ଅଧିକ ଧାତୁ ନଷ୍ଟ କରୁଛନ୍ତି କି ? ଜାଣନ୍ତୁ କିପରି କରିବେ ଧାତୁ ରୋଗ ସମସ୍ୟାର ନିରାକରଣ । ୧୦୦% ଗ୍ୟାରେଣ୍ଟି

0

ଆଜି କାଲି ସମାଜରେ ବିଭିନ୍ନ ପ୍ରକାରର ରୋଗ ସବୁ ଦେଖିବାକୁ ମିଳୁଛି। ଯେଉଁ ସବୁ ର କାରଣ ଆଜିର କେମିକାଲ୍ ଜାତୀୟ ଖାଦ୍ୟ ପାଇଁ ହେଉଛି ଏବଂ ଆମର ଅଳସୁଆମି ପାଇଁ ମଧ୍ୟ। ଆଉ ଅନେକ ରୋଗ ସବୁ ଯୁବ ପିଢି ମାନଙ୍କ ପାଖରେ ଦେଖିବାକୁ ମିଳୁଛି। ଆଜି କାଲି ର ପିଲା ମାନେ ବେଶୀ କେମିକାଲ୍ ଯୁକ୍ତ ଖାଦ୍ୟ ଖାଉଛନ୍ତି ଏବଂ କିଛି କାର୍ଯ୍ୟ କରୁନାହାନ୍ତି ସବୁବେଳେ ଘରେ ବସି ରହୁଛନ୍ତି।


ଆଜି କାଲି ଅନେକ ପିଲା ମାନଙ୍କ ପାଖରେ ହୁଏତ ସିଏ ଝିଅ ହୁଅନ୍ତୁ କିମ୍ବା ପୁଅ ସେମାନଙ୍କ ପାଖରେ ଶୁକ୍ର ବା ବୀର୍ଯ୍ୟ ହୀନତା ଜନକ ସମସ୍ୟା ଦେଖିବାକୁ ମିଳୁଛି। ଏହି କାରଣ ରୁ ସେମାନଙ୍କୁ ଅନେକ ସମସ୍ୟା ର ସମ୍ମୁଖୀନ ମଧ୍ୟ ହେବାକୁ ପଡୁଛି। ପୁରୁଷ ମାନଙ୍କ ପାଖରେ ଧାତୁର ପତନ ବା ଅଭାବ ଅନେକ ପରିବର୍ତ୍ତନ ଆଣିଥାଏ ସେମାନଙ୍କ ଜୀବନ ଶୈଳୀ ରେ ଏବଂ ଶରୀରରେ। ଶରୀର ରେ ଚମକ ଦେଖିବାକୁ ମିଳେ ନାହିଁ।

ଏହି ରୋଗ ଶରୀର କୁ ନିସ୍ତେଜ ଏବଂ ନୀରସ କରିଦିଏ। ଏହି ରୋଗ ବେଶୀ କିଶୋର କିଶୋରୀ ମାନଙ୍କ ପାଖରେ ଦେଖିବାକୁ ମିଳିଥାଏ। ଏହି ରୋଗ ଯୋଗୁଁ ଯୁବା ଅବସ୍ଥା ସମୟ ରେ ଅନେକ ସମସ୍ୟା ର ସମ୍ମୁଖୀନ ହେବାକୁ ମଧ୍ୟ ପଡିଥାଏ।

ଅନେକ ଙ୍କ ପାଖରେ ୟା ପାଇଁ ଅନେକ ପ୍ରକାରର ରୋଗ ସବୁ ଦେଖିବାକୁ ମିଳେ ଏବଂ ଧାତୁ କ୍ଷୟ ପାଇଁ ସେମାନଙ୍କ ର ଅକାଳ ରେ ମୃତ୍ୟୁ ମଧ୍ୟ ହୋଇଥାଏ। ସେମାନଙ୍କ ପାଖରେ ସବୁବେଳେ ଥକ୍କାପଣ ଦେଖାଯାଏ ଏବଂ ସେମାନେ ଚିଡ୍ ଚିଡା ମଧ୍ୟ ହୋଇଯାଆନ୍ତି, କୌଣସି କାମ ରେ ସେମାନଙ୍କ ର ମନ ଲାଗିନଥାଏ।

ସେମାନଙ୍କ ପାଖରେ ସ୍ୱପ୍ନ ଦୋଷ ଦେଖାଯାଏ ଏବଂ ସବୁବେଳେ ହସ୍ତ ମୈଥୁନ ଓ ଯୌନ କ୍ରିୟା ଭଳି କାର୍ଯ୍ୟ ରେ ମନ ରହିଥାଏ। ସେମାନଙ୍କ ଜୀବନ ରେ ଫୂର୍ତ୍ତ ଏବଂ ଉତ୍ସାହ ଦେଖିବା ପାଇଁ ମିଳି ନଥାଏ। ଏଥିପାଇଁ ସେମାନେ ବହୁତ ପଶ୍ଚାତାପ କରନ୍ତି ଏବଂ ଏହି କଥା ସେମାନେ କାହାକୁ କହି ମଧ୍ୟ ପାରନ୍ତି ନାହିଁ।


ପ୍ରତିକାର:-
ଏଥିପାଇଁ ଆପଣ ମାନଙ୍କୁ କିଛି କାର୍ଯ୍ୟ କରିବାକୁ ହେବ ଯେଉଁଥିରୁ ଆପଣ ମାନେ ଏହି ରୋଗ ରୁ ମୁକ୍ତି ପାଇ ପାରିବେ। ସେହି ସମ୍ପର୍କରେ ଆମେ ଆପଣ ମାନଙ୍କୁ କହିବୁ।
– ପ୍ରଥମେ ତ ଆପଣ ମାନଙ୍କୁ ଆପଣ ଙ୍କ ର ପୂର୍ବ ଅଭ୍ୟାସ କୁ ଛାଡିବାକୁ ପଡିବ।

– ରାତିରେ 10 ଟା ପୂର୍ବରୁ ଆପଣ ମାନଙ୍କୁ ବିଛଣା କୁ ଯିବାକୁ ପଡିବ। ଶୋଇବା ପୂର୍ବରୁ ଅତିକମ୍ ରେ 15 ମିନିଟ୍ ପର୍ଯ୍ୟନ୍ତ ଆପଣ ମାନଙ୍କୁ ଆଧ୍ୟାତ୍ମିକ ବହି ପଢିବାକୁ ପଡିବ।

– ପ୍ରତିଦିନ କିଛି ସମୟ ପାଇଁ ଯୋଗାଭ୍ୟାସ ଏବଂ ଧ୍ୟାନ କରିବାକୁ ପଡିବ।

– ଅଧିକ ଉତ୍ତେଜିତ, ମସଲା ଜାତୀୟ ଖାଦ୍ୟ ଠାରୁ ଦୂରେଇ ରହିବାକୁ ପଡିବ।

– ଆପଣ ମାନଙ୍କୁ ଏକ ସୁସ୍ଥ ସମାଜ ସହ ଉତ୍ତମ ସକରାତ୍ମକ ଚିନ୍ତାଧାରା ସହ ରହିବାକୁ ପଡିବ।

– ନିଜକୁ ସବୁବେଳେ ଭବିଷ୍ୟତ ଚିନ୍ତା ସ୍ୱରୂପ ନିଜ କର୍ମ କୁ ଗୁରୁତ୍ବ ଦେଇ ବ୍ୟସ୍ତ ରଖିବାକୁ ପଡିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।