ଅର୍ଚ୍ଚିତା ଙ୍କ ବଡ଼ ଭଉଣୀ ଙ୍କୁ ପ୍ରଥମ ଥର ଦେଖନ୍ତୁ ଓ ତାଙ୍କ ସମ୍ପର୍କରେ କିଛି ଅଜଣା ସତ୍ୟ ଘଟଣା ଯାହା ଆଶ୍ଚର୍ଯ୍ୟ କରିଦେବ

0

ଏହି ସମାଜରେ ପ୍ରତେକ ଲୋକ ଖୁସି ରେ ରହିବାକୁ ଚାଁହାନ୍ତି ଆଉ ନିଜ ମନ କୁ ମଧ୍ୟ ଫୁର୍ତି ରଖିବାକୁ ଚେଷ୍ଟା କରନ୍ତି। ଲୋକ ମାନେ ନିଜର ଖୁସି ପାଇଁ ନିଜର ମନରଞ୍ଜନ ପାଇଁ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି। ତେବେ ଆମ ଦେଶ ରେ ଫିଲ୍ମ ର ଲୋକ ପ୍ରିୟତା ଅଧିକ ରହିଛି।ପ୍ରତେକ ଲୋକ ଏହାକୁ ଅଧିକ ମତ୍ରା ରେ ପସନ୍ଦ କରନ୍ତି, ଚଲଚିତ୍ର ଦେଖିବାକୁ ସମସ୍ତେ ପସନ୍ଦ କରନ୍ତି। ତେବେ ଏହି ଫିଲ୍ମ ବା ଚଲଚିତ୍ର ଟି ଅନେକ ଭାଷା ରେ ଦେଖିବାକୁ ମିଳେ। ହିନ୍ଦୀ , ଓଡ଼ିଆ , ଇଂରାଜୀ , ତେଲଗୁ ଆଦି ଅନେକ ଭାଷାରେ । ତେବେ ଏହି ସବୁ ଭାଷା ରେ ଲୋକପ୍ରିୟତା ରହିଛି ବହୁତ ଚହିଦା ରହିଛି। ତେଣୁ ଏହା ଅଧିକ ଲୋକ ଦେଖିବାକୁ ପସନ୍ଦ କରନ୍ତି।


ତେବେ ଏହି ଚଳଚିତ୍ର ଜଗତ ରେ ଓଡ଼ିଆ ଚଳଚିତ୍ର ର ଅନେକ ଲୋକପ୍ରିୟତା ରହିଛି। ତେବେ ଅନେକ ଲୋକ ମଧ୍ୟ ଓଡ଼ିଆ ଫିଲ୍ମ ଦେଖିବାକୁ ବହୁତ୍ ପସନ୍ଦ କରନ୍ତି। ତେଣୁ ଆଜିବି ଓଡ଼ିଆ ଫିଲ୍ମ ର ଅନେକ ଚାହିଦା ରହିଛି।ତେବେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ତାଙ୍କ ଚଳଚିତ୍ର ପରି ଅନେକ ଲୋକ ଙ୍କ ପାଖରେ ଲୋକପ୍ରିୟ୍ ।ତେବେ ଆଜି ଆମେ ଏମିତି ଜଣେ କଳାକାର ଙ୍କ ବିଷୟ ରେ ଜାଣିବା , ଯିଏ କି ଓଲିଉଡ଼ ରେ ବହୁତ୍ ପୁରୁଣା ଓ ସଫଳ କଳାକାର।

ତେବେ ଆପଣ ସମସ୍ତେ ଅର୍ଚିତା ଙ୍କୁ ଜାଣି ଥିବେ,ଯିଏ ଓଲିଉଡ଼ ର ଜଣେ ସଫଳ ଓ ସୁନ୍ଦର ଅଭିନେତ୍ରୀ। ତେବେ ଆଜି ଆମେ ତାଙ୍କ ସମ୍ପର୍କ ରେ ଅନେକ ତଥ୍ୟ ଜାଣିବା , ଯାହା ଆଗରୁ କେବେ କେହି ଜାଣି ନ ଥିବେ। ତେବେ ପ୍ରଥମ ରୁ ଜଣେ ଓଡିଶୀ ଡେ଼ନ୍ସ୍ କରୁ ଥିଲେ, ଜଣେ ଭଲ ଓଡିଶୀ ଡେ଼ନ୍ସର ଥିଲେ। ତେବେ ସେ ୨୦୦୫ ମସିହା ରେ ପ୍ରଥମେ ଓଲିଉଡ଼ ରେ ପାଦ ଦେଇ ଥିଲେ। ତେବେ ତାଙ୍କର ପ୍ରଥମ ଚଳଚିତ୍ର ଥିଲା ଓ ମାଇଁ ଲଭ । ତେବେ ତାଙ୍କର ତିନୋଟି ଫିଲ୍ମ ବହୁତ ହିଟ ହୋଇ ଥିଲା,ଓ ମାଇଁ ଲଭ , ବାବୁ ଆଇ ଲଭ ୟୁ , ଆଉ ଆକାଶେ କି ରଙ୍ଗ ଲାଗିଲା।ତେବେ ଅର୍ଚିତା ଆମ ଓଡିଶା ପାଇଁ ବହୁତ୍ ଗୌରବ ଆଣି ଦେଇ ଛନ୍ତି। ସେ ଫେମିନା ମିସ ଇଣ୍ଡିଆ ରେ ଭାଗ ନେଇ ଥିଲେ।ଆଉ ସେଠାରେ ସେ ବିଜେତା ମଧ୍ୟ ହୋଇ ଥିଲେ। ତେବେ ଏବେ ତାଙ୍କର ବୟସ ୨୭ ବର୍ଷ , ଓଜନ ୫୫ କିଲୋ ଆଉ ତାଙ୍କ ଉଚତା ୫” ୯’ ।


ତେବେ ତାଙ୍କର ପରିବାର ରେ ବାପା ମା ଆଉ ଭଉଣୀ ରହିଛନ୍ତି। ତେବେ ଅର୍ଚିତା ଙ୍କ ପାଖରେ ଏବେ ୫୫ ଲକ୍ଷ ଟଙ୍କା ର ଗୋଟେ ବିଏମ୍ଡବ୍ଲୁ୍ୟ ଗୋଟେ କର ରହିଛି ।ଆଉ ତାଙ୍କ ପାଖରେ ଗୋଟେ ଆଲିସାନ୍ ଘର ରହିଛି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅର୍ଚିତା ଗୋଟେ ଫିଲ୍ମ କରିବା ପାଇଁ ୧୫ ରୁ ୨୦ ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି। ତେବେ ସେ ଗୋଟେ ବ୍ରାଣ୍ଡ ର ପ୍ରୋମୋସନ୍ ପାଇଁ ପାଖ ପାଖି ୩ ରୁ ୪ ଲକ୍ଷ ଟଙ୍କା ନିଅନ୍ତି,ଆଉ ସେ ୨୦୦୫ ରୁ ଆଜି ଯାଏ ପାଖ ପାଖି ୩୫ ଟି ଚଳଚିତ୍ର ରେ କାର୍ଯ୍ୟ କରି ସାରିଛନ୍ତି। ଆଉ ତା ସହ ଅର୍ଚିତା ଙ୍କ ଫେନ ସଂଖ୍ୟା ବହୁତ ଅଧିକ । ଓଡିଶା ରେ ଅର୍ଚିତା ଙ୍କର ସବୁଠୁ ଅଧିକ ଫେନ ରହିଛନ୍ତି। ତେବେ ସବୁ ଲୋକ ତାଙ୍କୁ ବହୁତ ପସନ୍ଦ କରନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।