ଆପଣଙ୍କ ର ପେଟ ସମସ୍ୟା ରହୁଛି କି ? ତେବେ ନିଶ୍ଚୟ କରନ୍ତୁ ଏହି ସବୁ ଉପାୟ ପେଟ ସମସ୍ୟା ରୁ ମିଳିବ ସମ୍ପୂର୍ଣ ମୁକ୍ତି 100% ଗ୍ୟାରେଣ୍ଟି

0

ଦୈନଦିନ ଜୀବନରେ ବ୍ୟସ୍ତତା କାରଣରୁ ମଣିଷ ନିଜର ଶରୀର ର ଯତ୍ନ ନେବା କୁ ଭୁଲି ଯାଉଛି। ଯାହା ଫଳରେ ଭିଭିନ୍ନ ରୋଗ ସେମାନଙ୍କ ଶରୀର ରକୁ ଗ୍ରାସ କରି ଦେଉଛି। ତେବେ ବର୍ତ୍ତମାନ ସମୟରେ ସବୁଠୁ ବଡ ସମସ୍ୟା ହେଉଛି ପେଟ ସମସ୍ୟା। କାହିଁକି ନା ଏବେ ପ୍ରାୟତ ସବୁ ଲୋକଙ୍କ ର ପେଟ ରେ ଯନ୍ତ୍ରଣା ଗ୍ୟାସ ଓ କଷ୍ଟ କାଠିନ୍ୟ ଭଳି ସମସ୍ୟା ଦେଖିବାକି ମିଳୁଛି। ଏଥି ରୁ ବର୍ତ୍ତିବା ପାଇଁ ସେମାନେ ବିଭିନ୍ନ ପ୍ରକାର ର ଉପାୟ ଗୁଡିକ କରି ଓ ଔଷଧ ସେବନ କରି ମଧ୍ୟ ଏଥିରେ ସଫଳତା ପାଇ ପାରୁ ନାହାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କ ଏପରି କିଛି ଉପାୟ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାକୁ କି କରିବା ଦ୍ୱାରା ଆପଣ ଏହି ସବୁ ପେଟ ସମସ୍ୟା ରୁ ସମ୍ପୂର୍ଣ ମୁକ୍ତି ପାଇପାରିବେ।

1. ପେଶୀ 
ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ପେଶୀ କୁ ଗୁଣ୍ଡ ଜାରି ଅଧା ଗ୍ଲାସ ପାଣି ରେ ଭିଯାଇ ଦିଅନ୍ତୁ। ଏହା ପରେ ସକାଳୁ ଉଠିବା ପରେ ଏହି ପେଶୀ ଓ ପାଣି କୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ଓ ଖାଲି ପେଟରେ ଝାଡା ଯିବା ଆଗରୁ ଏହାକୁ ପାନ କରନ୍ତୁ ଦେଖିବେ ଆପଣଂକୁ ଏହି ସମସ୍ୟା ଗୁଡିକରୁ ସମ୍ପୂର୍ଣ ମୁକ୍ତି ମିଳିବ।


2. ପୁଦିନା ପତ୍ର
ପ୍ରତିଦିନ ସକାଳେ ପୁଦିନ ପତ୍ର ଆଣି ତାହାକୁ ପେଷ୍ଟ କରି ଏକ ଗ୍ଲାସ ପାଣି ରେ ମିଶାଇ ପିଅନ୍ତି। ଏହା କରିବା ଦ୍ୱାରା ଆପଣଙ୍କ ର ସବୁ ପେଟ ସମସ୍ୟା ଶୀଘ୍ର ଦୁର ହୋଇ ଯାଇଥାଏ।


3. ଜଡ଼ା ତେଲ
ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀର ରେ 2 ଚାମଚ ଜଡ଼ା ତେଲ ମିଶାଇ ପାନ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ର ପେଟ ର ସମସ୍ୟା ବହୁତ ଶୀଘ୍ର ଉର ହୋଇଯିବ। ତେଣୁ ରାତିରେ ନିଶ୍ଚିତ ଏହାକୁ ପାନ କରନ୍ତୁ।


4. ସକାଳୁ ଉଠିବା ପରେ ଏକ ଗ୍ଲାସ ପାଣିରେ ଲେମ୍ବୁ ମିଶାଇ ଖାଲି ପେଟରେ ପାନ କରନ୍ତୁ। ଏପରି କରବା ଦ୍ୱାରା ଆପଣଙ୍କ ର ଏସିଡିଟି ଓ ଗ୍ୟାସ ଭଳି ସବୁ ସମସ୍ୟା ଦୂର ହୋଇ ଯାଇଥାଏ। ତେଣୁ ଏହାକୁ ପ୍ରତିଦନ ବ୍ୟବହାର କରନ୍ତୁ।

5. ଆପଣ ଧ୍ୟାନ ଦେବା ନିହାତି ଆବଶ୍ୟକ କି ରାତିରେ ଶୋଇବା ପୂର୍ବରୁ ଆପଣ ସର୍ବଦା ଶାସ୍ତିକ ଭୋଜନ କରିବାକୁ ଚେଷ୍ଟା କରନ୍ତୁ। ଅଧିକ ମସଲା ଯୁକ୍ତ ଖାଦ୍ୟ କେବେବି ଖାନ୍ତୁ ନାହିଁ। ମନେ ରଖନ୍ତୁ ଆପଣ ଯଦି ଆମିଷ କିମ୍ବା ମସଲା ଯୁକ୍ତ ଖାଦ୍ୟ ଖାଉଛନ୍ତି ତାହାଲେ ସର୍ବଦା ଦିନରେ ହିଁ ଏହାକୁ ଖାନ୍ତୁ ଭୁଲ ରେ ମଧ୍ୟ ରାତିରେ ଏଗୁଡିକ କେବେବି ଖାନ୍ତୁ ନାହିଁ। କାରଣ ଏହି ଖାଦ୍ୟ ଗୁଡିକ ରାତିରେ ସହଜ ରେ ହଜମ ହୋଇ ନଥାଏ। ଯାହା ଫଳରେ ଆମର ବିଭିନ୍ନ ପ୍ରକାର ର ପେଟ ସମସ୍ୟା ଦେଖା ଯାଇଥାଏ।ତେଣୁ ରାତିରେ ଏସବୁ ଖାଦ୍ୟ କେବେ ଖାନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।