ଦେଖନ୍ତୁ ଭିଡ଼ିଓ । ଓଲିଉଡ଼ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ TIK TOK ଭିଡ଼ିଓ ଏବେ ନିଆଁ ଭଳି ଭାଇ ରାଲ ହେବାରେ ଲାଗିଛି…….

0

ଦେଶ ବଦଳିବା ସହ ଲୋକ ମାନଙ୍କ ଚିନ୍ତାଧାରା ମଧ୍ୟ ବଦଳି ଯାଉଛି। ଏବେ ଲୋକ ମାନଙ୍କ ଆଚାର ବ୍ୟବହାର , ଚାଲି ଚଳଣ ଆଦି ରେ ପରିବର୍ତନ ଦେଖା ଦେଲାଣି। ତେବେ ସବୁ ଲୋକ ଆଧୁନିକ ହେବାକୁ ଅଧିକ ପସନ୍ଦ କରୁଛନ୍ତି, ଆଉ ନିଜର ଆଧୁନିକତା କୁ ମଧ୍ୟ ଲୋକ ଙ୍କ ଆଗରେ ମଧ୍ୟ ରଖୁଛନ୍ତି। ତେବେ ଏହା କୁ ମଧ୍ୟ ସବୁ ଲୋକ ବହୁତ ପସନ୍ଦ କରନ୍ତି,ଆଉ ଏହା କୁ ଅନୁସରଣ ମଧ୍ୟ କରୁଛନ୍ତି। ତେବେ ସମାଜ ରେ ପ୍ରତେକ ଲୋକ ନିଜର ନିଜ କୁ ଆଧୁନିକ କରିବାକୁ ଚେଷ୍ଟା କରୁଛି।

ତେବେ ଅନେକ ଲୋକ ନିଜର କଳା କୁ ଲୋକ ମାନଙ୍କ ଆଗକୁ ଆଣିବା ପାଇଁ ଅନେକ ଚେଷ୍ଟା କରୁଛନ୍ତି। ଅନେକ ପରିଶ୍ରମ କରୁଛନ୍ତି। ତେବେ ଏଥି ପାଇଁ ସେମାନେ ସୋସିଅଲ ମିଡ଼ିଆରେ ଅନେକ ଫୋଟ ଆଉ ଭିଡିଓ କୁ ସେୟାର କରୁଛନ୍ତି। ତେବେ ଏଥି ପାଇଁ ଅନେକ ଗୁଡିଏ ଆପ ରହିଛି। ଯାହା ଦ୍ୱାରା ଲୋକ ମାନେ ନିଜର କଳା କୁ ଦେଖାଇ ପାରୁଛନ୍ତି। ଆଉ ଏହି ଆପ କୁ ଅନେକ ଲୋକ ବହୁତ ପସନ୍ଦ କରୁଛନ୍ତି। ତେବେ ଖାଲି ଲୋକ ମାନେ ନୁହଁ ଅନେକ ଟିଭି କଳାକାର ମାନେ ମଧ୍ୟ ଏହି ଆପ ବ୍ୟବହାର କରି ବହୁତ୍ ଚର୍ଚ୍ଚିତ ହେଉଛନ୍ତି। ଆଉ ସେମାଙ୍କର ଭିଡିଓ ଗୁଡିକ ବହୁତ ଭାଇରଲ ମଧ୍ୟ ହୋଇ ଥାଏ। ତେବେ ଆଜି ଆମେ ଏମିତି ଜଣେ ସୁନ୍ଦରୀ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା , ଯିଏ ଏମିତି ସୁନ୍ଦର ସୁନ୍ଦର ଭିଡିଓ କରି ବହୁତ୍ ଭାଇରଲ ହୋଇଛନ୍ତି।

ତେବେ ଆପଣ ସମସ୍ତେ ଅଭିନେତ୍ରୀ ଲିପ୍ସା ଙ୍କ ବିଷୟ ରେ ଜାଣି ଥିବେ। ତେବେ ସେ ମଧ୍ୟ ଏହି ଭଳି ଭିଡିଓ କରି ସୋସିଆଲ ମିଡିଆରେ ବହୁତ ଭାଇରଲ ହୋଇଛନ୍ତି। ସେହିପରି ଆମେ ଆଜି ଓଡ଼ିଶାର ଲୋକପ୍ରିୟ ସୁନ୍ଦରୀ ଅଭିନେତ୍ରୀ ଲିପ୍ସା ଦାସ୍ ଙ୍କର ମନୋରଞ୍ଜନ ର ଭିଡିଓ ସେ କିପରି ଭାବରେ ଅନେକ ମଜା ଓ ମସ୍ତି କୁ ଦେଖାଉଛନ୍ତି ଉଭୟ ଅଭିନୟ ଓ ନୁର୍ତ୍ୟ୍ ଦ୍ୱାରା,ବିଭିନ୍ନ ପ୍ରକାର ଓଡ଼ିଆ ଆଲବମ୍ ଏବଂ ଫିଲ୍ମ୍ ସଙ୍ଗୀତର ତାଳେତାଳେ ସେ ଏହି ସବୁ ଟିକ ଟକ ଭିଡିଓ କୁ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଏହି ଅଭିନେତ୍ରୀ ବହୁତ୍ ସୁନ୍ଦର୍ ଦେଖା ଯାଉଛନ୍ତି।

ଏହି ଭିଡିଓ ମାନଙ୍କରେ ତାଙ୍କର ଅଭିନୟ ମଧ୍ୟ ବହୁତ୍ ପ୍ରଶଂସନୀୟ ରହିଛି,ଏହାଛଡା ତାଙ୍କର ନୃତ୍ୟ ମଧ୍ୟ ବହୁତ୍ ସୁନ୍ଦର ହୋଇଛି। ଆଉ ଲୋକ ମାନେ ମଧ୍ୟ ବହୁତ୍ ପସନ୍ଦ କରୁଛନ୍ତି।ସେ ଅନେକ ଆଲବମ ଗୀତ , ହିନ୍ଦୀ ଗୀତ ଆଉ ଓଡ଼ିଆ ଗୀତ ରେ ଅଭିନୟ ଓ ନୁର୍ତ୍ୟ୍ କରି ନିଜର ଜଲବା ଦେଖାଉଛନ୍ତି। ତେବେ ସେ ଅନେକ ଗୀତ ମଧ୍ୟ ଗାଉଛନ୍ତି।ତେବେ ଅଭିନେତ୍ରୀ ଲିପ୍ସା ଏହି ଭିଡିଓ ରେକର୍ଡ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ର ଡ୍ରେସ୍ ରେ କରିଛନ୍ତି, ଯେଉଁଥିରେ ତାଙ୍କର ସୁନ୍ଦରତା ଅଧିକ ଦୁଇ ଗୁଣିତ ହୋଇଥାଏ।ଭିଡିଓରେ ଆପଣ ଦେଖିବାକୁ ପାଇବେ ସେ କେତେବେଳେ ଶାଢ଼ୀରେ ତାଙ୍କର ଭିଡିଓ ରେକର୍ଡ କରିଛନ୍ତି ତ ପୁଣି କେଉଁ ସ୍ଥାନରେ ସାଲ୍ଵାର୍ ରେ ସୁନ୍ଦର୍ ଭିଡିଓ ମାନ ରେକର୍ଡ କରିଛନ୍ତି। ତେବେ ଲୋକ ମାନେ ମଧ୍ୟ ତାଙ୍କର୍ ଏହି ଭିଡିଓ ଗୁଡିକୁ ଭରପୁର ମାତ୍ରା ରେ ଲାଇକ୍ କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।