ସ୍ତ୍ରୀକୁ ସନ୍ଦେହ କରି ସ୍ୱାମୀ ରୁମରେ ଲଗାଇଲେ ସିସିଟିଭି , ତାପରେ ଯାହା ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ

0

କଥା ରେ ଅଛି ପତି ପତ୍ନୀ ଙ୍କର ସମ୍ପର୍କ ଏଲ ପବିତ୍ର ସମ୍ପର୍କ। ଥରେ ଏହି ବନ୍ଧନ ରେ ବାନ୍ଧି ଗୋଲା ପରେ ସାତ ଜନ୍ମ ପାଇଁ ସମ୍ପର୍କ ରହି ଯାଏ ବୋଲି ବିଶ୍ୱାସ ରହିଛି। ସ୍ୱାମୀ ଓ ସ୍ତ୍ରୀ ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ଵ ସଦୃଶ ଜଣେ ଅନ୍ୟ ବିନା ଅସମ୍ପୂର୍ଣ୍ଣ ଅଟେ। ଯାହା ଫଳରେ ସ୍ତ୍ରୀ କୁ ସ୍ୱାମୀର ଅର୍ଧଙ୍ଗିନୀ କୁହା ଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ବର୍ତାମାନ ସମୟରେ ସ୍ୱମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବହୁତ ବିବାଦ ଦେଖା ଯାଉ ଥିବାର ଦେଖି ବାକୁ ମିଳୁଛି। ଯାହା ଫାକରେ ଅଧିକାଂଶ କ୍ଷେତ୍ରରେ ସ୍ୱାମୀ ଓ ସ୍ତ୍ରୀ ଅଲଗା ହେଇ ଯାଉଛନ୍ତି ଓ ଅଲଗା ଅଲଗା ବାସ କରୁଛନ୍ତି। କିନ୍ତି ସ୍ୱାମୀ ସ୍ତ୍ରୀ ଅଲଗା ହେବା ପରେ ଏପରି କାର୍ଯ୍ୟ କେବେ କରିବେ ତାହା କେବେ କେହି ଭାବି ନଥିବେ। ତେବେ ସେହି ଭଳି ଏକ ଘଟଣା ବିଷୟରେ ଆଜି ଆମେ ଆପଣଙ୍କ କହିବାକୁ ଯାଉଛୁ।


ଘଟଣା ଟି ହେଉଛି ମଧ୍ୟ ପ୍ରଦେଶ ର। ଏଠାରେ ଏମ ଭି ବି ରେ କାର୍ଯ୍ୟ ରତ ଯନ୍ତ୍ରୀ ଥିବା ଉଭୟ ପତି ପତ୍ନୀ ଙ୍କ ମଧ୍ୟରେ କୌଣସି କାରଣ ପାଇଁ ଝଗଡା ହୋଇଥିଲା ଓ ଉଭୟ ଅଲଗା ହେବାକୁ ନିଷ୍ପତି ନେଇ ଥିଲେ। ତେବେ ଅଲଗା ରହୁଥିବା ସମୟରେ ହଠାତ ଦିନେ ଏପର ଘଟଣା ଘଟିଲା ଯାହା କି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ସେହି ସ୍ୱାମୀ ଓ ସ୍ତ୍ରୀ ଙ୍କର ନାମ ଥିଲା ହିମାଂଶୁ ଅଗ୍ରୱାଲ ଓ ବାର୍ଷିକ ଅଗ୍ରୱାଲ। ଏମାନେ 2015 ରେ ପ୍ରେମ ବିବାହ କରିଥିଲେ।

ତେବେ ଅଲଗା ହେବା ପରେ ହଠାତ ଦିନେ ହିମାଂଶୁ ଘରେ ପହଂଚି ଦେଖିଲେ ଯେ ତାଙ୍କର ଘର ର ଚାବି ଭଙ୍ଗା ଯାଇଛି ଓ ତାଙ୍କର ଟଙ୍କା ପଇସା ସବୁ ଚୋରି ହେଇ ଯାଇଛି। ଏମିତି ବାରମ୍ବାର ଘଟିବାକୁ ଲାଗିଲା ଯାହା ଫଳରେ ହିମାଂଶୁ ବହୁତ ବ୍ୟସ୍ତ ହୋଇ ପଡିଲେ ଓ ଶେଷରେ ଉପାୟ ନ ପାଇ ଘରେ ସିସିଟିଭି ଲଗାଇ ଦେଲେ। ଏହା ପରେ ଆଉ ଦିନେ ଏପରି ଘଟଣା ଘଟିଲା।


ଘଟଣା ଘଟିବା ପରେ ପୋଲିସ ଆସି ସିସି ଟିଭି ଫୁଟେଜ ଯାଞ୍ଚ କଲା ଓ ସେଥିରୁ ଯାଜ ଦେଖିବାକୁ ମିଳିଲା ତାହା ପ୍ରକୃତ ରେ ଆଶ୍ଚର୍ଯ୍ୟ ଜନାକ ଥିଲା। ସେ ଭିଡ଼ିଓ ରେ ଆଉ କେହି ନୁହଁ ବରଂ ହିମାଂଶୁ ଙ୍କ ପତ୍ନୀ ବର୍ଷିକା ଅଗ୍ରୱାଲ ଥିଲେ। ସେ ଦୁଇ ଜଣ ପିଲାଙ୍କ ସହ ଆସି ଚାବି ଭାଙ୍ଗିବାର ଦେଖିବାକୁ ମିଳିଥିଲା ଓ ଦୁଇଜଣ ପିଲାଙ୍କ ସହ ପ୍ରାୟ 2 ଲକ୍ଷ ଟଙ୍କା ଚୋରି କରିଥିବାର ଜଣ ପଡିଥିଲା। ଏହି ଘଟଣା ଟି ୱେବବ ସବୁ ଆଡେ ଚର୍ଚ୍ଚା ର ବିସୟ ପାଲଟି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।