ଜାଣନ୍ତୁ ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆଜିର ଏହି ଜଗତ ରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ମହାଭାରତ ର ଏମିତି କିଛି ପାଠ ରହିଥାଏ । ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ ।

ତେବେ ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ। ତେବେ ଏହି ସବୁ ଛୋଟ ଛୋଟ କଥା । ଯାହା ଆମର ଜାଣିବା ଦରକାର। ତାକୁ ପ୍ରତିଦିନ ପଢିବା ଦରକାର। ସରକାର ଏହି ପାଠ କୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ତେବେ ସେହି ପରୀକ୍ଷା ରେ ଏଭଳି ସାଧାରଣ ଜ୍ଞାନ ର୍ ପ୍ରଶ୍ନ ପଚାର ଯାଏ।ତେବେ ଆସନ୍ତୁ ଜାଣିବା ଏମତି ୧୦ ଟି ପ୍ରଶ୍ନ ଓ ଉତ୍ତର ଯାହା ଆପଣ କେବେ ଜାଣି ନଥିବେ। କି କେବେ ଶୁଣି ନଥିବେ।


୧) ଦିନ କୁ ଇଂରାଜୀ ରେ କଣ କୁହା ଯାଏ ?
ଉତ୍ତର :- ଡେ଼

୨) ସାତ ଦିନ କୁ କଣ ବୋଲି କୁହ ଯାଏ ? 
ଉତର୍ :- ଏକ ସପ୍ତାହ

୩)ତେବେ ଏକ ସପ୍ତାହ କୁ ଇଂରାଜୀ ରେ କଣ କୁହା ଯାଏ ?
ଉତ୍ତର:- ୱନ ଉଇକ

୪) ତେବେ ଦୁଇ ସପ୍ତାହ କୁ ଇଂରାଜୀ ରେ କଣ କୁହାଜଏ ?
ଉତ୍ତର:- ଫୋଟନାଇଟ

୫ ) ତେବେ ଏକ ମାସ୍ କୁ ଇଂରାଜୀ ରେ କଣ କୁହାଯାଏ ?
ଉତର୍ :- ୱନ ମଂଥ

୬) ୩୦ ଦିନ କୁ ଓଡ଼ିଆ ରେ କଣ କୁହା ଯାଏ। ?
ଉତ୍ତର:- ଏକ ମାସ

୭)ତେବେ ୧୨ ମାସ କୁ କଣ କୁହା ଯାଏ ?
ଉତ୍ତର :- ଏକ ବର୍ଷ

୮) ୩୫୬ ଦିନ କୁ ଇଂରାଜୀ ରେ କଣ କୁହା ଯାଏ ?
ଉତ୍ତର :- ୱନ ଇୟର୍

୯) ତେବେ ୩୬୬ ଦିନ କୁ କଣ କୁହାଯାଏ ?
ଉତ୍ତର :- ଅଧିବର୍ଷ

୧୦) ତେବେ କେଉଁ ମାସ ୩୦ ଦିନ ହୋଇ ନ ଥାଏ ?
ଉତ୍ତର:- ଫେବ୍ରୁଆରୀ

୧୧) କେଉଁ ମାସ ୨୮ ଦିନ ବା ୨୯ ଦିନ ହୋଇ ଥାଏ ?
ଉତ୍ତର:- ଫେବ୍ରୁଆରୀ

୧୨) ୧୦ ୟର କୁ ଇଂରାଜୀ ରେ କଣ କୁହା ଯାଏ ?
ଉତ୍ତର:- ୱନ ଡେ଼କାଡେ଼

୧୩) ତେବେ ୱନ ଡେ଼କାଡେ଼ ର ଅର୍ଥ କଣ ?
ଉତ୍ତର :- ଦଶନ୍ଧି

୧୪)ତେବେ ୨୫ ବର୍ଷ କୁ କଣ କୁହାଯାଏ ?
ଉତ୍ତର:-ସିଲଭର ଜୁବଲି

୧୫)ତେବେ ସିଲଭର ଜୁବଲି ର ଓଡ଼ିଆ ହେଉଛି ?
ଉତ୍ତର:- ରଜତ ଜୟନ୍ତୀ

୧୬ ) ତେବେ ୫୦ ବର୍ଷ କୁ କଣ କୁହାଯାଏ ?
ଉତ୍ତର:- ଗୋଲଡେନ ଜୁବଲି

୧୭) ତେବେ ଗୋଲଡେନ ଜୁବଲି କୁ ଓଡ଼ିଆ ରେ କଣ କୁହା ଯାଏ ?
ଉତ୍ତର:- ସୁବର୍ଣ୍ଣ ଜୟନ୍ତୀ

୧୮) ୬୦ ବର୍ଷ କୁ ଇଂରାଜୀ ରେ କଣ କୁହାଯାଏ ?
ଉତ୍ତର:-ଡାଇମୋଣ୍ଡ ଜୁବଲି

୧୯ ) ଡାଇମୋଣ୍ଡ ଜୁବଲି କୁ ଓଡ଼ିଆ ରେ କଣ କୁହାଯାଏ ?
ଉତ୍ତର:- ହୀରକ ଜୟନ୍ତୀ

୨୦)୧୦୦ ବର୍ଷ କୁ ଇଂରାଜୀ ରେ କଣ କୁହାଯାଏ ?
ଉତ୍ତର:- ୱନ୍ ସେଞ୍ଚୁରି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।