ସୋସିଆଲ ମିଡ଼ିଆରେ ନିଆଁ ପରି ଭାଇରଲ ହେଉଛି ଗୁଗୁଲି ଙ୍କୁ ବିବାହ କଲେ କମେଡିଆନ ପ୍ରଜ୍ଞା ଖଟୁଆ ବିବାହ ର ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ସାଧାରଣତ୍ୱ କହିବାକୁ ଗଲେ ବର୍ତ୍ତମାନ ର ଏହି ସମାଜରେ ଲୋକ ମାନଙ୍କ ମଧ୍ୟରେ ଆଉ ସେତିକି ମିଳାମିଶା କି ଘନିଷ୍ଠ ତା ନାହିଁ ଯାହା ପୂର୍ବରୁ ରହୁଥିଲା। ତେବେ ବର୍ତ୍ତମାନ ର ବ୍ୟସ୍ତବହୁଳ ଜୀବନ ରେ ଲୋକମାନେ ନିଜର କାମରୁ ଟିକିଏ ଫାଙ୍କା ମିଳିଲେ ସେହି ମୁହୂର୍ତ୍ତ କୁ ଉପଭୋଗ କରିବାକୁ ଚାହାନ୍ତି । ଆଉ ନିଜର ମୋନରଞ୍ଜନ କରିବାକୁ ସେମାନେ ଟିଭି ଦେଖିବାକୁ ପସନ୍ଦ କରନ୍ତି । ତେବେ ଟିଭି ମଧ୍ୟରେ ଅନେକ ପ୍ରକାରର ସିରିଏଲ , ରିଆଲିଟି ସୋ ଆଦି ଭିନ୍ନ ଭିନ୍ନ ସୋ ରହିଥାଏ । ଲୋକଙ୍କର ଆଗ୍ରହ ଅନୁସାରେ ସେମାନେ ମଧ୍ୟ ନିଜର ପ୍ରିୟ ସୋ କୁ ଦେଖିବାକୁ ପସନ୍ଦ କରିଥାନ୍ତି ।


ତେବେ ଏହି ଟିଭି ଶୋ ମଧ୍ୟରେ ସବୁଠାରୁ ଅଧିକ ଲୋକପ୍ରିୟ ଏବଂ ଆଗ୍ରହ ପ୍ରକାଶ କରିଥାନ୍ତି କମେଡି ସୋ କୁ କାରଣ ଏହା ଲୋକମାନ ଙ୍କର ସମସ୍ତ ଚିନ୍ତା ଓ ଦୁଃଖ କୁ ଦୂର କରିବା ସହ ସମସ୍ତ ଙ୍କର ମୁହଁ ରେ ହସ ଆଣିଥାଏ । ତେବେ ଆମେ ଆଜି ଏହି ପରି ଜଣେ ଓଡ଼ିଆ ଟିଭି ସିରିଏଲ ର କମେଡିଆନ ଙ୍କର ବିଷୟରେ ଏକ ରହସ୍ୟମୟ ତଥ୍ୟ ଯାହା ଜାଣିଲେ ଆପଣ ମଧ୍ୟ ହସି ହସି ପାଗଳ ହୋଇଯିବେ ।


ତେବେ ଆମେ ଆପଣ ଙ୍କୁ କହିବାକୁ ଯାଉଛୁ ମିଷ୍ଟର ନନସେନ୍ସ ଙ୍କ ବିଷୟରେ । “ମିଷ୍ଟର ନନସେନ୍ସ” କହିଲେ ଆପଣ ନିଶ୍ଚିତ ଜାଣିସରିଥିବେ କି ଆମ ଆପଣଙ୍କୁ ପ୍ରଜ୍ଞାନ ଙ୍କର ବିଷୟରେ କହିବାକୁ ଯାଉଛୁ ବୋଲି । ସୂଚନା ଅନୁସାରେ ପ୍ରଜ୍ଞାନ ହେଉଛନ୍ତି ଜଣେ କମେଡିଆନ ଯିଏକି ନିଜର କମେଡି ଦ୍ବାରା ସମସ୍ତ ଙ୍କୁ ହସାଇ ବେଦମ କରିବା ସହ ନିଜର କରି ନିଅନ୍ତି ।ସେ ବିଭିନ୍ନ ଓଡ଼ିଆ ଫିଲ୍ମ ରେ ନିଜର କମେଡି ପରିଦର୍ଶନ କରିବା ସହ ଜି ସାର୍ଥକ ଚେନାଲ ରେ “”ମିଷ୍ଟର ନନସେନ୍ସ” ନାମରେ ଏକ କମେଡି ସୋ ମଧ୍ୟ କରିଥାନ୍ତି ।ଏହି କମେଡି ସୋ ରେ ତାଙ୍କୁ ତାଙ୍କର କୋ ଆକ୍ଟର ମାନେ ସାହାଯ୍ୟ କରୁଥାନ୍ତି।ତେବେ ବର୍ତ୍ତମାନ ସେ ଓଡିଶା ର ଜଣେ ଲୋକପ୍ରିୟ କମେଡିଆନ ଅଟନ୍ତି ।


ତେବେ କିଛି ଦିନ ହେବ ତାଙ୍କର ଏବଂ ତାଙ୍କ ସୋ ରେ ପୋଲିସ କେରେକ୍ଟର ର ଅଭିନୟ କରୁଥିବା ଗୁଗୁଲି ଙ୍କର କିଛି ଫୋଟ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବରେ ଲାଗିଛି ।ଭାଇରଲ ଫୋଟ ରେ ଜଣାପଡିଛି ଯେ ମିଷ୍ଟର ନନସେନ୍ସ ତଥା ପ୍ରଜ୍ଞାନ ଗୁଗୁଲି ଙ୍କୁ ବିବାହ କରିଛନ୍ତି ।ତେବେ ଏହି ଫୋଟ ସବୁ ସାମାଜିକ ଗଣମାଧ୍ୟମ ରେ ଭାଇରଲ ହେବା ପରେ ଲୋକମାନେ ଙ୍କର ଆଗ୍ରହ ଧୀରେ ଧୀରେ ବଢ଼ିବାରେ ଲାଗିଛି ଏହାର ସତ୍ୟତା ଜାଣିବା ପାଇଁ । ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହା ହେଉଛି କମେଡି ସିନ ସୁଟିଂ କରିବା ସମୟର ଏକ ଫୋଟ ଯେଉଥିରେ ପ୍ରଜ୍ଞାନ ,ଗୁଗୁଲି ଙ୍କୁ ବିବାହ କରିଥିବାର ସମସ୍ତ ଙ୍କ ନଜର କୁ ଆସିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।