ଏହି 3ଟି ରାଶିର ଝିଅମାନେ – ତାଙ୍କ ସ୍ବାମୀଙ୍କୁ ଦିଅନ୍ତି ” ଧୋକା ” – ଜଲଦି ଜାଣନ୍ତୁ କେଉଁ କେଉଁ ରାଶି

0

ଆମ ସମାଜର କେତେ ବି ଅଗ୍ରଣୀ ହେଉନା କାହିଁକି ଆମେ କେବେ ହେଲେ ଆମ ସଂସ୍କୃତି କୁ ଛାଡି ପାରିବ ନାହିଁ କାରଣ ଆମେ ଆମ ବଞ୍ଚିବାର ପ୍ରଣାଳୀ କୁ ଆମେ ଆମ ସମାଜିକ ସଂସ୍କୃତି ରୁ ହିଁ ଗ୍ରହଣ କରିଛୁ । ତେବେ ଆମ ସଂସ୍କୃତି ରେ ବିବାହ କୁ ଏକ ଅତ୍ୟନ୍ତ ଆନନ୍ଦମୟ ତଥା ପବିତ୍ର ସମ୍ପର୍କ ବୋଲି ଗ୍ରହଣ କରାଯାଏ ।

ତେଣୁ ଆମେ ବିବାହ ପୂର୍ବରୁ ଉଭୟ ବର ଏବଂ କନ୍ୟା ର କୁଣ୍ଡଳୀ , ରାଶି ଫଳ , ଗ୍ରହ ନକ୍ଷେତ୍ର ଆଦି ଜାଣିବାକୁ ଚେଷ୍ଟା କରିଥାଉ ।କାରଣ ଗୋଟିଏ ଝିଅ ର ରାଶି ଫଳ ରେ ହିଁ ତାର ବୈବାହିକ ଜୀବନ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜଣା ପଡିଯାଇଥାଏ ।


ତେବେ ଆମେ ଆଜି ଆପଣଙ୍କୁ ଜାଣେଇବୁ ଯେ କେଉଁ ରାଶିର ଝିଅ ଙ୍କୁ ବିବାହ କଲେ ଆପଣଙ୍କ ର ବୈବାହିକ ସମ୍ପୂର୍ଣ୍ଣ ରେ ଫାଟ ଆସିଥାଏ ବା ଆପଣଙ୍କୁ ଧକ୍କା ମିଳିବାର ସମ୍ଭାବନା ରହିଥାଏ । ବନ୍ଧୁଗଣ ଆମର ଶାସ୍ତ୍ର ଅନୁସାରେ ୩ଟି ରାଶି ର ଝିଅ ଙ୍କୁ କେବେହେଲେ ବିବାହ କରନ୍ତୁ ନାହିଁ କାରଣ ଏହି ରାଶିର ଝିଅ ମାନେ ବିବାହ ପରେ ଛାଡପତ୍ର ଦେଇଥାନ୍ତି ବା ଆପଣଙ୍କ ର ବୈବାହିକ ସମ୍ପର୍କରେ ଅଶାନ୍ତି ଦେଖାଦେଇଥାଏ ।ତେବେ ସେହି ରାଶି ଗୁଡିକ ହେଉଛି :-


୧.ବୃଷ ରାଶି
ସାଧାରଣ ଭାବରେ କହିବାକୁ ଗଲେ ବୃଷ ରାଶିର ଝିଅ ମାନେ ବହୁତ ଅହଙ୍କାରୀ ହୋଇଥାନ୍ତି । ଏମାନେ ସବୁବେଳେ ନିଜ ଉପରେ ତଥା ନିଜର ରୂପ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ଏମାନଙ୍କ ର ସ୍ୱାମୀ ଯେତେ ଟଙ୍କା ଆୟ କଲେ ମଧ୍ୟ ଏମାନେ ଅଶାନ୍ତି ରହିଥାନ୍ତି । ସବୁବେଳେ ନିଜକୁ ସଜେଇବାରେ ବ୍ୟସ୍ତ ରୁହନ୍ତି । ଏହି ରାଶିର ଝିଅ ମାନେ ଏପରି ସଭାଵ ର ହୋଇଥିବାରୁ ଏମାନେ କେବେହେଲେ ନିଜର ସ୍ୱାମୀ ସହ ଖୁସିରେ ରହିପାରନ୍ତି ନାହିଁ । ଫଳରେ ଏମାନଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଥାଏ । ଖାଲି ଏତିକି ନୁହେଁ ବରଂ ଏମାନେ ସବୁବେଳେ ଅନ୍ୟ ପୁରୁଷ ଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ।


୨. ସିଂହ ରାଶି
ସିଂହ ରାଶିର ଝିଅ ମାନେ ସାଧାରଣତ୍ୱ ଅତ୍ୟନ୍ତ କ୍ରଧନ୍ନିତ ହୋଇଥାନ୍ତି । ଛୋଟ ଛୋଟ କଥାରେ ଏମାନେ ବହୁତ ଶୀଘ୍ର ରାଗିଯାଇଥାନ୍ତି ଏବଂ ନିଜ ଲୋକ ସହ ସବୁବେଳେ ଝଗଡା ମଧ୍ୟ କରିଥାନ୍ତି । ଏମାନେ ସବୁବେଳେ ନିଜର ସ୍ୱାମୀ ଙ୍କୁ ନିଜ ବଶବର୍ତ୍ତୀ ରେ ରଖିବାକୁ ଚାହିଁଥାନ୍ତି । ଏମାନେ ଅତ୍ୟନ୍ତ କ୍ରଧି ହୋଇଥିବାରୁ ସମସ୍ତ ଙ୍କର ସହ ମିଳିମିଶି ରହିପାରନ୍ତି ନାହିଁ ସବୁବେଳେ ଏକୁଟିଆ ରହିବାକୁ ପସନ୍ଦ କରନ୍ତି । ତେଣୁ ଏମାନ ଙ୍କର ବୈବାହିକ ଜୀବନରେ ଅଶାନ୍ତି ଦେଖା ଦେଇଥାଏ ।


୩. ବିଛା ରାଶି
ସାଧାରଣ ଭାବରେ କହିବାକୁ ଗଲେ ଏହି ରାଶି ର ଝିଅ ମାନେ ବହୁତ ଜିଦି ପ୍ରକୃତିର ହୋଇଥାନ୍ତି। ଏମାନେ ସବୁବେଳେ ନିଜକୁ ବଡ଼ ବୋଲି ମାଣିଥାନ୍ତି । କୌଣସି ବି ପରିସ୍ଥିତି ରେ ଏମାନେ ନିଜର ଭୁଲ କୁ ସ୍ୱୀକାର କରିବାକୁ ଚାହାନ୍ତି ନାହିଁ ।ଏମାନେ ବହୁତ ଝଗଡାଳୁ ପ୍ରକୃତିର ହୋଇଥିବା ରୁ ଏମାନେ ସହଜରେ ନିଜର ସ୍ଵାମୀ ଙ୍କ ଠାରୁ ଦୂରରେ ରହିବାକୁ ନିଷ୍ପତ୍ତି ନେଇଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।