ପୁଅ ତିନିଥର ତଲାକ୍ ଦେବା ପରେ ଶ୍ୱଶୁର ବୋହୂ୍ ସହିତ ଯାହା କଲା ଆପଣ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

0

ବିବାହ ବନ୍ଧନ ହେଉଛି ଏକ ସବୁଠାରୁ ବଡ଼ ସମ୍ପର୍କ। ଦାମ୍ପତ୍ୟ ଦୁଇଜଣ ପରସ୍ପରକୁ ସାତ ଜନ୍ମ ର ସାଥି ହୋଇ ରହିବାର ପ୍ରତିଶ୍ରୁତି ଦେଇଥାନ୍ତି। ମାତ୍ର ଏହି ବିବାହ ସମ୍ପର୍କ ଯଦି କିଛି ମୁହୂର୍ତ୍ତରେ ଭାଙ୍ଗି ଯାଏ ତେବେ ଏହା ଠାରୁ ବଡି ଆଉ କିଛି ଦୁଃଖ ନାହିଁ। ଜଣେ ମହିଳା ଯଦି ଅଜାଣତରେ କିଛି ଭୁଲ କରୁଛନ୍ତି ତେବେ ତାଙ୍କ ଭୁଲ କୁ ସ୍ୱାମୀ ଜଣକ ସୁଧାରି ଦେବା ଦରକାର।ମାତ୍ର ସେହି ସାମାନ୍ୟ ଭୁଲ ପାଇଁ ଯଦି ସେହି ସ୍ୱାମୀ ତାଙ୍କ ପତ୍ନୀ ଙ୍କୁ ଛାଡ଼ପତ୍ର ଦେଇ ଦିଅନ୍ତି ତାହା ନିହାତି ଭାବେ ଦୁଃଖର କଥା।


ଆପଣ ମାନେ ଜାଣିଥିବେ କିଛି ଦିନ ପୂର୍ବରୁ ଆମ ଦେଶରେ ତିନି ତଲାକ୍ ପ୍ରଥା ଉଠି ଯାଇଛି। ମୁସଲମାନ ମହିଳା ମାନଙ୍କୁ ତାଙ୍କ ସ୍ୱାମୀ ଯଦି ତିନିଥର ତଲାକ୍ କହି ଦିଅନ୍ତି ତେବେ ତାଙ୍କର ଛାଡପତ୍ର ହୋଇ ଯାଉଥିଲା। ଏପରି ଅବସ୍ଥାରେ ମହିଳା ମାନେ ଅନେକ ସମୟରେ ପ୍ରତାରଣା ଏବଂ ନିରାଶ ର ଶୀକାର ହେଉଥିଲେ। ଆଉ ଏହାକୁ ଅନେକ ପ୍ରତିବାଦ ପରେ ଲୋକସଭା ରେ ବିଲ ପାସ ହେଇଥିଲା।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ମୁସଲମାନ ମହିଳା ଙ୍କ ଦୁଃଖ ର କାହାଣୀ। ଏହି ମହିଳା ଜଣକ ବହୁତ ଗରିବ ପରିବାର ର ଥିଲେ। ତାଙ୍କ ବିବାହ ଜଣେ ମୁସଲମାନ ପୁରୁଷ ଙ୍କ ସହିତ ହୁଏ। ଆଉ ଏହି ତାଙ୍କ ବିବାହ କୁ1 ଅନେକ ଦିନ ବିତିଥିଲେ ମଧ୍ୟ ତାଙ୍କ ସ୍ୱାମୀ ତାଙ୍କୁ କେବେ ପତ୍ନୀ ର ଦର୍ଜା ଦେଇନାହାନ୍ତି। ବିବାହ ର ଅନେକ ବର୍ଷ ବିତିଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ମାଆ ହେବାର ସୌଭାଗ୍ୟ ମିଳିନାହିଁ। ତାଙ୍କ ସ୍ୱାମୀ ପ୍ରସତିଦିନ ତାଙ୍କୁ ପିଟିବା ସହିତ ଗାଳି ଗୁଳଜ ମଧ୍ୟ କରନ୍ତି। ଆଉ ତାଙ୍କର ଯୌତୁକ କମ ଦେଇଥିବାରୁ ତାଙ୍କ ସ୍ୱାମୀ ତାଙ୍କୁ ପ୍ରତିଦିନ ନିର୍ଯ୍ୟାତନା ଦେଇଥାନ୍ତି। କିନ୍ତୁ ତାଙ୍କର ଶ୍ୱଶୁର ସର୍ବଦା ଏହାକୁ ପ୍ରତିବାଦ କରନ୍ତି।


କିନ୍ତୁ ଦିନେ ଅଚାନକ ଭାବରେ ତାଙ୍କ ସ୍ୱାମୀ ତାଙ୍କୁ ତିନି ଥର ତଲାକ୍ କୁହନ୍ତି ଆଉ ତାଙ୍କର ଛାଡ଼ ପତ୍ର ହୋଇଯାଏ। କିନ୍ତୁ ମହିଳା ଜଣକ ତାଙ୍କ ସ୍ୱାମୀ ଙ୍କୁ ମନାଇବାକୁ ଅନେକ ପ୍ରୟାସ କରନ୍ତି। ଆଉ ଦିନେ ସ୍ୱାମୀ ନଥିବା ଅବସ୍ଥାରେ ତାଙ୍କର ଶ୍ୱଶୁର ଯିଏ ତାଙ୍କୁ ରକ୍ଷା କରୁଥିଲେ ସେ ଆଉ ତାଙ୍କର ଦୁଇ ଜଣ ସହଯୋଗୀ ବନ୍ଧୁ ସହ ତାଙ୍କୁ ବଳାତ୍କାର କରି ଚାଲିଲେ। ଆଉ ସ୍ୱାମୀ ଆସି ଏହା।ଦେଖିଲା ପରେ ତାଙ୍କର ହୋସ ରହିଲା ନାହିଁ। ଜଣେ ଶ୍ୱଶୁର ହୋଇ ସେ ଏପରି ଜଣେ ବୋହୂ ସହ।ନିହାତି ଏକ ନୈରାଶ୍ୟ ଜନକ କଥା।

ଏହି ବିଲ ଆସିବ ପୂର୍ବରୁ ଆପଣ ଜାଣିଲେ ନିହାତି ମର୍ମାହତ ହୋଇ ପଡିବେ ଏହି ଖବର ଶୁଣି। କାରଣ ତିନି ତଲାକ୍ ଥିଲା ମହିଳା ମାନଙ୍କ ପାଇଁ ଅଭିଶାପ। ଯେ କୌଣସି ସମୟରେ ସ୍ୱାମୀ ତାଙ୍କୁ ଅଯଥାରେ ଛାଡ଼ପତ୍ର ଦେଇ ଦେଉଥିଲେ।ଆଉ ସେହି ମହିଳା ମାନେ ସମାଜରେ ଅନେକ ଦୁର୍ଦ୍ଦଶା ର ସାମ୍ନା କରିବାକୁ ପଡୁଥିଲା। କିନ୍ତୁ ଏହି ମହିଳା ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଙ୍କ ନାଁ ରେ ଥାନା ରେ ଏତେଲା ଦେବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେଣୁ ତିନି ତଲାକ୍ ବିଲ ମହିଳାଙ୍କ ସୁରକ୍ଷା କୁ ଅନେକାଂଶରେ ପ୍ରତିପାଦନ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।