର କରନ୍ତୁ ତା ସହିତ ଅନ୍ୟ ମାନଙ୍କର ଏହି ସମସ୍ୟା ରହିଥିଲେ ଏହି ପେଷ୍ଟକୁ ବ୍ୟବହାର କରନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।